Daily Archives

September 8, 2020

ଡ୍ରଗ୍ସ କାରବାର ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ । ୩ ଦିନ ଧରି ପଚରାଉଚରା ପରେ ଗିରଫ କଲା ଏନସିବି ।…

କନକ ବ୍ୟୁରୋ: ଡ୍ରଗ୍ସ କାରବାର ଲିଙ୍କରେ ଗିରଫ ହେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତିନି ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଟେଂ୍ରାଲ ବ୍ୟୁରୋ ରିୟାଙ୍କୁ ଗିରଫ କରିଛି । ଗିରଫ ପରେ ରିୟାଙ୍କ ମେଡିକାଲ ଯାଚଂ ପାଇଁ ନିଆଯାଇଛି । ରିୟାର କରୋନା ପରୀକ୍ଷା ମଧ୍ୟ କରାଯିବ ।ରିୟା ଗିରଫ…

ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଭିଡିଓ ଛାଡିଲେ ଅନୁଭବ: ବର୍ଷାଙ୍କ ନାଁ ନନେଇ…

କନକ ବ୍ୟୁରୋ: ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦ ମଧ୍ୟରେ ଟୁଇଟରରେ ଗଣେଶ ପୂଜାର ଏକ ଭିଡିଓ ଛାଡିଛନ୍ତି ଅନୁଭବ ମହାନ୍ତି । ବର୍ଷାଙ୍କ ନାଁ ନନେଇ ଅନୁଭବ ଲେଖିଛନ୍ତି, ଭିଡିଓରେ କେହି ଘରୋଇ ହିଂସାର ଶିକାର ହେଲାପରି ମନେ ହେଉଛି କି । ଭିଡିଓରେ ଅନୁଭବଙ୍କ ଘରେ ଗଣେଶ ପୂଜାର ଦୃଶ୍ୟ ରହିଛି ।…

ସ୍କୁଲ ଫିସକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି: କରୋନା ଯୋଗୁଁ ବର୍ଷକ ପାଇଁ ଆଡମିସନ, ରି-ଆଡମିସନ ଏବଂ ଟ୍ୟୁସନ ଫି ମାଫ୍;…

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ । କରୋନା ମହାମାରୀ ପାଇଁ ଆଉ ମାଗିପାରିବେନି ଫିସ୍ । ଏପରିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ମହାମାରୀ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ଆଗାମୀ ୫ଦିନ ପାଇଁ ବିଭିନ୍ନ…

କନକ ବ୍ୟୁରୋ : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ଅତିପ୍ରବଳ ଓ ଲଗାଣ ବର୍ଷାର ସମ୍ଭାବନା ନାହିଁ। ତଥାପି ଆଗାମୀ ୪୮ ମଧ୍ୟରେ ଅର୍ଥାତ୍‌ ଆଜି ଅପରାହ୍ନ ଠାରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବହୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି…

ବନ୍ଧା ହେଲେ ସୁଶାନ୍ତଙ୍କ ବାନ୍ଧବୀ । ଡ୍ରଗ୍ସ କାରବାର ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା…

କନକ ବ୍ୟୁରୋ: ବନ୍ଧା ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ କାରବାରରେ ଲିଙ୍କ୍ ଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଧିଲା ପୋଲିସ୍ । ତେବେ ଡ୍ରଗ୍ସ କାରବାର ନେଇ ଗତ ୩ ଦିନ ଧରି ରିୟାଙ୍କୁ ଜେରା କରୁଥିଲା ଏନସିବି । ରବିବାର ଓ…

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଗ୍ରାହକଙ୍କ ପର୍ସ ଚୋରୀ କରି ମହିଳା ଫେରାର : ସିସିଟିଭି ଫୁଟେଜରେ ଚୋରି କଲାବେଳର…

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମହିଳା ଚୋର ।  ମହିଳା ଜଣକ ଗ୍ରାହକଙ୍କ ପର୍ସ ଚୋରୀ କରିବା ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ରବିବାର ଦିନ ଗ୍ରାହକଙ୍କ ପର୍ସ ଚୋରି କରି ମହିଳା ଚୋର ଜଣକ ଫେରାର ହୋଇଯାଇଥିଲେ । ଗୋଟିଏ ଦିନରୁ ୧୦ରୁ ଅଧିକ ଦୋକାନରେ ମହିଳା ଜଣକ…