Daily Archives

March 6, 2021

ବିଗିଡ଼ିଲା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟାବସ୍ଥା । ଚିକିତ୍ସା ପାଇଁ ବିମାନ ଯୋଗେ ନିଆଗଲା ମୁମ୍ବାଇ।

କନକ ବ୍ୟୁରୋ : ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ୟ୍ୟାଳୟ…

ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପାଇବେ ପିଏମ୍ କିଷାନ୍ ଯୋଜନାର ଲାଭ । ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିଶ୍ରୁତି…

କନକ ବ୍ୟୁରୋ: ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଏନେଇ ତତକ୍ଷଣାତ…

ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡିଗୁଡା ଗ୍ରାମରେ । ଏହି ଗ୍ରାମରେ ବାସ କରୁଥିବା ହରି କାଉଡି ଓ ତାଙ୍କ ପତ୍ନୀ ମୋତି…

ସିଆରପି ଛକ ହତ୍ୟାକାଣ୍ଡ ପଛରେ ପ୍ରେମ ଆଙ୍ଗଲ। ମୃତ ଟୁକୁନାଙ୍କ ସାଙ୍ଗ କହିଲେ, ତାଙ୍କ ଭଉଣୀ ସହ ଥିଲା ସୁଧୀରର ପ୍ରେମ…

କନକ ବ୍ୟୁରୋ: ସିଆରପି ଛକ ହତ୍ୟାକାଣ୍ଡ ପଛରେ ରହିଛି ପ୍ରେମ ଆଙ୍ଗଲ । ମୃତ ଟୁକୁନାଙ୍କ ସାଙ୍ଗ କହିଛନ୍ତ, ଟୁକୁନାଙ୍କ ଭଉଣୀ ସହ ସୁଧୀରର ପ୍ରେମ ସମ୍ପର୍କ ଥିଲା । ଏପରିକି ଶାରୀରିକ ସମ୍ପର୍କର ଅଶ୍ଲୀଳ ଭିଡିଓ ରଖି ଟୁକୁନା ବ୍ଲାକମେଲ କରୁଥିଲା । ଯାହାକୁ ଡିଲିଟ କରିବା ପାଇଁ ବାରମ୍ବାର ସୁଧୀର…

ଚଢାଉ ପରେ ମୁଁ ଆଉ ଶସ୍ତା ନୁହେଁ ବୋଲି କହିଥିଲେ ତାପସୀ । କଙ୍ଗନା କହିଲେ, ତୁମେ ଶସ୍ତା ଥିଲ, ଶସ୍ତା ରହିବ । 

କନକ ବ୍ୟୁରୋ : ମାର୍ଚ୍ଚ ୩ରେ ଆୟକର ବିଭାଗ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଆୟକର ବିଭାଗର ଏହି ଚଢ଼ାଉ ପରେ ଏବେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ପୂର୍ବରୁ ଏହି…

ଆଇପିଏଲକୁ ନେଇ ବଡ ଖବର । ୯ ଏପ୍ରିଲରୁ ଆରମ୍ଭ ହୋଇପାରେ ଆଇପିଏଲ, ୬ଟି ସ୍ଥାନରେ ଖେଳାଯାଇପାରେ ମ୍ୟାଚ୍ ।

କନକ ବ୍ୟୁରୋ : ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗର ୧୪ତମ ସଂସ୍କରଣ ଆସନ୍ତା ଏପ୍ରିଲ୍‌‌ ୯ ତାରିଖରୁ ଆରମ୍ଭ ହେବାଲାଗି ସ୍ଥିର ହୋଇଥିବା ସୂଚନା ମିଳିଛି। ଆଇପିଏଲ୍ ମ୍ୟାଚ୍‌‌ ଏପ୍ରିଲ୍‌ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନ‌ରେ ଅନୁଷ୍ଠିତ ହୋଇପାରେ । ସୂଚନା…