Daily Archives

March 6, 2021

ମୋଦି ଷ୍ଟାଡିୟମରେ ମହାବିଜୟ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ…

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତର ଏଣ୍ଟ୍ରି । ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜରେ ୩-୧ରେ ଆଗୁଆ ରହି ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଅକ୍ଷର-ଅଶ୍ୱିନୀଙ୍କ ଘାତକ ବୋଲିଂ ବଳରେ ଚତୁର୍ଥ ଟେଷ୍ଟରେ ଇନିଂସ ପରାଜୟବରଣ କରିଛି ଇଂଲଣ୍ଡ ।…

ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡିଲେ ସ୍ୱାମୀ, ସ୍ମୃତିକୁ ଝୁରିଝୁରି ତିଆରି କରିଦେଲେ ତାଜମହଲ ।

କନକ ବ୍ୟୁରୋ: କୁହାଯାଏ, ପ୍ରେମ ଓ ଭଲ ପାଇବାର ପ୍ରତୀକ ହେଉଛି ତାଜମହଲ । ପ୍ରେମର ସନ୍ତକ ରୂପେ ସାରା ବିଶ୍ୱରେ ତାଜମହଲ ବେଶ୍ ଖ୍ୟାତି ଅର୍ଜନ କରିଛି । ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ ଶାହାଜାହାନ । ଆଉ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ସ୍ଥାନ ପାଇଛି । ତେବେ…

ବଞ୍ଚିଗଲା ଇମ୍ରାନଙ୍କ ଇଜ୍ଜତ । ୧୭୮ ଭୋଟରେ ଆସ୍ଥା ଭୋଟ ଜିତିବା ସହ ସଂସଦରେ ବହୁମତ ପ୍ରମାଣିତ କଲେ ପାକ୍…

କନକ ବ୍ୟୁରୋ : ବଞ୍ଚିଗଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଇଜ୍ଜତ । ବିରୋଧୀଙ୍କ ଦାବି ପରେ ସଂସଦରେ ଆସ୍ଥା ଭୋଟ ଲୋଡି ବିଜୟୀ ହୋଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବହୁମତ ହାସଲ କରିଛନ୍ତି। ୧୭୮ଭୋଟରେ ସେ ଆସ୍ଥା ଭୋଟ…

ସାଲିଆ ସାହିରୁ ଆଣିଲେ, ସିଆରପି ଛକରେ ହାଣିଲେ । ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟାର ପୁରା କାହାଣୀ କହିଲେ…

କନକ ବ୍ୟୁରୋ: ହଠାତ ରାଜଧାନୀ ଭୁବନେଶ୍ୱରର ସିଆରପି ଛକରେ ଯେଉଁହଲା ପଟା ଦେଖାଦେଲା, ତାର ପୁରା କାହାଣୀ କହିଛନ୍ତି ଡିସିପି ଉମାଶଙ୍କର ମିଶ୍ର । ସାଲିଆ ସାହିର ୩ଜଣ ବ୍ୟକ୍ତି ସାଗର ପୃଷ୍ଟି, ସୁଧିର ପୃଷ୍ଟି, ଟୁକୁନା ଦାସ ଓରଫ ଜଟ ଏକ ପିକପ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକି…

ସିନ୍ଦୂର ପିନ୍ଧି ଶାଶୁଘରକୁ ଯିବା ବଦଳରେ ଶ୍ମଶାନ ଗଲା କନ୍ୟାର ଶବ । ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲା ହୃଦଘାତ,…

କନକ ବ୍ୟୁରୋ: ସ୍ୱପ୍ନ ଭାଙ୍ଗିଗଲା, ଆଶା ମରିଗଲା, ସିନ୍ଦୂର ପିନ୍ଧି ପ୍ରିୟା ମୋର ପରପାରିକୁ ଚାଲିଗଲା । ନା ସଂସାର ଆଗେଇଲା, ନା ସାଙ୍ଗରେ ରହିଲା... ନୂଆ ସମ୍ପର୍କଟେ ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ହାତଗଣ୍ଠି ପଡିବାର କେଇ ମୁହୂର୍ତ୍ତ ପରେ ହାତଛାଡି ଚାଲିଗଲା, ବେଦୀରୁ ଉଠିବା ପରେ ହିଁ…

ବିଶ୍ୱର ସବୁଠୁ ଲମ୍ବା ଜୀବିତ ବିଲେଇ । ଲମ୍ବ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ :  ‘ଗିନିଜ୍‌ ବୁକ୍‌’ ଅନୁଯାୟୀ ଏବେ ଜୀବିତ ଥିବା ବିଶ୍ୱର ସବୁଠାରୁ ଲମ୍ବା ବିଲେଇର ନାମ ଲୁଡୋ। ଲୁଡୋର ଲମ୍ବ ୩ ଫୁଟ୍‌ ୧୦.୬ ଇଂଚ୍‌। ଲୁଡୋକୁ ପାଳିଛନ୍ତି ଇଂଲଣ୍ଡ୍‌ ଅନ୍ତର୍ଗତ ୱେକଫିଲଡର କେଲସି ଗିଲ୍‌। ଲୁଡୋ, ମେନ୍‌ କୁନ୍‌ ପ୍ରଜାତିର ବିଲେଇ। ତେବେ, ଲୁଡୋ ସର୍ବକାଳୀନ…