Daily Archives

January 17, 2021

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । କରୋନା ଟିକା ନେବା ପରେ ୫୧ ଜଣଙ୍କ ନିକଟରେ ଦେଖାଦେଇଛି ପାଶ୍ୱର୍ ପ୍ରତିକ୍ରିୟା…

କନକ ବ୍ୟୁରୋ : ଗତକାଲିଠାରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଥିଲା। ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ…

ସମସ୍ୟା ଦେଖାଇଲା ସମାଧାନର ବାଟ । ୟୁଟ୍ୟୁବରୁ ଶିଖି ବାସି ଫୁଲରୁ ଧୂପକାଠି ତିଆରି କଲେ କଲେଜ ଛାତ୍ର । ଗଞ୍ଜାମର…

କନକ ବ୍ୟୁରୋ: ସମସ୍ୟା ଭିତରେ ସମାଧାନର ବାଟ ଖୋଜି ଜଣେ ଛାତ୍ର କେମିତି ପାଇଛନ୍ତି ସଫଳତା, ଏହି କାହାଣୀକୁ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବାଦର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି କଥା ସେ କହିବା ପରେ ଚର୍ଚ୍ଚାକୁ ଆସିଛନ୍ତି ହିଂଜିଳିର ଅଖ୍ୟାତ…

ଚାଷୀଙ୍କ ପାଖରେ ଅଛି ଟୋକନ । ହେଲେ ଟାର୍ଗେଟ ପୂରଣ କହି ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ପ୍ରତିବାଦରେ…

କନକ ବ୍ୟୁରୋ : ଚାଷୀଙ୍କ ପାଖରେ ଟୋକନ୍ ଅଛି, ଧାନ କିଣା ହୋଇନି । ହେଲେ ମଣ୍ଡି ବନ୍ଦ ହୋଇଯାଇଛି । ମାଲକାନଗିରି କାଲିମେଳା ଅଂଚଳର ପ୍ରାୟ ୫୦ ପ୍ରତିଶତ ଚାଷୀ, ଟୋକନ୍ ଥିବା ସତ୍ୱେ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୩୦ ତାରିଖରୁ କାଲିମେଳା ଅଂଚଳରେ ଆରମ୍ଭ…

ବୌଦ୍ଧରୁ ଆସିଲା ଚୋରିର ନିଆରା କାହାଣୀ । ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ, ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିବା ପରେ…

କନକ ବ୍ୟୁରୋ : ଲୁଟେରା ଆସିଲେ ଲୁଚ କଲେ ହେଲେ ଛାଡିଗଲେ ମହିଳାଙ୍କ ସୁନାର ସଂଖା । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଦେଉଳି ଗାଁରେ । ଲୁଟେରାମାନେ ରାତିଅଧିଆ ଘରେ ପଶିଥିଲେ । ଦୁଇଟି ତାଲା ଭାଙ୍ଗିବା ପରେ ଶୋଇବା ଘରେ ପଶି ଘରର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ବେକରେ କାତି ରଖି…

ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ ଷ୍ଟାର ଅକ୍ଷୟ କୁମାର ଦେଲେ ଦାନ  । ରାମସେତୁର କାହାଣୀ କହି ଲୋକଙ୍କୁ…

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଧନସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯେଉଁ ଅଭିଯାନରେ ସାମିଲ ହେବା ସହ ଲୋକେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି । ଆଉ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ରାମ ମନ୍ଦିର ନିର୍ମାଣ ପାଇଁ…

୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ 

କନକ ବ୍ୟୁରୋ : ଏଣିକି ସହଜ ହୋଇଯିବ ଜଗା ଦର୍ଶନ । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ଏସଓପି ଆଧାରରେ ହେବ ଜଗନ୍ନାଥଙ୍କ ଦର୍ଶନ । ବଡ କଥା ହେଲା ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ପ୍ରତିଦିନ ୩୦ ହଜାର ଭକ୍ତ ଦର୍ଶନ କରିବା…