Daily Archives

March 4, 2021

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଜାଗର ଯାତ୍ରା । କେବଳ ପୂଜକଙ୍କୁ ନେଇ ପାଳନ ହେବ ରୀତିନୀତି । ୧୧ ତାରିଖରୁ ମନ୍ଦିରରେ…

କନକ ବ୍ୟୁରୋ: ଆଠଗଡ ଧବଳେଶ୍ୱର ପୀଠରେ ଚଳିତବର୍ଷ ହୋଇପାରିବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏନେଇ ନିଷ୍ପତ୍ତି ନେଇଛି ଦେବୋତ୍ତର ବିଭାଗ । ଆଜି ଏନେଇ ଏକ ବୈଠକ ବସିଥିଲା, ବୈଠକରେ ଆଲୋଚନା ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ । ସୂଚନା ମୁତାବକ,…

ପ୍ରକୃତି ପୂଜାର ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି ଡଙ୍ଗରିଆ କନ୍ଧ ଜନଜାତି । ନିୟମଗିରିରେ କଲେ ନିୟମରାଜାଙ୍କ ପୂଜା ।

କନକ ବ୍ୟୁରୋ: ନିଆରା ମଣିଷଙ୍କ ନିଆରା ପରମ୍ପରା । ପ୍ରକୃତି ଚଳଣିରେ ବନ୍ଧା ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମାଜ । ସେ ମେରିଆ ପର୍ବ ହେଉ ବା ନିୟମ ରାଜାର ପୂଜା । ସୁବୁଠି ବାରି ହୋଇପଡେ ପ୍ରକୃତି ଉପାସକଙ୍କର ନିଆରା ପୂଜାର ଝଲକ । କଥାରେ ଅଛି, ଯେଉଁ ଜନଜାତି ଯେତେ ପୁରୁଣା…

କାରୋନଦୀର ଜଳ ଏବେ ଜହର । କଳକାରଖାନା ଯୋଗୁ ସତ୍ତା ହରାଉଛି ବଡବିଲର ଜୀବନରେଖା ।

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡବିଲର ଜୀବନ ରେଖା ଭାବେ ପରିଚିତ କାରୋନଦୀ ଏବେ ସତ୍ତା ହରାଇବାକୁ ବସିଛି । ସେବେକାର ନଦୀ ଏବେ ନଦୀ ନୁହେଁ ବଂର ଗୋଟିଏ ନାଳ ଭଳି ଦେଖାଯାଉଛି । ଦିନ ଥିଲା ଏହି ନଦୀ କୂଳ ଖାଉଥିଲା ଏବଂ ଏହାର ଜଳ କାଚକେନ୍ଦୁ ଭଳି ସ୍ୱଚ୍ଛ ଥିଲା । ହେଲେ ଏବେ ନଦୀ ଗର୍ଭ ପୋତି…

ବାଲେଶ୍ୱରରେ ବେଙ୍ଗଲ ମାଫିଆଙ୍କ ରାଜ । ସୁବର୍ଣ୍ଣରେଖା ନଦୀ ନିକଟରୁ ଲୁଟି ନେଉଛନ୍ତି ଉର୍ବର ମାଟି । ପ୍ରତିବାଦ କଲେ…

କନକ ବ୍ୟୁରୋ: ଉତ୍ତର ବାଲେଶ୍ୱରର ଲାଇଫ ଲାଇନ କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ମାଟି ଉପରେ ପଶ୍ଚିମବଙ୍ଗର ମାଫିଆଙ୍କ ଲୋଲୁପ ଦୃଷ୍ଟି । ସୁବର୍ଣ୍ଣରେଖା ନଦୀର ବାଲି ପରେ ଏବେ ଓଡିଶା ମାଟି ଉପରେ ନଜର ପକାଇଛନ୍ତି ବଙ୍ଗ ମାଫିଆ । ପ୍ରତିଦିନ ଜେସିବିରେ ଖୋଳି ଟ୍ରାକ୍ଟର ଲଗାଇ ଲୁଟି…

ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେଲେ କୋଭିଡ୍ ଟିକା । ଟିକାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଜନସାଧାରଣଙ୍କୁ…

କନକ ବ୍ୟୁରୋ: ସାରା ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରିରହିଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍…

ସୀମାନ୍ତ ଅଞ୍ଚଳରେ ଆଜି ବି ନାହିଁ ମୌଳିକ ସୁବିଧା । ଛତିଶଗଡରେ ମିଶିବାକୁ ଇଚ୍ଛା କରୁଛନ୍ତି ଓଡିଆ ଲୋକ ।

କନକ ବ୍ୟୁରୋ: ଓଡିଶାର ସୀମାନ୍ତବର୍ତ୍ତୀ  ଅଂଚଳକୁ କବଜା କରିବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟ । ବିଭିନ୍ନ ଯୋଜନା ଜରିଆରେ ପ୍ରଲୋଭନ ଦେଖାଇ ଓଡିଶା ଲୋକଙ୍କୁ ମତାଉଛନ୍ତି ଆଉ ଓଡିଶା ସରକାରଙ୍କ ଯୋଜନାର ସୁଫଳ ପାଉନଥିବା ସୀମାନ୍ତବର୍ତ୍ତୀ  ଗ୍ରାମବାସୀ ନିଜ ରାଜ୍ୟ ଛାଡି ପଡୋଶୀ ରାଜ୍ୟରେ…