Daily Archives

September 20, 2020

ରାଜ୍ୟରେ କାହିଁକି ବଢୁଛି କରୋନା ସଂକ୍ରମଣ? ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ ପରୀକ୍ଷା…

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ଏଥିପାଇଁ କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ଓ ଅମାନିଆ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ, ସଂକ୍ରମିତ…

ସିନେ ତାରକା ଅରିନ୍ଦମ ବାଲେଶ୍ୱର ସଦର ଆସନରୁ ପ୍ରାର୍ଥୀ ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା : ଅରିନ୍ଦମ କହିଲେ ତାଙ୍କ…

କନକ ବ୍ୟୁରୋ : ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ସିନେ ତାରକା ଅରିନ୍ଦମ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଏନେଇ ଆଜି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଅରିନ୍ଦମ । ଅରିନ୍ଦମ କହିଛନ୍ତି ସେ ପ୍ରାର୍ଥୀ ହେବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।…

ରାଜ୍ୟସଭାରେ ପାସ ହେଲା କୃଷି ବିଲ : ଦୁଇଟି ବିଲ ଧ୍ୱନିମତରେ ପାସ୍ ହୋଇଛି ; ଗୃହରେ ହଙ୍ଗାମା କଲେ ବିରୋଧୀ ସାଂସଦ

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ କୃଷି ବିଲ ୨୦୨୦ ପାରିତ ହୋଇଛି । କୃଷି ସଂପର୍କିତ ଦୁଇଟି ବିଲ ଧ୍ୱନିମତରେ ପାରିତ ହୋଇଯାଇଛି । ଏହି ସମୟରେ ବିରୋଧୀ ଦଳର ସାଂସଦମାନେ ଏକଛତ୍ରବାଦ ବନ୍ଦ କର ବୋଲି କହି ଗୃହରେ ନାରାବାଜି କରିଥିଲେ । ବିରୋଧୀ ସାଂସଦଙ୍କ ହଙ୍ଗାମା ଯୋଗୁଁ…

ରାଜ୍ୟ ସରକାର ମାନେ ଜିଏସଟି ନେଇ ଯେଉଁ କ୍ଷତି ସହୂୁଛନ୍ତି ତାର ଭରଣା କିଭଳି କରାଯିବ ତାହା ଜିଏସଟି ପରିଷଦ ନିଷ୍ପତ୍ତି…

କନକ ବ୍ୟୁରୋ : ରାଜ୍ୟମାନେ ଜିଏସଟିକୁ ନେଇ ସହୁଥିବା କ୍ଷତି ଉପରେ ମତ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ । ମୌସୁମୀ ଅଧବେସନରେ ଏନେଇ ମତ ରଖି ସେ କହିଛନ୍ତି କି ଏହି ସମସ୍ୟାର ସମାଧାନ କରିବ ଜିଏସଟି କାଉଁସିଲ । କେଉଁଠୁ ଋଣ ଆଣି ଏହାର ଭରଣା କରାଯିବ ତାହା ସ୍ଥିର କରିବ…

ସାରା ବିଶ୍ୱରେ କାୟା ବିସ୍ତାର କରୁଛି କରୋନା । ୩ କୋଟି ୯ ଲକ୍ଷ ଲୋକ ହେଲେଣି ସଂକ୍ରମିତ : ସର୍ବାଧିକ ସଂକ୍ରମିତ…

କନକ ବ୍ୟୁରୋ : ବିଶ୍ୱର ପ୍ରାୟ ୨୧୩ ଟି ଦେଶରେ ବ୍ୟାପିଥିବା କରୋନା ଭୂତାଣୁ ଯୋଗୁଁ ପ୍ରତିଦିନ ୨ରୁ ୩ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବର୍ତମାନ ବିଶ୍ୱରେ ୩ କୋଟି ୯ଲକ୍ଷ ୯୨ ହଜାର ୮୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି…

ମୃତ୍ୟୁ ପରେ ବି ମିଳୁଛି ଭତା ?୨୦୧୯ ମସହାରୁ ମୃତ୍ୟୁ ହେଲାଣି କିନ୍ତୁ ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ତାଙ୍କ ନାଁରେ ଉଠିଛି…

କନକ ବ୍ୟୁରୋ : ଭୂତ ଖାଉଛି ଭତା ଟଙ୍କା । ମଲା ଲୋକଙ୍କୁ ମିଳୁଛି ପେନସନ୍ ରାଶି । ଏକଥା ଆମେ କହୁନୁ । ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ପିପିଲି ଅଂଚଳରୁ । ସରକାରୀ ଯୋଜନାର ହରିଲୁଟର ଏହି ଘଟଣାର ଗୁମର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଧରା ପଡିଛି । ପୁରୀ ଜିଲ୍ଲା ପିପିଲି…