Daily Archives

September 8, 2020

ଏଲଏସିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତି : ରେଜାଙ୍ଗ ଲାରେ ଦୁଇ ଦେଶର ସେନା ମୁହାଁମୁହିଁ, ଭାରତୀୟ ସେନାକୁ…

କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତି । ରେଜାଙ୍ଗ ଲାରେ ଦୁଇ ଦେଶର ସେନା ମୁହାଁମୁିହିଁ ହୋଇଛନ୍ତି । ଭାରତୀୟ ସେନାକୁ ହଟାଇବାକୁ ଚୀନ ପ୍ରୟାସ କରୁଛି । ରେଜାଙ୍ଗ ଲାରେ ୪୦ରୁ ୫୦ ସୈନିକ ଥିବା ସୂଚନା ରହିଛି । ପୂର୍ବଭଳି ଗତକାଲି ରାତିରେ ମଧ୍ୟ ଅନ୍ଧାର ରାତିର…

ବର୍ଷାଙ୍କ ରୁମରେ ଭିଡିଓ ରେକଡିଂ ମାମଲା : ୨ ଯୁବକଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ସେପଟେ ଘର ଛାଡିବେନି…

କନକ ବ୍ୟୁରୋ : ବର୍ଷାଙ୍କ ରୁମରେ ଭିଡିଓ ରେକଡିଂ ମାମଲା । ଭିଡିଓ କରିଥିବା ୨ ଯୁବକଙ୍କୁ ପୁରୀ ଘାଯ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ।  ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି ଦିନ ୩ଟା ବେଳେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ…

ତୃତୀୟ ଦିନରେ ଜେରା ବେଳେ ଡ୍ରଗ୍ସ ନେଉଥିବା ସ୍ୱୀକାର କଲେ ରିୟା ଚକ୍ରବର୍ତ୍ତୀ : ନିଶା କାରବାର ହେଉଥିବା ବଲିଉଡ…

କନକ ବ୍ୟୁରୋ : ଆଜି ତୃତୀୟ ଦିନରେ ଏନସିବିରେ ହାଜର ହୋଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତି । ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ଏପରିକି ଯେଉଁ ବଲିଉଡ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି : ଓଡିଶାରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବାକୁ କଲେ…

କନକ ବ୍ୟୁରୋ : ଓଡିଶାରୁ ଶ୍ରମିକ ସ୍ପେଶାଲ ଟ୍ରେନ ପୁଣି ଥରେ ଚଲାଇବା ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣିଥରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ଚିଠି…

ପୋଲିସ ଗାଡି ଧକ୍କାରେ ଜିଆରଏସ ମୃତ : ମାଲକାନଗିରି ପାଙ୍ଗମାଠାରେ ସ୍କୁଟିରେ ଆସୁଥିବାବେଳେ ଧକ୍କା ଦେଇଥିଲା ପୋଲିସ…

କନକ ବ୍ୟୁରୋ : ପୁଲିସ ଭ୍ୟାନ ଧକ୍କାରେ ଜିଆରଏସ ମୃତ । ମାଲକାନଗିରି ପାଂଗମାଠାରେ ପୁଲିସ ଭ୍ୟାନ ଓ ଜିଆରଏସଙ୍କ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି  । ମାଥିଲି ଥାନାରୁ କିଛି ପୁଲିସ କର୍ମଚାରୀ ପୁଲିସ ଭ୍ୟାନରେ ମାଲକାନଗିରି ଅଭିମୁଖେ ବାହାରିଥିଲେ । ନାୟକଗୁଡା ଜିଆରଏସ ବାଲାରାଜୁ ସାହୁ…

ଶାଶୂ ଘର ଛାଡିବେନି ବର୍ଷା: ଅନୁଭବଙ୍କ ଘରେ ରହି ହିଁ ଲଢ଼ିବେ ମାମଲା; ଅଭିନେତ୍ରୀଙ୍କ ଓକିଲ ଦେଲେ ସୂଚନା: ସେପଟେ ଜୀବନ…

କନକ ବ୍ୟୁରୋ: ଶାଶୁ ଘର ଛାଡିବେନି ବର୍ଷା । ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ । ଏନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ଏହାର ଜବାବରେ…