Daily Archives

March 16, 2021

ବ୍ୟାଙ୍କ ଘରୋଇ କରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ଦ୍ୱିତୀୟ ଦିନରେ ବି ବନ୍ଦ ରହିଲା ବ୍ୟାଙ୍କ କାରବାର ଓ…

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ବନ୍ଦ ରହିଛି ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ…

ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଇସ୍ତଫାର କାରଣ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଆଜି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କାହିଁକି ଇସ୍ତଫା ଦେଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବ କୁହାଯାଉଛି । ସିହ୍ନା ମୋଦି ସରକାରଙ୍କ…

ଚୀନର ନୂଆ ଚାଲ୍ । ଭିସା ଦେବା ପାଇଁ ବେଜିଂର ନୂଆ ନିୟମ । ଚୀନକୁ ପ୍ରବେଶ କରିବା ଭିସା ପାଇବାକୁ ହେଲେ ନେବାକୁ ପଡିବ…

କନକ ବ୍ୟୁରୋ: ମହାମାରୀ କରୋନା ସମୟରେ ପୁଣି ଚାଲ୍ ଖେଳୁଛି ଚୀନ୍ । ଆମେରିକା, ଭାରତ ଓ ପାକିସ୍ତାନ ଭଳି କିଛି ଦେଶ ପାଇଁ ସୀମାରେ ଲଗାଯାଇଥିବା କଟକଣାକୁ କୋହଳ କରିଛି ବେଜିଂ । କିନ୍ତୁ ଚୀନକୁ ପ୍ରବେଶ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ବେଜିଂ ନୂଆ ନିର୍ଦ୍ଦେଶନାମା ଜାରି କରିଛି…

ଚନ୍ଦକା ଜଙ୍ଗଲରେ ଲାଗିଛି ନିଆଁ । ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଉଛି ନିଆଁର ପ୍ରକୋପ

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ନିଆଁ ଓ ଧୁଆଁରେ ରୁନ୍ଧି ହେଉଛି ପୁରା ଅଂଚଳ । ବାଙ୍କୀ ଡମପଡା ବ୍ଲକ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ କେମିତି ଜଙ୍ଗଲକୁ ଗ୍ରାସ କରି ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇମୁଣ୍ଡି ଅଂଚଳରେ ଲାଗିଥିବା…

ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ । ୧୫୬ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିରାଟ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୧୫୬ ରନ କରିବାରେ ସଫଳ ହୋଇଛି । ଏବେ ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡକୁ ଏହି…

ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, ମେ’ ୨ରେ ଫଳାଫଳ । ପ୍ରାର୍ଥୀ ଖୋଜିବା ପାଇଁ…

କନକ ବ୍ୟୁରୋ: ଯେଉଁ ତାରିଖକୁ ତିନି ପ୍ରମୁଖ ରାଜନୈତିକ ଦଳ ଅନେଇ ବସିଥିଲେ ସେହି ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏନେଇ ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ମାର୍ଚ୍ଚ ୩୧…