କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ। ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ

33

କନକ ବ୍ୟୁରୋ: କଟକରେ ନକଲି ଘିଅ ଫ୍ୟାକ୍ଟି ଜବତ । ବୟାଳିଶମୌଜା ଶ୍ରୀରାମରେ କାରଖାନା ଉପରେ ଚାଉଳିଆଗଂଜ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ନକଲି ଘିଅ ଜବତ କରାଯାଇଛି । ଗତକାଲି ମଧ୍ୟ ନକଲି ହଳଦୀ କାରଖାନାରେ ଚାଉଳିଆଗଂଜ ପୁଲିସ ରେଡ କରିଥିଲା ।କଟକରେ ବିଭିନ୍ନ ସ୍ଥାନରୁ ନକଲି ଖାଦ୍ୟ ସାମଗ୍ରୀର କାରଖାନା ଉପରେ ରେଡ କଲାଣି ପୁଲିସ ।

Comments are closed.