Daily Archives

January 19, 2021

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି । ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ, ବୁଧବାର…

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ,…

ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ଚୀନ୍ ରଣନୀତିର ମୁକାବିଲା…

କନକ ବ୍ୟୁରୋ : ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । ତୱାଙ୍ଗର ସମଡୁରୁଙ୍ଗ ଚୁ ଭ୍ୟାଲିରେ ଏହିଁ ଗାଁ ତିଆରି କରୁଛି ଚୀନ୍ । ତେବେ ଏହି ଅଂଚଳ ଚୀନ୍ ଅଧୀନରେ ଅଛି । ଏହାକୁ ନେଇ ଏବେ ବିବାଦ ତେଜିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କେନ୍ଦ୍ର ସରକାର ଚୀନ୍ ପ୍ରସଙ୍ଗରେ…

ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ…

ବିଜେପିର ଅରୁଆ ବନାମ ବିଜେଡିର ଉଷୁନା । ଉଷୁନା, ଅରୁଆ ବିବାଦ ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ…

କନକ ବ୍ୟୁରୋ : ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର ଧରିଛି । ଆଜି କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ନିଷ୍ପତି ପାଇଁ ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ । ତେଣୁ ଉଷୁନା ଚାଉଳ ନେବା ପାଇଁ ଚିଠି ଲେଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍…

କନକ ବ୍ୟୁରୋ : ଓଡିଶାରେ ସ୍ୱାଭାବିକ ଭାବେ ଚାଲିଛି କରୋନା ଟିକାକରଣ । ଆଶ୍ୱସ୍ତିକର କଥା ହେଉଛି, ଟିକା ନେଉଥିବା ବ୍ୟକ୍ତିଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନାହିଁ । ସେପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଆଜି ଦ୍ୱିତୀୟ…

୮ ବର୍ଷର କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ । କୁନି ଝିଅଙ୍କୁ ଦେଖି ଖପ୍ପା ହେଲେ କୋର୍ଟ, ବାଲିପାଟଣା ପୁଲିସକୁ କଲେ…

କନକ ବ୍ୟୁରୋ : ଜଣେ ୮ ବର୍ଷର କୁନି ଝିଅକୁ କୋର୍ଟକୁ ପଠାଇଛି ପୁଲିସ । କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ । ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ । ସେପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ପଠାଇଥିଲେ…