Daily Archives

September 27, 2020

ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା । ଯୋଡାମ୍ବରେ ପହଂଚିଲା ବିଶେଷଜ୍ଞ ଦଳ : ପ୍ରଥମ ଥର ଲାଗି ପଂହଚିଲା କନକ…

କନକ ବ୍ୟୁରୋ : ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ଆଗକୁ ବଢୁଛି ରାସ୍ତାଘାଟ । ସୁଧୁରୁଛି ସ୍ୱାସ୍ଥ୍ୟସେବା । ପୁଷ୍ଟିହିନତାକୁ ନେଇ ଚର୍ଚ୍ଚାରେ ଥିବା ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ ସ୍ୱାସ୍ଥ୍ୟ…

ମନ କି ବାତରେ କାହାଣୀକୁ ଗୁରୁତ୍ୱ ଦେଲେ ମୋଦି । କହିଲେ, କାହାଣୀର ଇତିହାସ ମାନବ ସଭ୍ୟତା ଭଳି ପୁରୁଣା । କରୋନା କାଳରେ…

କନକ ବ୍ୟୁରେ : ପ୍ରଧାନମନ୍ତ୍ରୀ ଆଜି ‘ମନ୍ ବି ବାତ୍’ ର ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି କି କିଛି କାହାଣୀ ଅଛି ଆମେ ତାକୁ ଅଧିକ ପ୍ରଚାର କରିବାର ଆବଶ୍ୟକତା ରହିଛି । ଲୋକମାନଙ୍କୁ କାହାଣୀ ମାଧ୍ୟମରେ ସାଧାରଣ ଜୀବନକୁ ସଠିକ୍ ଢଙ୍ଗରେ ପରିବର୍ତ୍ତନ କରିବା ସବୁଠାରୁ ବଡ ଶ୍ରେୟ…

ମନ କି ବାତ୍ : ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ,ଦେଶ ସେତେ ଆତ୍ମନିର୍ଭର ହେବ

କନକ ବ୍ୟୁରୋ : ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ୱ ରହିଛି ଏବଂ କୃଷକଙ୍କ ଦ୍ୱାରା…

କରୋନା କାଳରେ ଚାଲିଛି ମନ୍ତ୍ରୀ-ବିଧାୟକଙ୍କ କରୋନା ଟେଷ୍ଟ । ୬ କାଂଉଟରରେ ହେଉଛି ନମୁନା ପରୀକ୍ଷା । କାଲି ବିଧାନସଭା…

କନକ ବ୍ୟୁରୋ : ବିଧାନସଭା ପରିସରରେ ଚାଲିଥିବା କରୋନା ନମୂନା ପରୀକ୍ଷାର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪୦୦ ଜଣଙ୍କ ନମୂନା ସଂଗ୍ରହର ଟାର୍ଗେଟ୍ ଥିଲେ ମଧ୍ୟ ୭୫୭ ଜଣଙ୍କ ନମୂନା ସଂଗ୍ରହ ହୋଇଛି । ବିଧାନସଭା ପରିସରରେ ୬ଟି କାଉଁଟରରେ ନମୂନା ପରୀକ୍ଷା ବ୍ୟବସ୍ଥା ହୋଇଛି ।…

ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ନେତା ଦେବେନ୍ଦ୍ର ଫଡନବିସଙ୍କୁ ଶିବସେନା ମୁଖପାତ୍ର ସଂଜୟ ରାଉତ ଭେଟିବା ନେଇ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଝଡ । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା ନେଇ ଚର୍ଚା ହେଉଛି । ସାକ୍ଷାତକାର ପରେ…

ଡ୍ରଗ୍ସ ମାମଲାରେ ବଲିଉଡ ନିର୍ଦ୍ଦେଶକ କ୍ଷୀତିଶ ପ୍ରସାଦ ଗିରଫ । ଡାକ୍ତରୀ ମାଇନା ହେବା ପରେ କୋର୍ଟଚାଲାଣ : ସେପଟେ…

କନକ ବ୍ୟୁରୋ : ଏନସିବିରେ ବଲିଉଡ ନିର୍ଦ୍ଦେଶକ କ୍ଷୀତିଶ ପ୍ରସାଦ । ବଲିଉଡରେ ଡ୍ରଗ୍ସ କାରବାର ନେଇ ଖୋଳତାଡ ସମୟରେ କରୋନ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସରେ ଛାନଭିନ୍ କରି ଡ୍ରଗ୍ସ ଜବତ କରିଥିଲା ଏନସିବି ଟିମ୍ । ଏହି ସମୟରେ କ୍ଷୀତିଶ ପ୍ରସାଦଙ୍କୁ ଆଣି ଜେରା କରୁଥିଲା ଏନସିବି । ଏହା ପରେ…