Daily Archives

December 11, 2020

ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା…

କନକ ବ୍ୟୁରୋ : ଓଡିଶାର ସବୁଠାରୁ ବଡ ଭିଜିଲାନ୍ସ ରେଡ୍ ବୋଲି କୁହାଯାଉଥିବା ପାଠକ ପରିବାର ଦୁର୍ନୀତି ଘଟଣାରେ ଆଜି ଦୁଇଟି ଘଟଣା ଘଟିଛି । ଗୋଟିଏ ପଟେ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର ପରେ ନିଜ କଷ୍ଟଡିକୁ ନେଇଛି କ୍ରାଇମବ୍ରାଂଚ । ଆଉ ଗୋଟିଏ ପଟେ ପାଠକ…

ବର୍ଷା-ଅନୁଭବ ବିବାଦ ଭିତରେ ଜାଗୃତି ଶୁକ୍ଳାଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା । ଜାଗୃତିଙ୍କୁ ଜଣେ ଉତ୍ତମ ଓ ବିପଦ ବେଳର…

କନକ ବ୍ୟୁରୋ : ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ସମୟରେ ଚର୍ଚ୍ଚାକୁ ଆସିଛି ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲାଙ୍କ ଫଟୋ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ…

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ । ଜଗା ଦର୍ଶନ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ ବସିବ । ମନ୍ଦିର ଖୋଲିବା ନେଇ ଏହି ବୈଠକରେ ଆଲୋଚନା କରାଯିବ । ଆଲୋଚନା ପୂର୍ବରୁ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ ଓ ପାଣିଆ ନିଯୋଗର ସଂପାଦକମାନେ କହିଛନ୍ତି…

ମୋବାଇଲରୁ ମିଳିବ କି ପରୀ ହତ୍ୟାକାରୀର ସୁରାକ୍? ଜଣେ କଲେଜ ଛାତ୍ର ଆଡକୁ କେନ୍ଦ୍ରୀଭୂତ ହୋଇଛି ଏସଆଇଟି ତଦନ୍ତ, ପରୀ…

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ବେଳେ ଏକ ରୋଚକ ମୋଡ ସାମ୍ନାକୁ ଆସିଛି । ପରୀ ଘର ନିକଟରେ ଥିବା ଜଣେ ୧୮ ବର୍ଷିୟ ଯୁବକର ମୋବାଇଲ୍ ଫୋନରେ ଝୁଂଟି ହୋଇପଡିଥିଲା ଏସଆଇଟିର ତଦନ୍ତ । ପୂର୍ବରୁ ଏହି ଯୁବକର ମୋବାଇଲକୁ ପୁଲିସ ସିଜ୍ କରିଥିଲା । କିନ୍ତୁ ମୋବାଇଲ ଭିତରେ ଥିବା ଏକ…

୪ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଡି-ବ୍ରଦର୍ସ  । ହେଲେ ଘରେ ଚାଲିଛି କ୍ରାଇମ ସିଣ୍ଡିକେଟ୍ । ବନ୍ଧୁକ ସହ ହଜାରେରୁ…

କନକ ବ୍ୟୁରୋ : ବୋଧହୁଏ ଏତେ ପରିମାଣର ବନ୍ଧୁକ ଓ ଗୁଳି, ପୂର୍ବରୁ ରାଜ୍ୟର କୌଣସି ଗ୍ୟାଙ୍ଗଷ୍ଟରଙ୍କ ଘରୁ ଜବତ କରି ନଥିବ ପୁଲିସ । ଏପରିକି ମାଓ କ୍ୟାମ୍ପରୁ ଏତେ ଗୁଳି ଜବତ ହେବା ଘଟଣା ବି ବିରଳ । ଏହି ଭିଜୁଆଲକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଜଣେ ଗାଙ୍ଗଷ୍ଟରଙ୍କ ଘରେ ରହିଛି ଏତେ…

ଜାମିନ ପାଇଁ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ । ପୂର୍ବରୁ ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା ।

କନକ ବ୍ୟୁରୋ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଗତ ୭ ତାରିଖ ଦିନ ଭୁବନେଶ୍ୱରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଖାରଜ ହେବା ପରେ…