Daily Archives

September 24, 2020

ଶୁଣିଲାନି ପ୍ରଶାସନ, ପୋଲ ବନାଇଲେ ଗାଁ ଲୋକେ । କନ୍ଧମାଳରୁ ଆସିଲା ପୁଣି ଏକ ଝୁଲା ପୋଲର ଚିତ୍ର । କାଳିପେନୁ ନଦୀରେ…

କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ । ଗାଁ ଲୋକେ ନିଜ ଖର୍ଚ୍ଚରେ ତିଆରି କଲେ ଝୁଲା ପୋଲ । କନ୍ଧମାଳ କେ.ନୂଆଗାଁ ବ୍ଲକର ଟପେରିକିଆ ଗାଁଲୋକ ନିଜ ଉଦ୍ୟମ ଓ ଖର୍ଚରେ ତିଆରି କରିଛନ୍ତି ତାରରେ ଝୁଲା ପୋଲ । ଚାନ୍ଦା ଆଦାୟ କରି ନିଜ ଖର୍ଚରେ ବଜାରରୁ  ତାର କିଣି  ଦେଶୀ ପଦ୍ଧତିରେ ଏହି ପୋଲ ତିଆରି…

ସଂକଟରେ କାଠ ଖୋଦେଇ ଶିଳ୍ପୀ । କରୋନା କଟକଣା ଯୋଗୁଁ ବିକ୍ରି ହୋଇ ପାରୁନି କାଠ ତିଆରି ମୂର୍ତ୍ତୀ । ବିପନ୍ନରେ କାଠ…

କନକ ବ୍ୟୁରୋ : ସଙ୍କଟରେ ଭାରତ ବିଖ୍ୟାତ କଳାହାଣ୍ଡି ଜିଲ୍ଲା ଖଇରପଦର କାଠ ଖୋଦେଇ ଶିଳ୍ପୀ । ସମଗ୍ର ଭାରତ ବର୍ଷରେ ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ମହାମାରୀ କରୋନା ଯୋଗୁଁ ଶିଳ୍ପିଙ୍କ ଜୀବନ ଜୀବିକା ସଂକଟରେ ପଡିଛି । ଏବେ ଅଭାବ ଅସୁବିଧାରେ ପଡଥିବା…

ସାବାସ ଅଙ୍ଗନବାଡି ଦିଦି । ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଈ ପାରି ହେଲେ ଦୁଇ ଅଙ୍ଗନବାଡି ଦିଦି । ପ୍ରସୂତିଙ୍କ…

କନକ ବ୍ୟୁରୋ : ଜୀବନ ଅପେକ୍ଷା ଜୀବିକା ବେଶ ଗୁରୁତ୍ୱପୂର୍ଣ୍ଣ । କର୍ମ ହିଁ ଭଗବାନ । ଲୋକଙ୍କ ସେବା କରିବା ପାଇଁ ଜୀବନକୁ ବାଜି ଲଗାଇ ଅଂଟାରେ ଲାଉ ତୁମ୍ବା ବାନ୍ଧି ଭରା ନଇ ପାରି ହେଉଛନ୍ତି ମହିଳା ଅଙ୍ଗନବାଡି କର୍ମୀ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ।…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ମୃତ୍ୟୁ । ୧୯୮୬ରେ ଭାରତ ବିରୋଧରେ ଖେଳିଥିଲେ ୨୧୦ ରନର ଶାନଦାର୍…

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ଡିନ୍ ଜୋନ୍ସଙ୍କର ୫୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ମୁମ୍ବାଇରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । କହିରଖୁ କି ଆଇପିଏଲ ସମୟରେ ଡିନ୍ ଜୋନ୍ସ ମୁମ୍ବାଇରେ ରହୁଥିଲେ । ସାଂପ୍ରତିକ ସମୟରେ ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ…

ମହାମାରୀ ବେଳେ ଲୋକଙ୍କୁ ଘାରିଛି ବଜାର ଚିନ୍ତା । ପରିବା ବଜାରରେ ଲାଗିଛି ନିଆଁ । ଖୋର୍ଦ୍ଧା ମାର୍କେଟ୍ ରେ ଆଳୁ କିଲୋକୁ…

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଲୋକଙ୍କ ଆର୍ଥିକ ବ୍ୟବସ୍ଥାକୁ ବିଗାଡି ଦେଇଛି । ଏପଟେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇ ପଡିଛି । ବଜାରରେ ଯେଉଁ ପରିବା ଉପରେ ଆଖି ପକେଇଲେ ଏକ କିଲୋର ଦାମ ୪୦ରୁ ୫୦ ଟଙ୍କା ରହିଛି । ଆଉ ଏହି ପରବା ଦରର ଆକାଶ ଛୁଆଁ ଦାମରେ ହନ୍ତସନ୍ତ ହେଉଛନ୍ତି ମଧ୍ୟବିତ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୩୪୯ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୨୦, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୪୯ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୨୦ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୨୯ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…