Daily Archives

September 23, 2020

ଓଡିଆଙ୍କ ଅସ୍ମିତା ପ୍ରତି ଅସମ୍ମାନ : ଓଡିଆ ଟାଇଟେଲ ପାଇଁ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟିଲା ଫିଲ୍ମ…

କନକ ବ୍ୟୁରୋ : ଓଡିଆ ଫିଲ୍ମକୁ ଅପମାନ ଅଭିଯୋଗ । ସୋସିଆଲ ମିଡିଆରେ ସମାଲୋଚନା । ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି, ଓଡିଆ ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’ । ରିଲିଜର ଦୁଇଦିନ ପରେ ଏହାକୁ ହଟାଇ ଦିଆଯାଇଥିବାରୁ ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ତୀବ୍ର ବିରୋଧ…

ମୃତ ବ୍ୟକ୍ତିଙ୍କର ଆଉ ହେବ ନାହିଁ କୋଭିଡ ଟେଷ୍ଟ । ଡାକ୍ତରଖାନା ଗୁଡିକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର : ବିଜେପି…

କନକ ବ୍ୟୁରୋ : ଏଣିକି ମୃତ ବ୍ୟକ୍ତିଙ୍କର ହେବ ନାହିଁ କରୋନା ପରୀକ୍ଷା । ଏନେଇ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲଗୁଡିକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରୁଥିବାରୁ ଅଯଥାରେ ଶବ ହସ୍ତାନ୍ତର ବିଳମ୍ୱ ହେଉଥିଲା । ଏହାଛଡା କରୋନା ପଜିଟିଭ ଚିହ୍ନଟ ହେଲେ…

କୃଷିବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା ପରେ ରାଷ୍ଟପତିଙ୍କୁ ଭେଟିବେ ବିରୋଧୀଦଳ ନେତା : କୃଷିବିଲକୁ ଅନୁମୋଦିତ ନକରିବାକୁ…

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀଦଳର ନେତା । ଉଭୟ ସଦନରେ କୃଷି ବିଧେୟକ ପାରିତ ହୋଇଛି । ଲୋକସଭାରେ ସଂଖ୍ୟାମତରେ ଏହି ବିଲ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆବଶ୍ୟକୀୟ ସାଂସଦ ନଥାଇ ଧ୍ୱନୀ ମତରେ ଏହି ବିଲକୁ ପାରିତ କରାଯାଇଥିଲା । ଏହାକୁ ବିରୋଧ କରି ରାଜ୍ୟସଭାରେ ବିରୋଧୀ…

ରାସ୍ତାରେ ଚାଲିଲେ ମଦ ମାଫିଆ । ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ବାରମ୍ବାର ମନା କଲା ପରେ ବି କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ : ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା । ଏମିତି ଏକ ଚିତ୍ର ଭଦ୍ରକ ଜିଲ୍ଲା ତିହିଡି ଥାନା କୋହ୍ଲକମାରିଆ ଗାଁରୁ ଆସିଛି । ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ବାରମ୍ବାର ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏଥିରେ ଅସନ୍ତୁଷ୍ଟ…

ଧୋନୀଙ୍କ ଉପରେ ବର୍ଷିଲେ ଟିମ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀର : କହିଲେ ୨୧୭ରନକୁ ଚେଜ କଲାବେଳେ କାହିଁକି ସେଭେନଥ…

କନକ ବ୍ୟୁରୋ : ରାଜସ୍ଥାନ ରୟାଲସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ୧୬ ରନରେ ମ୍ୟାଚ୍ ହାରିବା ପରେ ଧୋନୀଙ୍କ ଉପରେ ବର୍ଷିଛନ୍ତି ଗୌତମ ଗମ୍ଭୀର । ସୁପରକିଙ୍ଗସର ପରାଜୟ ପରେ , ଏବେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନଚିହ୍ନ । ୨୧୭ ରନର ବଡ ସ୍କୋରକୁ ପିଛା…

ସ୍କୁଲ ଭିତରେ ବୁଲୁଛି ଭାଲୁ । ଭୟଭୀତ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ହାଇସ୍କୁଲ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ଲୋକେ ଭୟଭୀତ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବହ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ ଟିଏ ଗତକାଲି ରାତିରୁ ପଶିବା ପରେ ଅଟକି ରହିଛି । ପୂର୍ବରୁ ରାତିରେ ଭାଲୁ ଏହିପରି ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ…