Daily Archives

March 22, 2021

ଚିନ୍ତା ବଢାଇଲା ଟ୍ୱିନ୍ ସିଟିର କରୋନା ରିପୋର୍ଟ । ସେପଟେ ଗଞ୍ଜାମରେ କଡାକଡି ହେଲା ନିୟମ । ମଙ୍ଗଳବାର କୋଭିଡ୍ ସ୍ଥିତି…

କନକ ବ୍ୟୁରୋ: କରୋନା ସଂକ୍ରମଣ ସଂଖ୍ୟା କମିଯିବା ପରେ ଭୂତାଣୁକୁ ନେଇ ଲୋକ ଖାମଖିଆଲି ମନୋଭାବ ରଖୁଥିଲେ, କିଛି ଦିନ ତଳେ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା । ଏବେ କିନ୍ତୁ ପୁଣି କଡ଼ ଲେଉଟାଇଛି କରୋନା । ପ୍ରାୟ ଦୁଇ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଦେଢ଼ଶହ ପାଖକୁ ଛୁଇଁଛି ଆଉ ସଂକ୍ରମଣର…

କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ଲାଗୁ ହେଲା କଟକଣା ।

କନକ ବ୍ୟୁରୋ: କାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ନିଆଗଲା ପଦକ୍ଷେପ । ବଡ ଯାତ୍ରାରେ…

ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରୁଛି ଶହେ ବର୍ଷ । ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା ।

କନକ ବ୍ୟୁରୋ: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ…

ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ବାଇକ ରାଲି ମନା । ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ ।

କନକ ବ୍ୟୁରୋ : ମତଦାନର ୭୨ ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିସନ। ପୂର୍ବରୁ କେବଳ ମତଦାନ ଦିନ ବାଇକ୍‌ ରାଲି ବାରଣ ଥିଲା। ତେବେ, ଏସଂକ୍ରାନ୍ତରେ ଆଗତ ରିପୋର୍ଟ, ମତାମତ ଓ ପ୍ରସ୍ତାବଗୁଡିକ ଉପରେ ବିଚାର କରିବା…

କୁଆଡେ ଗଲେ ଚନ୍ଦକା-ଡମପଡା ଅଭୟାରଣ୍ୟର ମୟୂର । ଜଙ୍ଗଲରେ ନିଆଁ ଲାଗିବା ପରେ ଦେଖିବାକୁ ମିଳୁନି ଜାତୀୟ ପକ୍ଷୀଙ୍କ ଗହଳି…

କନକ ବ୍ୟୁରୋ: ବିପଦରେ କି ଜାତୀୟ ପକ୍ଷୀ । ଆମେ କହୁଛୁ ଚନ୍ଦକା ଡମପଡା ଅଭୟାରଣ୍ୟ କଥା । ଗତ କିଛିଦିନ ତଳେ ଚନ୍ଦକା ପାହାଡର କିଛି ଅଚଂଳରେ ନିଆଁ ଲାଗିଥିଲା । ସେଠାରେ ନିଆଁ ଲାଗିବା ପରଠାରୁ ମୟୂରଙ୍କ ସଂଖ୍ୟା ହ୍ରାସ ପାଇଥିବା ଅନୁମାନ କରାଯାଉଛି । ଅଭୟାରଣ୍ୟ ଭିତରେ ଆଉ ସେତେ ସଂଖ୍ୟକ ମୟୂର…

ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ…

କନକ ବ୍ୟୁରୋ: ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ୨ ଜଣିଆ ଡାକ୍ତର ଟିମ୍ ସହ ଜଗାକୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଏଥିସହ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ତେବେ ଜଗାର…