Daily Archives

March 19, 2021

ସମ୍ବଲପୁରରେ ଶୁଖିଲା ମହାନଦୀରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଲା ଶୁଖି ଯାଇଥିବା ଘାସ । 

କନକ ବ୍ୟୁରୋ: ମହାନଦୀ ପଠାରେ ଲାଗିଗଲା ନିଆଁ । ସମ୍ବଲପୁର ଜିଲ୍ଲାର ଲକ୍ଷ୍ମୀ ଡୁଙ୍ଗରୀ ପାହାଡ ପାଖ ମହାନଦୀ ପଠାର ଶୁଖିଲା ଘାସରେ ନିଆଁ ଲାଗିଯାଇଥିଲା । ଆଜି ସନ୍ଧ୍ୟାରେ ହୁତ ହୁତ ହୋଇ ମହାନଦୀ ପଠା ଜଳୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇ ବନକର୍ମଚାରୀ ପହଂଚି ନିଆଁକୁ ଆୟତ…

ଆମେରିକା, ଚୀନ୍ ଭିତରେ ବଢୁଛି ତିକ୍ତତା । ୱାସିଂଟନ ବୈଠକରେ ଦୁଇ ଦେଶ ମଧ୍ୟରେ ମତାନ୍ତର ।

କନକ ବ୍ୟୁରୋ: ଆମେରିକାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଚୀନ୍ ଓ ଆମେରିକା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ତେବେ ଏହି ବୈଠକରୁ କୌଣସି ସକରାତ୍ମକ ଆଲୋଚନା ହୋଇନାହିଁ । ବରଂ ଟ୍ରମ୍ପ ଶାସନ ଅପେକ୍ଷା ଏବେ ବାଇଡେନ ରାଷ୍ଟ୍ରପତି ହେବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା…

ଅଗ୍ନିକାଣ୍ଡରେ ସାର୍ଟିଫିକେଟ ପୋଡ଼ିବା ଘଟଣା; ଅଧୁରା ରହିବନି ଅଜିତେଶଙ୍କ ବିଦେଶ ଯାତ୍ରା । ସବୁ ସ୍ତରରୁ ମିଳିଲା…

କନକ ବ୍ୟୁରୋ: ତାଇୱାନ ବିଶ୍ୱବିଦ୍ୟାଳୟରେ କ୍ୟାନସର ଉପରେ ଅଧିକ ଗବେଷଣା କରିବି, ଗାଁ ମାଟି ଓ ଜିଲ୍ଲାର ନାଁ ରଖିବି। ଏପରି କିଛି ସ୍ୱପ୍ନ ନେଇ ତାଇୱାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଂଝାରପୁର ତାଉନ୍ତରା ଗାଁ ଧଳସାହିର ଏମ୍‌ଟେକ୍‌ ଛାତ୍ର ଅଜିତେଶ ଧଳ । ଦିନ କେଇଟା ପରେ ‌ସେ ତାଇୱାନ…

ଆରମ୍ଭ ହେଲା ଟମାଟୋର ଅଭାବୀ ବିକ୍ରି । କୁଚିଣ୍ଡାରେ କିଲୋ ୫ଟଙ୍କା, ସୁନ୍ଦରଗଡ଼ରେ ୧ ଟଙ୍କାରେ ମିଳୁଛି କିଲେ ଟମାଟୋ

କନକ ବ୍ୟୁରୋ: ଦିନେ ପରିବା ବଜାରରେ ଉଚ୍ଚା ଦର ଯୋଗୁଁ ଟମାଟୋରେ ହାତ ମାରିବାକୁ ଚିନ୍ତା କରିବାକୁ ପଡୁଥିଲା । ଆଜି ସେହି ଟମାଟୋ ଅଭାବୀ ବିକ୍ରିର ଶିକାର । ଟମାଟୋ କିଲୋକୁ ୨ ଟଙ୍କାରେ ବିକ୍ରି କରିବାକୁ ଚାଷୀ ଚାହୁଁଥିଲେ ବି କିଣିବାକୁ କେହି ନାହିଁ । ତେଣୁ ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ…

କରୋନା ସ୍ଥିତିକୁ ନେଇ ସରକାରୀ ଅଫିସ ପାଇଁ ଫେରିଲା ଗାଇଡଲାଇନ । ଜାଣନ୍ତୁ ନିର୍ଦ୍ଦେଶାବଳୀରେ କଣ କହିଲା ସାଧାରଣ…

କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ । ପୁରୁଣା ନିର୍ଦ୍ଦେଶାବଳୀକୁ ମନେପକାଇଲା ସାଧାରଣ ପ୍ରଶାସନ ବିଭାଗ । ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ନିୟମ ନମାନିଲେ ଏହାକୁ…

ଯାଆଁଳା କଙ୍କାଳ ମିଳିବା ଘଟଣାରେ କମିଶନରେଟ ପୋଲିସ ଜାରି କଲା ସ୍କେଚ । ଚିତ୍ର ମାଧ୍ୟମରେ ଖୋଜାଯିବ ମହିଳାଙ୍କ ପରିଚୟ ।

କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର ସ୍କେଚ ଜାରି କରିଛି କମିଶନରେଟ୍ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି । ଏହି ସ୍କେଚ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିବ ପୋଲିସ । ଏହା କମିଶନରେଟ୍ ପୋଲିସର ପ୍ରଥମ ସ୍କେଚ୍,…