Daily Archives

April 2, 2021

ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରେ ମିଳିଲା ଇଭିଏମ୍ । ଭାଇରାଲ ହେଲା ଭିଡିଓ, ପୋଲିଂ ଟିମକୁ ନିଲମ୍ବିତ କଲେ କମିଶନ ।

କନକ ବ୍ୟୁରୋ: ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଥିବା ଇଭିଏମ୍କୁ ନେଇ ରାଜନୀତି ତେଜିଛି । ଏହି ଘଟଣାରେ ଜଣେ ପ୍ରେଜାଇଡିଂ ଅଫିସର ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି । କରିମଗଂଜ ଜିଲ୍ଲାର…

ଦିଲ୍ଲୀରେ ବଡୁଛି କରୋନା ସଂକ୍ରମଣ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ରାଜଧାନୀରେ ଚାଲିଛି ସଂକ୍ରମଣ ଚତୁର୍ଥ…

କନକ ବ୍ୟୁରୋ: ବର୍ତ୍ତମାନ ଲକଡାଉନ ବାବଦରେ ଦିଲ୍ଲୀ ସରକାର କୌଣସି ବିଚାର କରିନାହାନ୍ତି । ଏକଥା ସ୍ପଷ୍ଟ କରିଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ ସହରରେ କରୋନା ଭାଇରସର ସଂକ୍ରମଣ ବଢିଚାଲିଥିଲେ ବି ଲକଡାଉନର କୌଣସି ସମ୍ଭାବନା ନାହିଁ। ଯଦି ଏପରି…

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣପଦକ ଚୟନଙ୍କୁ ନେଇ ପାତରଅନ୍ତର ଅଭିଯୋଗ । ଟ୍ୱିଟ୍ କରି…

କନକ ବ୍ୟୁରୋ: ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ମାଳମାଳ ଅଭିଯୋଗ  । ଷ୍ଟ୍ରାଟିଟିକ୍ସ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ପରେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କରଙ୍କ ଟୁଇଟ,…

ସଂକ୍ରମଣକୁ ଦେଖି ବିଏମସିର ନୂଆ ମାର୍ଗଦର୍ଶିକା । ଏଣିକି ବିବାହରେ କେବଳ ୧୦୦, ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକଙ୍କୁ…

କନକ ବ୍ୟୁରୋ: ଭୁବନେଶ୍ୱରରୁ ବଢୁଥିବା ସଂକ୍ରମଣକୁ ଦେଖି ନୂଆ ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି…

ଲଟେରୀ ଉଠିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ପ୍ରାୟ ୧୩ଶହ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୨୦ ହଜାର ଆଗ୍ରହୀ ।

କନକ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ଲାଗି ରାଜ୍ୟ ଅବକାରୀ ବିଭାଗ ସବୁ ମଦ ଦୋକାନ ପାଇଁ ଲାଇସେନସ ଦେବାକୁ ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛିି । ଆଉ ଏହି ଲଟେରୀ ଲାଗିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ତେବେ ମଦଦୋକାନ ଖୋଲିବା ପାଇଁ ଖୋଲିବା ପାଇଁ ଲୋକଙ୍କ ଭିତରେ କେତେ ଆଗ୍ରହ ଅଛି ତାହା…

ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ରାଲି ବେଳେ ବିଜେଡି କର୍ମୀ ଆକ୍ରମଣ…

କନକ ବ୍ୟୁରୋ: ପିପିଲି ଥାନା ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଆଉ ଏହା ହିଁ ବୟାନ କରୁଛି, ଉପ-ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା କିଭଳି ତ୍ରୀବ୍ର ହୋଇଛି । ଆଜି ପିପିିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲି ଉପରେ…