Monthly Archives

March 2021

ତାଳଚେରରେ ଟିଟିପିଏସର ନୂଆ ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତି । ଏନଟିପିସି ଅଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ…

କନକ ବ୍ୟୁରୋ : ତାଳଚେରରେ ପ୍ରତିଷ୍ଠା ହେବ ଟିଟିପିଏସର ନୂଆ ୟୁନିଟ୍ । ଏନେଇ ନୀତିଗତ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ନୂଆ ୟୁନିଟ୍ ବାବଦରେ ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଖୁବଶୀଘ୍ର…

ବିଜୁଳି ଦର ବୃଦ୍ଧି ତାତି : ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି । କହିଲେ, OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ…

କନକ ବ୍ୟୁରୋ : ବିଜୁଳି ଦରବୃଦ୍ଧି ପ୍ରସଙ୍ଗ ନେଇ ଗୃହରେ ଶକ୍ତିମନ୍ତ୍ରୀଙ୍କ ବିବୃତି। ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ OERC ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ଗୃହରେ ବିବୃତି ରଖିଛନ୍ତି  ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଆଉ OERC ପକ୍ଷରୁ ଯଦି ଦରବୃଦ୍ଧିର…

ଡ୍ରଗ୍ସ ମାମଲା : ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇଲା କୋର୍ଟ

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ୍ ହୋଇଥିବା ବଲିଉଡ ଅଭିନେତା ଏଜାଜ୍ ଖାନଙ୍କୁ କୋର୍ଟ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛି । ଏନସିବି ପକ୍ଷରୁ କୋର୍ଟକୁ କୁହାଯାଇଥିଲା କି ଏଜାଜ ଖାନଙ୍କ ହ୍ୱାଟସଆପ୍ ଚାଟରୁ ଏଭଳି ୨୨ ଟି ନୋଟ୍ ମିଳିଛି ଯାହା ପ୍ରମାଣ କରୁଛି କି…

ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି, ଲୋଗୋ ରହିଲେ ଅସୁବିଧା କେଉଁଠି? ବିଜୁ ପକ୍କା ଘର ଲୋଗୋକୁ ନେଇ କେନ୍ଦ୍ରକୁ…

କନକ ବ୍ୟୁରୋ : ବିଜୁ ପକ୍କାଘର ଲୋଗୋ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ…

ସୋନିଆ ଗାନ୍ଧୀ ସମେତ ବିପକ୍ଷ ଦଳର ନେତାଙ୍କୁ ଚିଠି ଲେଖିଲେ ମମତା । କହିଲେ ଲୋକତନ୍ତ୍ର ଉପରେ ବିଜେପିର ଆକ୍ରମଣ ବିରୋଧରେ…

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମମତା ଲେଖିଛନ୍ତି କି ବିଜେପି ଯେଭଳି ଭାବେ ଲୋକତନ୍ତ୍ର ଉପରେ ଆକ୍ରମଣ…

ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ । ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ…

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ବିଜୁ ପକ୍କା ଘର ଲୋଗୋ ପ୍ରସଙ୍ଗ । ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋ ବ୍ୟବହାରକୁ ବିରୋଧ କରି ଆଜି ଗୃହରେ ହଙ୍ଗାମା କରିଛନ୍ତି । ବିଜୁ ପକ୍କା ଘର ଲୋଗୋ ବ୍ୟବହାର କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ବାଢିଛନ୍ତି…