Daily Archives

April 11, 2021

ହାଇଦ୍ରାବାଦକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା । ପ୍ରଥମ ଇଂନିସରେ ଜବରଦସ୍ତ ୮୦ ରନ କଲେ ନିିତିଶ ରାଣା ।

କନକ ବ୍ୟୁରୋ: ଆଜି ଆଇପିଏଲରେ କେକେଆର୍ ଦଳ ହାଇଦ୍ରାବାଦ ଆଗରେ ୧୮୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମ ଇଂନିସରେ କେକେଆର୍ ୧୮୭ ରନ୍ କରିବା ସହିତ ଏକ ଜବରଦସ୍ତ ଟାର୍ଗେଟ ଦେଇଛି । ଆଜି ପ୍ରଥମ ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପାଇଁ ଶୁଭମନ ଗିଲ୍ ଓ…

ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ନୂଆ ଟ୍ରଷ୍ଟକୁ ଦାୟିତ୍ୱ ମିଳିବା ପରେ ପ୍ରତ୍ନତତ୍ୱ ବିଭାଗ ଅଧିନରେ…

କନକ ବ୍ୟୁରୋ: ପୁରୀ ଏମାର ମଠରୁ ପୁଣି ୪୫ ଖଣ୍ଡ ରୁପା ଇଟା ମିଳିଛି । ୨୦୧୦ ମସିହାରେ ଦେବତୋର ବିଭାଗ ଖୋଳତାଡ କରି ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରିଥିଲେ । ସେହି ତାଲିକାରେ ଏବେ ଉଦ୍ଧାର ହୋଇଥିବା ୪୫ ଖଣ୍ଡ ଇଟାର ସୂଚନା ରହିଥିବା କୁହାଯାଉଛି । ହେଲେ ଏହି ସୂଚନାକୁ ଗୋପନ ରଖିବା…

ପିପିଲିରେ ଜୋରଧରୁଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ୧୩ରେ ଆସିବେ…

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଭୋଟ ହାତେଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଆଜି ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ପୁରୁଷୋତମ ପୁରରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ହଜାରରୁ ଅଧିକ ଯୁବକଙ୍କୁ ନେଇ ସମାବେଶ କରିଛନ୍ତି । ଡେଲାଙ୍ଗ ପିପିଲିର…

ଆରମ୍ଭ ହେଲା ଟିକାଉତ୍ସବ, ହେଲେ ରାଜ୍ୟରେ ଟିକାର ଘୋର ଅଭାବ । ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ଟିକା ବଣ୍ଟନରେ କରାଯାଉଛି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାରଠାରୁ ଦେଶରେ ପାଳନ ହେଉଛି କରୋନା ଟିକା ମହୋତ୍ସବ । ଲୋକଙ୍କୁ କୋଭିଡ ଟିକା ନେଇ ସଚେତନ କରିବା, ଟିକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି । କିନ୍ତୁ…

ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା । 

କନକ ବ୍ୟୁରୋ: ପୋଲିସ ଆଖିରେ ଧୁଳି ଦେଇ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ପୋଲିସର ତନାଘନା । ଭୁବନେଶ୍ୱର ରେଳ ଷ୍ଟେସନରେ ମୋବାଇଲରେ ହାଇଦରର ଫଟୋ ଦେଖାଉଛି ପୋଲିସ । ପୋଲିସ କର୍ମଚାରୀ ଏବଂ ସାଦା ପୋଷାକଦାରୀ ଅଧିକାରୀ ହାଇଦର ଫଟୋ ଦେଖାଇ ଦୋକାନୀ, କୁଲି ଓ ସାଧାରଣ…

ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ରାଜ୍ୟରେ ଉପରମୁହାଁ କରୋନା ମିଟର । ଏବେ ବି ଲୋକ ମାନୁନାହାନ୍ତି କୋଭିଡ୍…

କନକ ବ୍ୟୁରୋ: ସୁନ୍ଦରଗଡର ବଜାରକୁ ହଜାର ହଜାର ଲୋକ କିଣାବିକା କରିବାକୁ ଆସୁଛନ୍ତି । ହେଲେ ଅଧିକାଂଶ ବ୍ୟକ୍ତିଙ୍କ ମୁହଁରେ ମାସ୍କ ନାହିଁ, କିମ୍ବା ସାମାଜିକ ଦୂରତା ବି ନାହିଁ । ସୁନ୍ଦରଗଡର ଜିଲ୍ଲାରେ ସଂକ୍ରମଣ ସର୍ବାଧିକ ରହିଥିବା ବେଳେ ଏଭଳି ଖୁଲମ ଖୁଲା ନିୟମ ଉଲ୍ଲଘଂନ ଏବେ କରୋନା କଟକଣା…