କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । 

132

କନକ ବ୍ୟୁରୋ : କରୋନା ଲକ୍ଡାଉନ ସମୟରେ କୋଟି କୋଟି ଟଙ୍କାର କ୍ଷତି ସହିଛି ହୋଟେଲ ଉଦ୍ୟେଗ । ମେଁ ଫେୟାର ଗ୍ରୁଫ ୧୦୦ କୋଟିର କ୍ଷତି ସହିଥିବା ବେଳେ ଓଡିଶାରେ ପ୍ରାୟ ୧୬ଶହ ପଞ୍ଜିକୃତ ହୋଟେଲ ଅଢେଈ ହଜାର କୋଟିର କ୍ଷତି ସହିଛନ୍ତି । ବର୍ତମାନ ମାତ୍ର ୩୫ ପ୍ରତିଶତ ବୁକିଂ ହୋଟେଲ ମାନଙ୍କରେ ହେଉଛି ।

୬୦ ପ୍ରତିଶତ କମ୍ ରେଟ୍ରେ ଚାଲିଛି ହୋଟେଲ ବ୍ୟବସାୟ । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ବିଜ୍ଞାପନ ଭଲ କରୁଛି, କିନ୍ତୁ ଭୁବନେଶ୍ୱର, ପୁରୀ, କୋର୍ଣାର୍କକୁ ଛାଡିକି ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି । ୨୦୨୧ରେ ହୋଟେଲ ବ୍ୟବସାୟରେ କ୍ଷତିଭରଣା କରିବା ମୂଳ ଲକ୍ଷ୍ୟ ରହିଛି । ୨୦୨୦ ଅନେକ କ୍ଷେତ୍ରରେ ବହୁତ କିଛି ଶିକ୍ଷା ଦେଇଛି । ରାଜନୀତି କ୍ଷେତ୍ରରେ କଣ ନିସ୍ପତି ନେବି ଆଗକୁ ଜଣାଇବି ।