Daily Archives

January 28, 2021

ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର…

କନକ ବ୍ୟୁରୋ: କେତେକ ଦେଶରେ  କରୋନା ସଂକ୍ରମଣର  ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ଲାଗୁ ହୋଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ…

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଗିରଫ । ଅଭିଯୁକ୍ତ ରାକେଶକୁ ଗିରଫ ପରେ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ…

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ । ସିସିଟିଭି ଖୋଲିଛି…

‘ସ୍କିଲିଂ ଦ ଗ୍ଲୋବାଲ୍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ନୂଆ…

କନକ ବ୍ୟୁରୋ:  ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋ ସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି । ଗୁରୁବାର ୱାର୍ଲଡ୍ ଇକୋନୋମିକ୍…

ଝରାଫୁଲ ମୃତ୍ୟୁ ମାମଲାରେ ଜଣେ ଅଟକ । ସନ୍ଦିଗ୍ଧ ଯୁବକ ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି ପୋଲିସ । ରାକେଶକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଇ ପାରେ ଯାଜପୁର ପୋଲିସ । ସିସିଟିଭି ଖୋଲିବ ଝରାଫୁଲଙ୍କ…

ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି । ଆଜି ଟିକା ନେଲେ ୧୫,୮୩୧ ଜଣ ହିତାଧିକାରୀ

କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ଆଜି ରାଜ୍ୟରେ ମୋଟ ୧୫,୮୩୧ ଜଣ ଲୋକ ଟିକା ନେଇଥିବା ରାଜ୍ୟ ସରକାରଙ୍କ  ପକ୍ଷରୁ ସୂଚନା ଦିଆଯାଇଛି । ଟିକାକରଣ ପାଇଁ ଯେତିକି ଲକ୍ଷ୍ୟ ରଖାଯାଇଥିଲା ତାହାର ୮୦ ପ୍ରତିଶତ ପୂରଣ ହୋଇଛି ।…

ଗାଡ଼ି ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା । କାର ଲୁଟ୍ କରି ଫେରାର ହୋଇଗଲେ ଦମ୍ପତି ।

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦମ୍ପତି କୋରାପୁଟର ଗୁପ୍ତେଶ୍ୱର ଯିବା ପାଇଁ କାର ଭଡା କରିଗଲେ । ହେଲେ ଅଧା ବାଟରେ ଡ୍ରାଇଭରକୁ ହତ୍ୟା କରି କାର ସହ ଟଙ୍କା ଲୁଟ କରି ଫେରାର ହୋଇଗଲେ । ସେପଟେ କୋରାପୁଟ ବୋରିଗୁମା ଅଂଚଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣା ସ୍ଥଳରୁ କାର ଓ…