Daily Archives

January 18, 2021

ଉଷୁନା ଚାଉଳକୁ ନେଇ ରାଜନୀତି । କେନ୍ଦ୍ର ସରକାରକୁ ଟାର୍ଗେଟ କଲା ବିଜେଡି । କହିଲା, ୨୧ ଲକ୍ଷ ମେଟ୍ରିକ ଟନ୍ ଉଷୁନା…

କନକ ବ୍ୟୁରୋ : ରାଜ୍ୟ ଯୋଗାଣ ବିଭାଗକୁ ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଲେଖିଛି ଚିଠି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ । ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ…

ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ କବଜା କରୁଛି ଛତିଶଗଡ଼ । ସାମ୍ନାକୁ ଆସିଲା କଲମା ବ୍ୟାରେଜର ଚିତ୍ର । ଗୋଟିଏ ପଟେ…

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ ଓଡିଶାରେ ବେଶ ହୋହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବିତୋଫାନ ହେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତର୍ନ ଆସିନାହିଁ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ ।…

କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ,…

କନକ ବ୍ୟୁରୋ: ରବିବାର ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣର ଚିତ୍ର ଯେତେବେଳେ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ବିବ୍ରତ କରିଦେଇଥିଲା । କାରଣ, ଦେଶର ସର୍ବ ପୁରାତନ ଦଳର ରାଜ୍ୟ ମୁଖ୍ୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ରାଜନୈତିକ ମାହୋଲକୁ ସରଗରମ କରିଦେଇଥିଲା । କିଛି ସମୟ…

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ।

କନକ ବ୍ୟୁରୋ : ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ…

ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । କହିଲେ, ଭୟଭୀତ ହେବାର ଆବଶ୍ୟକତା ନାହିଁ । ଟିକା ନିଅନ୍ତୁ, ସୁରକ୍ଷିତ…

କନକ ବ୍ୟୁରୋ : ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର କହିଛନ୍ତି ଯେ, ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଏଇଟା ଟିକା ନେବାର ଉଚିତ ସମୟ । ଟିକା ନେବା ପରେ ଏଯାଏଁ କାହା ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।…

କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।

କନକ ବ୍ୟୁରୋ: କୋଲକାତାରେ ରାଜନୈତିକ ହିଂସା । ବିଜେପି-ଟିଏମସି ମୁହାଁମୁହିଁ, ପଥରମାଡ । ବିଜେପିର ରୋଡ ସୋ ବେଳେ ପଥରମାଡ । ରାସ୍ତା ଉପରେ ଉଭୟ ଦଳ ପକ୍ଷରୁ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ…