Daily Archives

March 22, 2021

କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ । ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା ।

କନକ ବ୍ୟୁରୋ: ଗତ କିଛିମାସ ହେଲା ନିୟନ୍ତ୍ରଣକୁ ଆସିଥିବା କରୋନା ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି । ଯାହାର ଚିତ୍ର ଗତ ଗୋଟିଏ ସପ୍ତାହରେ ଦେଖିବାକୁ ମିଳିଛି । ବିଶେଷ କରି ମାର୍ଚ୍ଚ ତୃତୀୟ ସପ୍ତାହକୁ କରୋନା ସଂକ୍ରମଣ ଦୃଷ୍ଟିରୁ ସଂକଟର ସମୟ ବୋଲି କୁହାଯାଉଛି । କାରଣ ଗତ ଗୋଟିଏ…

ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ଚାଲିଛି ଗବେଷଣା । ହେଲେ ଓଡ଼ିଶା ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା…

କନକ ବ୍ୟୁରୋ: ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ବଡ଼ ବଡ଼ ଗବେଷଣା ଚାଲିଛି । କିନ୍ତୁ ଓଡ଼ିଶାର ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ବିଷୟ କିନ୍ତୁ ଏକ ବିକଳ୍ପ ପାଲଟି ଯାଇଛି । ନିକଟରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି, ହାଇସ୍କୁଲର ଛାତ୍ରଛାତ୍ରୀ ଯଦି…

ବର୍ଷେ ପରେ ପୁଣି ଫେରିଛି ମହାମାରୀ ଭୟ । ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ପୁଣି ହେବ କି ଲକଡାଉନ?

କନକ ବ୍ୟୁରୋ: ଆଜିକୁ ଠିକ ବର୍ଷେ ତଳର ଏହି ଘଟଣାକୁ ନେଇ ସମସ୍ତଙ୍କ ଛାତିରେ ଛନକା ପଶିଥିଲା । ସେଦିନ ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କିନ୍ତୁ ବିଶ୍ୱ ମହାମାରୀର ଆଶଙ୍କା ମାଡି ଆସୁଥିଲା । ବର୍ଷେ ପରେ ପୁଣି ଥରେ ଫେରିଛି ସେହି ଭୟ । ସବୁଠୁ ଚିନ୍ତାଜନକ କଥା ହେଉଛି,…

ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ…

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା । ୬ ଦିନ ଧରି ଧାନକିଣାକୁ ନେଇ ବିଧାନସଭା ଅଚଳ ହେବା ପରେ ଏବେ ଟାର୍ଗେଟରେ ଆଇନମନ୍ତ୍ରୀ ପ୍ରତାପ ଜେନା । ପ୍ରସଙ୍ଗ ହେଉଛି ମାହାଙ୍ଗା ଡବଲ ମର୍ଡର । ବିରୋଧୀ ଦଳ ନେତା ଅଭିଯୋଗ କରୁଛନ୍ତି, ଆଇନମନ୍ତ୍ରୀଙ୍କ ନାଁ ୧୩ତମ ମୁଦାଲା ଭାବେ ରହିଛି । ତେଣୁ ତାଙ୍କୁ…

ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ବସ ଚାଲିଯିବାରୁ କାରକୁ ଲିଫ୍ଟ ମାଗିଥିଲେ ମହିଳା । ହେଲେ ସେବେଠାରୁ ଗାଏବ ।

କନକ ବ୍ୟୁରୋ: ଖୋର୍ଦ୍ଧାର ବେଗୁନିଆ ଥାନା ଛକରେ ମା’ ଓ ଝିଅ ବସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବସ ଫେଲ ହେବାରୁ ତରବରିଆ ଭାବେ ପଛରେ ଆସୁଥିବା ଏକ କାରକୁ ଲିଫ୍ଟ ମାଗିଥିଲେ । କାରବାଲା ଲିଫ୍ଟ ବି ଦେଲେ । ମା ରହିଗଲେ, ଝିଅ କାରରେ ଚାଲିଗଲେ । ଗତ ୧୯ ତାରିଖରେ ଶୁଭଲକ୍ଷ୍ମୀ ବାପଘର…

ପୁଣି ଫେରିବ କି ଲକଡାଉନ୍ ? ଆଶଙ୍କା ବଢୁଥିବା ବେଳେ ବିଶିଷ୍ଟ ଡାକ୍ତର ଦେବୀ ସେଟ୍ଟୀଙ୍କ ବଡ଼ ବୟାନ । କହିଲେ, ଦେଶରେ…

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟ ଭିତରକୁ ଠେଲି ଦେଇଛି । ଦେଶର ବିଭିନ୍ନ ରାଜ୍ୟ ସରକାର କେତେକ ପ୍ରମୁଖ ସହରରେ ପୁଣି ଥରେ ତାଲାବନ୍ଦ ଲାଗୁ କରିଛନ୍ତି । ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ସେଠାରେ ସବୁକିଛି ବନ୍ଦ ରହିଛି । ସେହିପରି ଆଉ କେତେକ ସ୍ଥାନରେ…