କନକ ବ୍ୟୁରୋ: ପ୍ରଥମ ଥର ପାଇଁ ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ରାଜଧାନୀରେ ଦେଖିବାକୁ ମିଳିବ ସଖି ବୁଥ । ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨ଶହ ବୁଥରେ ରହିବେ ମହିଳା । ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ଏବଂ ମହିଳା ପୁଲିସ କମଚାରୀ ମୁତୟନ ହେବେ । ତେବେ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ମହିଳା ପୁଲିସ କର୍ମଚାରୀ ମୃତୟନ ନେଇ ପୁଲିସ କମିଶନର ସ୍ପଷ୍ଟ କରିଛନ୍ତି ।
ନିର୍ବାଚନ କମିଶନଙ୍କ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨ଶହ ବୁଥରେ ରହିବେ କେବଳ ମହିଳା କର୍ମଚାରୀ ।
/kanak/media/post_attachments/wp-content/uploads/2024/05/33-21.jpg)