Daily Archives

September 20, 2020

ଆସନ୍ତାକାଲିଠାରୁ ଦୁଇ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । କୋର୍ଟ ପରିସରକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ଆସନ୍ତାକାଲି (ସେପ୍ଟେମ୍ବର ୨୧) ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ।…

ପୁରୀରେ ପୁଲିସବାବୁଙ୍କ ଦବଙ୍ଗଗିରି । ଜମିବାଡ଼ି ବିବାଦ ତୁଟାଇବାକୁ ଯାଇ ଘରେ ପଶି ବାଡେଇଲେ ଟାଉନଥାନା ପୁଲିସ, ଶୁଣିଲେନି…

କନକ ବ୍ୟୁରୋ : ଏହା ଏମିତି ଏକ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜମିବାଡି ବିବାଦକୁ ନେଇ ଆଜି ପୁରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏପରିକି ଘରୁ ଉଠାଇନେବାକୁ ଉଦ୍ୟମ କରିଥିଲା । ଗୋଟିଏ ପଟେ ପୋଲିସ, ଜନତାର ବନ୍ଧୁ ଏବଂ ଲୋକଙ୍କ ସେବାରେ ନିୟୋଜିତ ବୋଲି…

ଭୁବନେଶ୍ୱରରେ କମୁଛି କରୋନା, ହେଲେ କଟକରେ ବଢୁଛି ସଂକ୍ରମଣ । ଡାକ୍ତର କହିଲେ ୮ ଦିନ ହେଲା ରାଜଧାନୀରେ ଶୀର୍ଷ ଅତିକ୍ରମ…

କନକ ବ୍ୟୁରୋ : ସର୍ବାଧିକ ୪ ହଜାର ୩୩୦ ନୂଆ ଆକ୍ରାନ୍ତ ସହ ଆଜି ରାଜ୍ୟରେ ରେକର୍ଡ କରିଛି କରୋନା । ସର୍ବାଧିକ ଆକ୍ରାନ୍ତ ତାଲିକାରେ ଆଜିବି ଶୀର୍ଷରେ ରହିଛି ଖୋର୍ଦ୍ଧା । ତେବେ ଗତ କିଛି ଦିନ ହେଲା ଚିନ୍ତା ବଢାଇଛି କଟକ । ବିଶେଷଜ୍ଞ କହିଛନ୍ତି, ଗଂଜାମ ଓ ଭୁବନେଶ୍ୱର ପରେ ଏବେ କଟକ ଉପରେ ଅଧିକ…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ

କନକ ବ୍ୟୁରୋ : ଆଇପିଏଲ ୨୦୨୦ର ଆଜି ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ କିଙ୍ଗ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ତେଣୁ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ପଞ୍ଜାବ ପକ୍ଷରୁ ପ୍ରଥମେ ଦୁଇ ଓପନର…

ସଂସଦରେ କୃଷି ବିଲ ପାସ ପରେ ଚାଷୀଙ୍କୁ ବୁଝାଇଲେ ମୋଦୀ : କହିଲେ, କେବଳ କୃଷି କ୍ଷେତ୍ରରେ ଆମୁଳଚୁଳ ପରିବର୍ତ୍ତନ ହେବ…

କନକ ବ୍ୟୁରୋ : କୃଷି ବିଧେୟକ ସଂସଦରେ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି । ମୋଦୀ କହିଛନ୍ତି କି ଏହା ଭାରତର କୃଷି ଇତିହାସରେ ଏକ ବଡ ଦିନ । ଏଭଳି ଭାବେ ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ତାଙ୍କ ମନର କଥା କହିଛନ୍ତି । ସେ ତାଙ୍କର ପ୍ରଥମ…

କୃଷି ବିଲକୁ ନେଇ ଅସନ୍ତୁଷ୍ଟ ଜାହିର କଲେ ରାହୁଲ ଗାନ୍ଧୀ : କହିଲେ, କୃଷକଙ୍କୁ ସରକାର ଗୋଲାମ ବନାଉଛନ୍ତି 

କନକ ବ୍ୟୁରୋ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ  ପାରିତ  ହୋଇସାରିଛି କୃଷି ବିଲ୍  । ହେଲେ ସଡକ ଠାରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ନିଜର ଅସନ୍ତୁଷ ଜାହିର କରିଛନ୍ତି । ସେ…