Daily Archives

October 1, 2020

ପୋଲ ନଥିବାରୁ ତାରରେ ଝୁଲା ପୋଲ କରିଥିଲେ ଗାଁ ଲୋକେ । ବିପଦ ଥିବାରୁ ତାର କାଢ଼ି ଦେଇ ଚୁପ୍ ପ୍ରଶାସନ । ଏବେ କେମିତି…

କନକ ବ୍ୟୁରୋ: କିଛି ଦିନ ତଳେ ଖବରରେ ଚର୍ଚାର କେନ୍ଦ୍ର ପାଲଟିଥିଲା କନ୍ଧମାଳ ଜିଲ୍ଲାର ବିରିନ୍ଦାପଡା ଗାଁ ଅଂଚଳ । ଏକ ଝୁଲା ତାରରେ ଲୋକେ କାଳିପେନୁ ନଦୀ ପାର ହେବାର ଚିତ୍ର ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଥିଲା । ପ୍ରଶାସନ ପାଖରେ ବାରମ୍ବାର ପୋଲି ପାଇଁ ଦାବି କରି ନିରାଶ ହୋଇ ଲୋକେ ନିଜ…

ବିଶ୍ୱ କଲା ସୋନୁଙ୍କ ବାଃ ବାଃ । ବଡ଼ ବଡ଼ ହିରୋ ହିରୋଇନ୍ ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଥିବା ବେଳେ, ପରଦାର ଖଳନାୟକ ସୋନୁ…

କନକ ବ୍ୟୁରୋ : ସୋନୁ ସୁଦ୍ । ବଡ଼ ପରଦାରେ ଯାହାଙ୍କୁ ଆମେ ଖଳନାୟକ ଭାବେ ଦେଖିଛେ, ଆଜି ସାରା ବିଶ୍ୱର ସିଏ ହିରୋ । ସେ ଅସହାୟଙ୍କ ଅନ୍ନଦାତା ସାଜିଛନ୍ତି, ଦୁଃଖୀ, ଦରିଦ୍ର ଲୋକଟିଏ ପାଖରେ ଦେବଦୂତ ହୋଇ ପହଂଚିଛନ୍ତି ଆଉ ଲକଡାଉନ୍ ବେଳେ ବିପଦରେ ଫସିଥିବା ଶ୍ରମିକଙ୍କ ସାକ୍ଷାତ ଭଗବାନ…

ନିଆଁରେ ଜଳି ନ୍ୟାୟ ମାଗୁଛି ଆଉ ଏକ ନିର୍ଭୟା । ହାଥରସ ଦୁଷ୍କର୍ମ ପୀଡିତାର ଚିତା ଜଳିଲା, ପୋଡି ପାଉଁଶ ହେବନି ତ ନ୍ୟାୟ…

କନକ ବ୍ୟୁରୋ: ଜୁଇରେ ଜଳିଗଲା ଭାରତମାତାର ଝିଅ । ଜୀବନ ଯୁଦ୍ଧରେ ହାରିଯିବା ପରେ ନିର୍ଜନ ଇଲାକାରେ ପୋଲିସ ଜାଳିଦେଲା ହାଥରସ ନିର୍ଭୟାର ଚିତା । ତା କଅଁଳ ଦେହରେ ଯୌନ ପିଶାଚ ମୁହଁ ପକାଇ ରକ୍ତ ପିଇଯିବା ପରେ ମୁମୂର୍ଷୁ ଅବସ୍ଥାରେ ମୃତ୍ୟୁ ସହ ଲଢେଇ କରୁଥିଲା ୧୯ ବର୍ଷର ଗଣଦୁଷ୍କର୍ମ ପୀଡିତା ।…

ଚୀନ୍ ଚାପରେ ପାକିସ୍ତାନ ସୀମାରେ ଯୁଦ୍ଧ ବିରତି ଉଲଙ୍ଘନ କରୁଛି ପାକିସ୍ତାନ । ପାକ୍ ସେନା ଗୁଳିରେ ୩ ଭାରତୀୟ ଯବାନ…

କନକ ବ୍ୟୁରୋ : ପାକିସ୍ତାନ ସେନା ଗୁଳିରେ ଆଜି ୩ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହା ସହିତ ୫ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅତର୍କିତ ଆକ୍ରମଣ ପରେ ଭାରତୀୟ ସେନା ସୀମାରେ ସଜାଗ ରହିବା ସହ ପାକିସ୍ତାନ ସେନା ଉପରେ ଗୁଳି ବର୍ଷା କରିଛି । ସେନାର ଜଣେ ବରିଷ୍ଠ…

ବିଧାନସଭାରେ ବିଜୁଳି ବିଲ୍ ବୃଦ୍ଧି ଓ ଏନସିଆରବି ରିପୋର୍ଟ ତାତି । ବର୍ଷିଲେ ବିରୋଧୀ, ଶକ୍ତିମନ୍ତ୍ରୀଙ୍କ ବିବୃତି, ୭…

କନକ ବ୍ୟୁରୋ: ବିଜୁଳି ବିଲ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜି ଗୃହରେ ବିଜୁଳି ସମ୍ପର୍କି ମୁଲତବୀ ନୋଟିସର ଆଲୋଚନା ହୋଇଥିଲା । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି କହିଥିଲେ,  ସବୁଦିଗକୁ  ଅନୁଧ୍ୟାନ କରି  ଦର ନିୟନ୍ତ୍ରଣ  କରିଥାଏ ଓଇଆରସି ।  ୭ ବର୍ଷ…

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସରେ ପହଂଚିବା ପୂର୍ବରୁ…

କନକ ବ୍ୟୁରୋ: ଉତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ମାମଲାରେ ପିଡ଼ିତା ଯୁବତୀଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଜଳୁଛି ବିଦ୍ରୋହର ନିଆଁ । ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିବା ସହ ପିଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ପୀଡ଼ିତାଙ୍କ…