Daily Archives

September 23, 2020

ବିରୋଧ ସତ୍ୱେ ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଶ୍ରମିକ ଅଧ୍ୟାଦେଶ । ବିରୋଧି କହିଲେ ଏଭଳି ବିଧେୟକ କର୍ମଚାରୀ…

କନକ ବ୍ୟୁରୋ : ୩ ଟି ନୂଆ ଶ୍ରମ ବିଧେୟକକୁ ଆଜି ରାଜ୍ୟସଭାରେ ପାରିତ କରାଯାଇଛି । ଏହି ବିଧେୟକ ପାରିତ ହେବା ପରେ ଦେଶରେ ସଂଗଠିତ ଓ ଅଣ- ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ଅଧିକ କିଛି ସୁବିଧା ସୋଜଗ ଯୋଗାଇ ଦେବ । ବିଧେୟକରେ ଯେ କୌଣସି କ୍ଷେତ୍ରରେ କାମ କରୁଥିବା…

ଭୁବନେଶ୍ୱରରୁ ଆଉ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୯୨ ଜଣ 

କନକ ବ୍ୟୁରୋ : ଗତ କିଛି ସପ୍ତାହ ଧରି ଭୁବନେଶ୍ୱରରୁ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଚଳିତ ସପ୍ତାହରେ ଏହି ସ୍ଥିତିର ସୁଧାର ଆସିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୩୦୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୯୨ ଜଣ ସୁସ୍ଥ ହୋଇଛନ୍ତି । ଆଜି…

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରୁଣ ରୟଙ୍କୁ ମିଳିଲା ନୂଆ ଦାୟିତ୍ୱ,…

କନକ ବ୍ୟୁରୋ : ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରି ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ । ଲଲିତ ଦାସଙ୍କୁ ଏଡିଜି ହେଡକ୍ୱାର୍ଟର ଦାୟିତ୍ୱ । ସେହିଭଳି କେନ୍ଦ୍ରୀୟ ଡେପୁଟେସନ ଶେଷ ପରେ ଯଶୱନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳାର ଦାୟିତ୍ୱ ମିଳିଛି । ଷ୍ଟେଟ…

ବଲିଉଡ ସହ ଡ୍ରଗ୍ସ ଲିଙ୍କ ମାମଲା । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି । ସାରା ଅଲ୍ଲୀ ଖାନ, ଶ୍ରଦ୍ଧା…

କନକ ବ୍ୟୁରୋ : ବଲିଉଡ ସହ ଡ୍ରଗ୍ସ ଲିଙ୍କ ମାମଲା । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କଲା ଏନସିବି । ଦୀପିକାଙ୍କ ସହ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂ ଓ ସିମୋନ ଖମ୍ବାଟାଙ୍କୁ ମଧ୍ୟ ସମନ ହୋଇଛି । ଆସନ୍ତା ୩ ଦିନ ଭିତରେ ଡ୍ରଗ୍ସ ଲିଙ୍କ ନେଇ ପଚରା ଉଚରା କରିବ…

ନଈ ପାର ହେବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । କନ୍ଧମାଳ ଜିଲ୍ଲା ବିରିନ୍ଦାପଡା ଗାଁର ଅଭାବନୀୟ ଦୃଶ୍ୟ । ବିଜୁଳି…

କନକ ବ୍ୟୁରୋ : ନଦୀର ଦୁଇ ପଟ କୂଳର ଗଛରେ ବନ୍ଧା ହୋଇଛି ଇଲେକ୍ଟ୍ରି ତାର । ଆଉ ସେହି ତାରରେ ବାଉଁଶ ରାଣୀ ଖେଳ ପରି ପାରି ହେଉଛନ୍ତି ଆବାଳ ବୃଦ୍ଧ ବନିତା । ଏଦୃଶ୍ୟ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ ଗୁଞ୍ଜିବାଡି ପଂଚାୟତର ବିରିନ୍ଦାପଡା ଗାଁରୁ । ପ୍ରତି ଦିନ ଗାଁରୁ ବାହାରକୁ ଗଲେ…

ଶ୍ରୀମନ୍ଦିରର ୩ଟି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆରମ୍ଭ । ଦ୍ୱାର ଗୁଡିକର ସ୍ଥିତି ଅନୁଧ୍ୟାନ କଲେ ମୁମ୍ବାଇର…

କନକ ବ୍ୟୁରୋ : ଶ୍ରୀମନ୍ଦିରର ୩ ଦ୍ୱାରର ମରାମତି ସହ ରୂପା ଛାଉଣି କରାଯିବ । ଶ୍ରୀମନ୍ଦିରର ତିନି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ଦ୍ୱାରଗୁଡିକର ଅନୁଧ୍ୟାନ କରିବା ପାଇଁ ମୁମ୍ବାଇରୁ ଏକ ୫ ଜଣିଆ ଟିମ ପୁରୀ ଆସିଛନ୍ତି । ମୁମ୍ବାଇରୁ ଆସିଥିବା ୫ ଜଣିଆ ବିଶେଷଜ୍ଞ…