Daily Archives

December 4, 2020

ଭାରତର ଅର୍ଥନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ମନ୍ତବ୍ୟ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ, ଆଶା ଠାରୁ ଅଧିକ ବେଗରେ…

କନକ ବ୍ୟୁରୋ : ମୁଦ୍ରା ନୀତି ସମୀକ୍ଷା ବୈଠକରେ ଆରବିଆଇର ବଡ ନିଷ୍ପତି । ରେପୋ ରେଟ ଓ ରିଭର୍ସ ରେପୋ ରେଟ ଅପରିବର୍ତିତ ରହିବା ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ଏଥିସହ ଜିଡିପି ହ୍ରାସ ନେଇ ପୂର୍ବରୁ କରିଥିବା ଆକଳନରେ ସଂଶୋଧନ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମୂଦ୍ରାନୀତି…

ଆସନ୍ତା କାଲି ପୁଣି କୃଷକ-ସରକାର ଆଲୋଚନା । ଆଇନରେ ସଂଶୋଧନ ପାଇଁ ରାଜିଥିବା ସଙ୍କେତ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ।…

କନକ ବ୍ୟୁରୋ : ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ହେବାକୁ ଯାଉଛି । ଗୁରୁବାର ଦୀର୍ଘ ୮ ଘଂଟାର ଆଲୋଚନା ପରେ କୃଷି ମନ୍ତ୍ରୀଙ୍କ ବୟାନ ଏକ ବଡ ସଙ୍କେତ ଦେଇଛି । ନରେନ୍ଦ୍ର ସିଂ ତୋମାରଙ୍କ ବୟାନ ପରେ ସରକାର କୃଷି ଆଇନରେ ପରିବର୍ତନ ଆଣିପାରନ୍ତି ବୋଲି…

ଆନ୍ଧ୍ର-ଓଡ଼ିଶା ସୀମା ବିବାଦରେ ରହିଲା ଓଡ଼ିଶା କଥା । ମାଡ୍ରାସ ପ୍ରେସିଡେନ୍ସି ଦେଇଥିବା ପଥର ଚିହ୍ନ ଓ ୧୯୬୩ର ମାନଚିତ୍ର…

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ ବାହାରିଛି । ଓଡିଶା ଓ ମାଡ୍ରାସ ପ୍ରେସିଡେଂନସି ଦ୍ୱାରା ଅଣାଯାଇଥିବା ପଥର ଚିହ୍ନ ଓ ମାନଚିତ୍ର ଯାହା ଅନୁସାରେ ସୀମା ନିର୍ଦ୍ଧାରଣ ପାଇଁ ହୋଇଛି ଚୁକ୍ତିନାମା । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ରାଜ୍ୟ ଗଠନ ପରେ ମାଡ୍ରାସ…

ଗଞ୍ଜେଇକୁ ନେଇ ଆଭିମୁଖ୍ୟ ରଖିଲା ମିଳିତ ଜାତିସଂଘ । କହିଲା, ବିପଦଜ୍ଜନକ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ । ବିପଦଜ୍ଜନକ…

କନକ ବ୍ୟୁରୋ : ବିପଦଜ୍ଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଂଜେଇ । ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଗଂଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିଶ ପରେ ୟୁଏନ କମିସନ ଅଫ ନାରକୋଟିକ ଡ୍ରଗ୍ସ ଗଂଜେଇକୁ ବିପଦଜନକ…

ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳରେ ପ୍ୟାଚ୍ ପକାଇବାକୁ ଭୁବନେଶ୍ୱର ପହଁଚିଲେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ।…

କନକ ବ୍ୟୁରୋ : ନୟାଗଡର ପରୀ ପ୍ରସଙ୍ଗରେ କଂଗ୍ରେସ ଦଳ ଭିତରେ ମତଭେଦ ଦେଖାଦେବା ପରେ ଶେଷରେ ସମାଧାନ ପାଇଁ  ଭୁବନେଶ୍ୱରରେ ପହଁଚିଥିଲେ ପ୍ରଭାରୀ । ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନେଇଥିବା ନିଷ୍ପତିକୁ ନେଇ ପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ସୁର ରାଉତରାୟ ଓ…

କୋଭିଡ ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ । ମୋଦୀ କହିଲେ, ବିଶେଷଜ୍ଞଙ୍କ ସବୁଜ ସଂକେତ…

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ବ୍ରିଟେନରେ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତରେ କେବେ ଟିକା ଆସିବ ଓ ପ୍ରଥମେ କାହାକୁ ଟିକା ଦିଆଯିବ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉକ୍ରଣ୍ଠା ଲାଗି ରହିଛି । ଏଭଳି ସମୟରେ ପ୍ରଥମ ଦଫାରେ ଅଗ୍ରାଧିକାର ଭିତିରେ ଘରୋଇ ଓ ସରକାରୀ…