Daily Archives

November 14, 2020

ବାପାଙ୍କୁ ଛାଡିଦେବା ପାଇଁ ପୁଲିସ ଭ୍ୟାନରେ ମୁଣ୍ଡ ପିଟିଲା କୁନି ଝିଅ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରେ ବାପାକୁ…

କନକ ବ୍ୟୁରୋ : ବୁଲନ୍ଦସହରରେ ବାଣ ଦୋକାନ ଉପରେ ଚଢାଉ ସମୟରେ ପୁଲିସର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ବାଣ ବିକ୍ରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେବା ବେଳେ କୁନି ଝିଅ ତାବାପାକୁ ଛାଡିଦେବାକୁ ନେହୁରା ହୋଇଥିଲା । ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ…

ପ୍ରଥମ ଥର ପାଇଁ ପରୋକ୍ଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । କହିଲେ, ସେ ରାଷ୍ଟ୍ରପତି ରହିବେ ନା ନାହିଁ ସମୟ…

କନକ ବ୍ୟୁରୋ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇସାରିଛି । ଆଉ ଜନାଦେଶ ପରବର୍ତି ରାଷ୍ଟ୍ରପତି ଭାବେ ଜୋ-ବାଇଡେନଙ୍କୁ ମୁକୁଟ ପିନ୍ଧାଇସାରିଛି । ଏପଟେ ନିର୍ବାଚନ ଫଳାଫଳକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବା ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ନରମ ପଡିଛନ୍ତି ।…

ପ୍ରତିବର୍ଷ ଭଳି ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ । ପାକିସ୍ତାନ ଓ ଚୀନକୁ ଦେଲେ କଡା ଚେତାବନୀ

କନକ ବ୍ୟୁରୋ : ଦୀପାବଳି ଅବସରରେ ସୀମାରେ ସୈନିକଙ୍କ ମନୋବଳ ବଢାଇବାକୁ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିବର୍ଷ ପରି ଏଥର ମଧ୍ୟ ଯବାନଙ୍କ ଗହଣରେ ମୋଦି ପହଂଚିଥିବାବେଳେ ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି । ଜୈଶେଲମେରର ଲଙ୍ଗେୱାଲା ପୋଷ୍ଟରେ ମୋଦି କିଛିକ୍ଷଣ ବିତାଇବା ଭିତରେ…

୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହେବ ୭୬ ଲକ୍ଷ ଚାଷୀଙ୍କ ତାଲିକା । ମିଳିବ ନୂଆ ପରିଚୟପତ୍ର, ଚାଷୀ ପାଇବେ ସରକାରୀ ସୁବିଧା…

କନକ ବ୍ୟୁରୋ : କୃଷି ଓ କୃଷକର ଉନ୍ନତି ପାଇଁ ଚାଷୀଙ୍କ ଗଣନା କରିବେ ରାଜ୍ୟ ସରକାର । ପ୍ରସ୍ତୁତ ହେବ କୃଷକଙ୍କ ଡାଟାବେସ୍ । ଏବଂ ଡାଟାବେସର ଯାଂଚ ପରେ ଚାଷୀଙ୍କୁ ପରିଚୟ ପତ୍ର ଦେବାର ଯୋଜନା ରହିଛି । ସେପଟେ ସରକାରଙ୍କ ଏହି କୃଷକ ଡାଟାବେସ୍ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ…

ବାଣ ନୁହେଁ ହସ ଫୁଟାଇବା । ଗୋଡ଼ ଭାଙ୍ଗିବା ପରେ ଭୋଗୁଥିଲେ ଦୁର୍ଦ୍ଦଶା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ…

କନକ ବ୍ୟୁରୋ : ତ୍ରିଲୋଚନଙ୍କ ମୁହଁରେ ପୁଣିଥରେ ହସ ଫୁଟିଛି । ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ତାଙ୍କ ଦୁଖର କାହାଣୀ ପ୍ରସାରଣ ହେବା ପରେ ସହାୟତାର ହାତ ବଢାଇଛନ୍ତି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ଦୁଇ ଗୋଡ କାମ କରୁନଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ଭଙ୍ଗା ଅଟୋରେ ବୁଲି ବୁଲି…

ଦୀପାବଳିରେ ଗରିବ ଖୋଜୁଛି ଧନ । ଧନବୃଦ୍ଧିର ବିଶ୍ୱାସ ନେଇ ସୁନାଗହଣା ଦୋକାନ ଆଗରେ ଲାଗୁଛି ଭିଡ଼ । ସେପଟେ ଦେଶରେ ବଢ଼ୁଛି…

କନକ ବ୍ୟୁରୋ : ଦେଶର ୧୦ ପ୍ରତିଶତ ଲୋକଙ୍କ ପାଖରେ ୭୭ ଭାଗ ଧନ ଠୁଳ ହୋଇଥିବା ବେଳେ ସୁନା ଦୋକାନରେ ଲମ୍ବା ଲାଇନ୍ ଲଗାଇ ଧନ ଖୋଜୁଛନ୍ତି ଗରିବ ଓ ମଧ୍ୟବିତ ପରିବାର । ଗୋଟିଏ ପଟେ ଧନ ବଢ଼ାଇବା ପାଇଁ ଲୋକଙ୍କ ବିଶ୍ୱାସ ଓ ଅନ୍ୟପଟେ ଦେଶରେ ଅର୍ଥନୈତିକ ତାରତମ୍ୟ । ଧନୀ ଅଧିକ ଧନୀ ହେଉଛି, ଗରିବ…