Daily Archives

October 27, 2020

ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ…

କନକ ବ୍ୟୁରୋ : ପୁରୀ ବ୍ଲୁଫ୍ଲାଗ୍ ବିଚରେ ଅଘଟଣ । ସମୁଦ୍ରରେ ଗାଧେଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ଯୁବକ ଜଣକ ହେଉଛନ୍ତି ଝାଡଖଣ୍ଡର ୧୭ ବର୍ଷିୟ ତାନିସ୍କ ବିନୟ ରାୟ । ଘଟଣା ସ୍ଥାଳରେ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ଅଗ୍ନିଶମ ବିଭାଗ ପ କ୍ଷରୁ ଖୋଜା ଖୋଜି ଜାରି ରହିଛି…

ଅନୁଗୁଳରେ ବିଷାକ୍ତ ଦେଶୀ ମଦପିଇ ମୃତ୍ୟୁ ଘଟଣା । ଆଖିବୁଜିଲେ ଆଉ ଜଣେ । ଏଯାଏଁ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଛି ।

କନକ ବ୍ୟୁରୋ : ଅନୁଗୁଳ ମଦମୃତ୍ୟୁ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ଆଉ ଜଣଙ୍କର ଜୀବନ ଯାଇଛି । ପୁରୁଣାକୋଟ ଥାନା ପଥରଗଡ ଗାଁରେ ତିନି ଜଣ ଯୁବକ…

ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ଭୋଟର । କହିଲେ, ଭୋଟ ବେଳେ ଆସିଲ,…

କନକ ବ୍ୟୁରୋ : ବାଲେଶ୍ୱର ସଦର ଉପନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ଭୋଟର । କହିଲେ, ୨୦୧୯ ଭୋଟ ବେଳେ ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଥିଲେ, ଜିତିବା ପରେ ଦିଲ୍ଲୀ ଚାଲିଗଲେ । ହେଲେ ଏଥର ଆଉ କାମ କରିବ ନାହିଁ ମିଛ ପ୍ରତିଶ୍ରୁତି । ଜନତା ଭାବି…

ବିହାରରୁ ଶୁଭିଲା ସାହାଯ୍ୟର ସ୍ୱର । ସୋନୁ ସୁଦ ବଢାଇଲେ ହାତ । କହିଲେ, ଭାବିନିଅ କାମ ହେଇଗଲା

କନକ ବ୍ୟୁରୋ : ବିହାରର ଜଣେ କୁନି ଛୁଆକୁ ସାହାଯ୍ୟ କରିବେ ସୋନୁ ସୁଦ । କୁନି ଛୁଆଟିର ହାର୍ଟରେ ହୋଲ ଥିବାରୁ ଅପରେସନ କରିବା ନିହାତି ଆବଶ୍ୟକ ବୋଲି ଡକ୍ଟର କହିଥିଲେ । ହେଲେ ଅପରେସନ ପାଇଁ ବହୁତ ଟଙ୍କା ଆବଶ୍ୟକ ପଡିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ୨୫ ହଜାର ଟଙ୍କା ଆଦାୟ କରିଦେଇଥିଲେ,…

ଅପରେସନ ଦଲାଲଗିରି ପାର୍ଟ-୨ । ସାମ୍ବାଦିକ ନାଁରେ ଦଲାଲ ଆସି ମାଗୁଥିଲେ ୧ ଲକ୍ଷ ଟଙ୍କା ବଟି । ସିସିଟିଭ ଫୁଟେଜ ଆଧାରର…

କନକ ବ୍ୟୁରୋ : ରାଜଧାନୀରେ ସାମ୍ବାଦିକର ପରିଚୟ ଦେଇ ଦଲାଲ ଓ ଦୁର୍ବୃତମାନେ ଲୁଟପାଟ କରୁଛନ୍ତି । ତମାଣ୍ଡୋ ଅଂଚଳର ଲକ୍ଷ୍ମୀ ଫୁଡ ପ୍ରଡକ୍ଟର ମାଲିକ ଯତୀନ କୁମାର ସାହୁଙ୍କୁ ଧମକ ଚମକ ଦେଇ ୧ଲକ୍ଷ ଟଙ୍କା ବଟି ନେଇଛନ୍ତି ଦୁର୍ବୃତମାନେ । ଏନେଇ ଥାନାରେ ଯତୀନ ସାହୁ ଲିଖିତ ଅଭିଯୋଗ କରିବା ପରେ…

ଭାରତ ଆମେରିକାର ଟୁ ପ୍ଲସ ଟୁ ବୈଠକ । ବେକା ଚୁକ୍ତି ସ୍ୱାକ୍ଷର କଲେ ଦୁଇ ଦେଶ । ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ବନ୍ଧୁ…

କନକ ବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ଆରମ୍ଭ ହୋଇଛି । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଚାଲିଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଉପସ୍ଥିତ ଅଛନ୍ତି । ଏଠାରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ବୈଦେଶିକ…