Daily Archives

March 4, 2021

ପୁଣି ସୀମାରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଜମିରେ ଜୋର ଜବରଦସ୍ତ ବନୀକରଣ କରିଛି ପଡୋଶୀ ।

କନକ ବ୍ୟୁରୋ: ଓଡିଶା–ଆନ୍ଧ୍ରପ୍ରଦେଶ ଭିତରେ ବିଭିନ୍ନ ସମୟରେ ବିବାଦ ଘନେଇବାରେ ଲାଗିଛି। କେତେବେଳେ ସୀମାକୁ ନେଇ ବିବାଦ ତ ଆଉ କେତେବେଳେ ନଦୀର ପାଣିକୁ ନେଇ ବିବାଦ ଦେଖାଦେଇଛି। ପଡୋଶୀ ଆନ୍ଧ୍ରପ୍ରଦେଶର ବିସ୍ତାରବାଦୀ ନୀତି ଧିରେ ଧିରେ ଉପାନ୍ତ ଅଂଚଳର ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ…

ରାଜ୍ୟରେ ପୁଣି ବଢିଲା ବସ ଭଡା । କେଉଁ ବସ ପିଛା ବଢିଲା କେତେ ? ଜାଣନ୍ତୁ…

କନକ ବ୍ୟୁରୋ: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ଯାତ୍ରୀଙ୍କୁ ପୁଣି ପଡିଛି ମହଙ୍ଗା ମାଡ । ରାଜ୍ୟରେ ବସ ଭଡା ପୁଣି ଥରେ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦…

ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ କେନ୍ଦ୍ରର ନୂଆ ନିଷ୍ପତ୍ତି: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ସିଲିଣ୍ଡର…

କନକ ବ୍ୟୁରୋ: ଦିନକୁ ଦିନ ଗ୍ୟାସ୍ ଦର ବଢୁଥିବାବେଳେ ଉଜ୍ଜ୍ୱଳା ଯୋଜନା ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ କନେକସନ୍ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜଳା ଯୋଜନାରେ କେନ୍ଦ୍ର ସରକାର ଲୋକଙ୍କ…

୨୭୪୫ ବର୍ଗ କିଲୋମିଟର ଅଂଚଳରେ ବ୍ୟାପିଛି ଶିମିଳିପାଳ । ବିଶେଷଜ୍ଞ କହିଲେ, ହଜାରେ କି ଦୁଇ ହଜାର କର୍ମଚାରୀରେ ନିଆଁ…

କନକ ବ୍ୟୁରୋ: ଓଡିଶାର ୨୧୪ ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ । ଯାହା ଭିତରେ ରହିଛି ଶିମିଳିପାଳ । କୁହାଯାଉଛି ଯେ, ଶିମିଳିପାଳ ଜଙ୍ଗଲରେ ନିଆଁ ଭୟଙ୍କର ରୂପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କିଛି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଯେଉଁ କାରଣରୁ…

ସୁଖଦ ଜୀବନଯାପନ ସହର ତାଲିକାର ଶୀର୍ଷରେ ବେଙ୍ଗାଲୁରୁ । କ୍ଷୁଦ୍ର ସହରମାନଙ୍କ ଭିତରେ ଭୁବନେଶ୍ୱର ଦ୍ୱିତୀୟ ସର୍ବୋତ୍ତମ।

କନକ ବ୍ୟୁରୋ: ୪୯ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ବେଙ୍ଗାଲୁରୁ ସୁଖଦ ଜୀବନଯାପନ ଭାରତୀୟ ସହର ତାଲିକାର ଶୀର୍ଷରେ ରହିଛି। ବର୍ଷ ୨୦୨୦ ପାଇଁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ପୂର୍ବ ବର୍ଷ ଶୀର୍ଷରେ ଥିବା ପୁଣେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିଭଳି ଏକ ନିୟୁତରୁ କମ୍‌ ଜନସଂଖ୍ୟା ଥିବା…

ଅଧରାତିରେ ବାହାରକୁ ବାହାରୁଥିଲେ ସାବଧାନ ! ଅନ୍ଧାରୀ ଇଲାକାରେ ଛକୁଛନ୍ତି ଲୁଟେରା । ବନ୍ଧୁକ ଲଗାଇ, ନିଶା ଦେଇ…

କନକ ବ୍ୟୁରୋ: ଲୁଟ... ଲୁଟ... ଲୁଟ... ବସରୁ ଲୁଟ୍, ବାଟ ମଝିରୁ ଲୁଟ୍, ଘର ଭିତରୁ ଲୁଟ୍ । କିଏ ଚା ପିଆଇ ଲୁଟୁଛି, କିଏ ନିଶା ମିଶା ମିଠା ଖୁଆଇ ଲୁଟୁଛି ତ ପୁଣି କିଏ ବନ୍ଧୁ ମୁନରେ ଲୁଟିନେଉଛି ଲକ୍ଷ ଲକ୍ଷ ଟଙ୍କା । ରାତି ବଢିଲେ ବଢୁଛି ଲୁଟେରାଙ୍କ ଉତ୍ପାତ । ଛକ ଛକ, ଗଳି କନ୍ଦିରେ…