Daily Archives

March 16, 2021

ଓଡ଼ିଶା ବିଜେପିର ଚେହେରା କିଏ? କନକ ନ୍ୟୁଜ୍ ପ୍ରଶ୍ନର ଉତ୍ତର ରଖିଲେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ।

କନକ ବ୍ୟୁରୋ: ଓଡ଼ିଶା ବିଜେପିର ଚେହେରା କିଏ? ସବୁବେଳେ ଏହାକୁ ନେଇ ପ୍ରଶ୍ନ ହୁଏ । ଆଉ ଏହି ପ୍ରଶ୍ନର ଉତର ରଖିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । କନକ ନ୍ୟୁଜକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷତକାର ଦେଇ ପୁରନ୍ଦେଶ୍ୱରୀ କହିଛନ୍ତି-ବିଜେପି କାର୍ଯ୍ୟକର୍ତ୍ତା ଓଡ଼ିଶାର ନେତା ।…

କରୋନାର ନୂଆ ନୂଆ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର । ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ୭ ଦିନିଆ ପୃଥକ ବାସ,…

କନକ ବ୍ୟୁରୋ: କରୋନାର ନୂଆ ରୂପ ଚିନ୍ତା ବଢ଼ାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୁଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି ।…

ଶାସକ-ବିରୋଧୀ ନାରାବାଜି ଓ ହୋହଲ୍ଲା ଭିତରେ ବିଧାନସଭା ଅଚଳ । ୪ ଦିନ ହେଲା, ବିଧାୟକଙ୍କ କ୍ଷମା ଦାବିରେ ଅଡି ବସିଛି…

କନକ ବ୍ୟୁରୋ: ବିଧାନସଭା ଲାଗାତାର ଚତୁର୍ଥ ଦିନ ପାଇଁ ଅଚଳ । ଶାସକ- ବିରୋଧିଙ୍କ ମୁହାଁମୁହିଁ ସ୍ଥିତି ଯୋଗୁଁ ଲୋକଙ୍କ ପ୍ରସଙ୍ଗ ପଛକୁ ଠେଲିହୋଯାଇଇଛି । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକରୁ ଅଧାରୁ ଓହରି ଆସିଛି…

ସୁରଟ ଆଡୁ ଓଡ଼ିଶାକୁ ପୁଣି ଆସିବ କି ସଙ୍କଟ ? ସୁରଟ ସମେତ ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ, ଓଡ଼ିଶା ଫେରିବାକୁ ଅଣ୍ଟା…

କନକ ବ୍ୟୁରୋ : କରୋନାର ବିଭୀଷିକା ସେତେବେଳେ ଉଗ୍ରରୂପ ନେଇଥିଲା ଯେତେବେଳେ ପ୍ରବାସୀ ଓଡିଆମାନେ ସୁରଟରୁ ଓଡିଶା ମୁହାଁ ହୋଇଥିଲେ । ଗତବର୍ଷ କରୋନା ସଂକ୍ରମଣ ବଢିବା ସମୟରେ ପ୍ରାୟ ୪ଲକ୍ଷ ପ୍ରବାସୀ ଓଡିଆ ଫେରିଥିବା ବେଳେ ୭୦ ପ୍ରତିଶତ ସୁରଟରୁ ଗଞ୍ଜାମକୁ ଫେରିଥିଲେ । ଆଉ ଏବେ ଗୁଜରାଟରେ ଗୋଟିଏ…

ବରଗଡରେ ଠାକୁର ଜମିକୁ ବି ଛାଡିଲେନି ଦଲାଲ । ମାଆ ସମଲେଶ୍ୱରୀଙ୍କୁ ଜମିକୁ ନିଜ ନାଁରେ କରିନେଇଛନ୍ତି ମାଫିଆ । 

କନକ ବ୍ୟୁରୋ: ବରଗଡ଼ ସମଲେଶ୍ୱରୀ ମନ୍ଦିର ନାମରେ ଥିବା ଜମିକୁ କିଛି ଖଲ ବ୍ୟକ୍ତି ବିକ୍ରି ମସୁଧା ଚଳାଇ ଥିବା ଅଭିଯୋଗ ହୋଇଛି। ଏନେଇ ସମଲେଶ୍ବରୀ ମନ୍ଦିର କମିଟି ପକ୍ଷରୁ ବରଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ବରଗଡ଼ ସମଲେଶ୍ବରୀ ମନ୍ଦିରର ଜାଗା ସହରର ବିଭିନ୍ନ ସ୍ଥାନରେ…

କେନ୍ଦ୍ରର ଦ୍ୱାରସ୍ଥ ହେଲା ବିଜେପି ସଂସଦୀୟ ଦଳ । ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା…

କନକ ବ୍ୟୁରୋ : ମଣ୍ଡିରୁ ଧାନ ସଂଗ୍ରହ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ସଂସଦୀୟ ଦଳ । କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି…