Daily Archives

September 20, 2020

ବିଏସଏଫକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ନିଶା ସାମଗ୍ରୀ କଲା ଜବତ

କନକ ବ୍ୟୁରୋ : ଭାରତ ପାକ୍ ସୀମାରେ ବିଏସଏଫକୁ ମିଳିଛି ବଡ ସଫଳତା । ଜାମ୍ମୁକାଶ୍ମୀରର ଆରଏସ ପୁରା ଅଂଚଳରେ ବିଏସଏଫ୍ ଯବାନ ଚୋରା ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ଉଦ୍ୟମକୁ ଭଣ୍ଡୁର କରିଛି । ପାଟ୍ରୋଲିଂ ସମୟରେ ଆରଏସପୁରା ଅଂଚଳରୁ ଭାରତୀୟ ବିଏସଏଫ୍ ଯବାନ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ…

ରାଜ୍ୟସଭାରେ ଉପସ୍ଥାପିତ ହେଲା କିଷାନ ବିଧେୟକ । ବିଲ ପାସ୍ କରିବାକୁ ଏନଡିଏକୁ ୧୨୩ ସାଂସଦଙ୍କ ଭୋଟ ଆବଶ୍ୟକ ଥିବା ବେଳେ…

କନକ ବ୍ୟୁରୋ: ମୋଦି ସରକାର ଲୋକସଭାରେ କୃଷି ସମ୍ବନ୍ଧିୟ ବିଧେୟକ ବା ଫାର୍ମର ବିଲ ଲୋକସଭାରେ ପାରିତ କରିବା ପରେ ଆଜି ରାଜ୍ୟସଭାରେ ଏହି ଉପସ୍ଥାପିତ ହେବ । ଏହି ବିଲକୁ ନେଇ କୃଷକ ନେତାମାନେ ଭୟଙ୍କର ବିରୋଧ କରୁଛନ୍ତି । ସେମାନେ କହିଛନ୍ତି କି ଏହି ବିଲ କୃଷକ ମାନଙ୍କର ଦୁଃଖ ଦୂର କରିବା…

କରୋନା ଗତିରେ ଲାଗୁନି ବ୍ରେକ୍ । ଦିନକରେ ୪ ହଜାର ୩୩୦ ଆକ୍ରାନ୍ତ, ୧୦ ମୃତ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା…

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ସାରା ରାଜ୍ୟରୁ ଆଜି ପୁଣି ୪ ହଜାର ୩୩୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଆଜି ଆଉ ୧୦ ଜଣଙ୍କ…

ଜବତ ହେଲା ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ : ୩ ଜଣଙ୍କୁ ଗିରଫ କଲା ବନବିଭାଗ

କନକ ବ୍ୟୁରୋ : ନୂଆପଡା ବନବିଭାଗକୁ ବଡ ସଫଳତା । ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ ଜବତ । ୩ ଜଣଙ୍କୁ ଗିରଫ କରିଛି ବନବିଭାଗ । ଆଜି ସକାଳୁ ସୂଚନା ପାଇଁ ବନବିଭାଗ ଟିମ୍ ଚଢାଉ କରି ବାଘ ଛାଲ, ମୁଣ୍ଡ, ମାଂସ ସହିତ ଧାରୁଆ ଅସ୍ତ୍ରଶସ୍ତ୍ର, ଧନୁତୀର ଜବତ କରିଛି । ଜଣେ ଖସି…

କରୋନା ଗତିରେ ଲାଗୁନି ବ୍ରେକ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୫୪ ଲକ୍ଷ : ୨୪ ଘଂଟାରେ ପାଖାପଖି ସାଢେ ୯୨…

କନକ ବ୍ୟୁରୋ : ଦେଶରେ ଆଜି ୫୪ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ବଢ଼ୁଥିବା ସଂଖ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଆକ୍ରାନ୍ତ ସହ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ୨୪ଘଣ୍ଟାରେ ୯୨,୬୦୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୬୧୨ଜଣ ସୁସ୍ଥ ହୋଇ ଘରକୁ…

ବୋହୂକୁ ମାରିଦେଲେ ଶାଶୂଘର ଲୋକ ? ଏମିତି ସାଂଘାତିକ ଅଭିଯୋଗ ଆସିଲା ପୂର୍ବତନ ହାବିଲଦାରଙ୍କ ପରିବାର ନାଁରେ

କନକ ବ୍ୟୁରୋ : ଶାଶୁ ଘରେ ମହିଳାଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗବିହାର ଅଂଚଳରେ । ମୃତ ଝିଅ ବନ୍ଦନା ଜେନାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଖବର ଅନୁସାରେ, ଭୀମଟାଙ୍ଗି ଅଂଚଳର ବନ୍ଦନା ଜେନା…