Daily Archives

December 30, 2020

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଯୋଗ୍ୟ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାର ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ଏବେ ହିତାଧିକାରୀଙ୍କ ଘରେ…

ଶେଷ ହେବ କି ଅଚଳାବସ୍ଥା ? ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା ଆରମ୍ଭ, କୃଷି ଆଇନକୁ ବିରୋଧ…

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଆଉ ଏହାରି ଭିତରେ ଆଜିକୁ ୩୫ ଦିନରେ ପହଞ୍ଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଞ୍ଜାବରେ ମୋବାଇଲ ଫୋନ…

ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର । ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି…

ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ନୀତି ଓ ଅପାରଗାତ ଯୋଗୁଁ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଥିବା ବେଳେ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି । ଏହି ଅଧିକାରୀମାନେ ହେଲେ କେନ୍ଦୁଝର…

ଆସିଲା ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ : ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି ଅଧିକାରୀ;…

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କ ପାଇଁ ଜାନ୍ରୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । କଟକ ଓ ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ । ସମସ୍ତ ବିଭାଗୀୟ ଓ ଅଧିନସ୍ଥ କାର୍ଯ୍ୟାଳୟ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ…

ବାହାର ଜିଲ୍ଲାକୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ : ଜବତ ହେଲା ଧାନ ବୋଝେଇ ଗାଡ଼ି; ୪୩୦ ଟି ପଲିଥିନ ବ୍ୟାଗରେ ଥିଲା…

କନକ ବ୍ୟୁରୋ : ବାହାର ଜିଲ୍ଲାରୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ । ୨ଟି ଧାନ ବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ । ଏହି ୨ଟି ଗାଡ଼ି ସୋନପୁର ଜିଲ୍ଲାରୁ ଆସିଥିଲା । ୪୩୦ ପଲିଥିନ ବ୍ୟାଗରେ ଥିବା ୨୩୯ କ୍ୱିଂଟାଲ ୨୭ କେଜି ଧାନ ଜବତ କରାଯାଇଛି । ୧୭୧ କ୍ୱିଂଟାଲ ଧାନ ନୟାଗଡ଼ରୁ ଆସିଥିବା ବେଳେ…