Daily Archives

September 8, 2020

ବନ୍ୟା ଚାଲିଗଲା ଦୁଃଖ ଛାଡ଼ି ଗଲା: ପୁରୀ କୋଣାର୍କ ଏବଂ ଯାଜପୁର ଧର୍ମଶାଳାରୁ ଆସିଲା ପାଣି ପରର ଦୟନୀୟ ଚିତ୍ର; ପାଣିରେ…

କନକ ବ୍ୟୁରୋ: ଧନୁଆ ନୀଦରେ ବନ୍ୟା ଉଜାଡିଦେଲା ସୁନାଫସଲ । ବନ୍ୟାପାଣିରେ ପଚିସଢିଗଲା ହଜାର ହଜାର ହେକ୍ଟର ଧାନ ଓ ପନିପରିବା । ଆମେ ଆପଣଙ୍କୁ ୩ଟି ସ୍ଥାନର ଚିତ୍ର ଦେଖାଉଛୁ । କୋଣାର୍କ ଏବଂ ଧର୍ମଶାଳା ଅଂଚଳର । ଗୋପ ବ୍ଲକର ୫ଟି ପଂଚାୟତରେ କିଭଳି ସ୍ଥିତି ରହିଛି ଇଏ ହେଉଛି ତାର ଦୃଶ୍ୟ ।…

ସୀମାରେ ଶକ୍ତି ଦେଖାଇଲା ଭାରତ: ରେଜାଙ୍ଗ ଲାରେ ଭାରତ-ଚୀନ ସେନା ମୁହାଁମୁହିଁ, ଭାରତୀୟ ସେନାକୁ ହଟାଇବାକୁ ଡ୍ରାଗନ୍…

କନକ ବ୍ୟୁରୋ: ଏଲଏସିରେ ଫୁଟିଲା ଗୁଳି । ଦୀର୍ଘ ୪୫ ବର୍ଷ ଭିତରେ ଏପରି କେବେ ଦେଖିବାକୁ ମିଳିନଥିଲା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଭାରତ କବଜାରେ ଥିବା ସ୍ଥାନ ଆଡକୁ ଚୀନ୍ ସେନା ଅନୁପ୍ରବେଶ ଉଦ୍ୟମ କରିବା ପରେ ଏପରି ଗୁଳି ଫୁଟିଛି । ଏହି ଘଟଣା ପର ଠାରୁ ସମସ୍ତଙ୍କ ନଜର ରହିଛି ସୀମାର ହଲଚଲ…

କରୋନା ହେଲେ କରିବେ କ’ଣ? ରାଜଧାନୀର କୋଭିଡ୍ ହସ୍ପିଟାଲରେ ବେଡ୍ ନାହିଁ କି ଆଇସିୟୁ ନାହିଁ: ଢ଼େଙ୍କାନାଳ ୭୪ ବର୍ଷିୟ…

କନକ ବ୍ୟୁରୋ: ଯଦି ଆପଣ କରୋନା ଆକ୍ରାନ୍ତ, ତେବେ ରାଜଧାନୀର କୋଭିଡ ହସ୍ପିଟାଲରେ ଆପଣଙ୍କୁ ବେଡ କିମ୍ବା ଆଇସିୟୁ ମିଳିବ ତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଢେଙ୍କାନାଳର ଜଣେ କରୋନା ଆକ୍ରାନ୍ତ ବେଡଟିଏ ପାଇବା ପାଇଁ ୨୪ ଘଂଟା ଅପେକ୍ଷା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ…

ଲକଡାଉନ୍ ଲଜ୍ଜ୍ୟା ଘଟଣାରେ ନ୍ୟାୟ ମାଗୁଛି ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା: ଶିଶୁ ଅଧିକାର କମିଶନ ପାଖରେ ଫେରାଦ ହେଲେ…

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ରାଜଧାନୀର ଇନଫୋସିଟି ଅଂଚଳରେ ଏକ ନାବାଳିକା ଗଣଦୁଷ୍କର୍ମ ନେଇ ଅଭିଯୋଗ ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଅଂଚଳର ଜଣେ ମହିଳା, ଏକ ବୈଦ୍ୟୁତିକ ଗଣମାଧ୍ୟମର ଚାରି ଜଣ କର୍ମଚାରୀ ଓ ନିର୍ଦ୍ଦେଶିକାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶିଶୁ ଅଧିକାର…

ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଡ୍ରଗ୍ସ କାରବାର ଲିଙ୍କ୍ । ୩ ଦିନର ଛାନଭିନ୍ ଏବଂ ୧୯ ଘଂଟାର ଜେରା ପରେ ରିୟା…

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଆଜି ଆସିଛି ଏକ ନୂଆ ମୋଡ । ଡ୍ରଗ୍ସ କାରବାରକୁ ନେଇ ତିନି ଦିନ ଧରି ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାରକୋଟିକ୍ସ ବ୍ୟୁରୋ । ଡାକ୍ତରୀ ପରୀକ୍ଷା ଓ କରୋନା ପରୀକ୍ଷା ପରେ କୋର୍ଟରେ କରାଯିବ ହାଜର ।…

ବର୍ଷା-ଅନୁଭବ ବିଦାଦ ଭିତରେ ସାମ୍ନାକୁ ଆସିଲା ଗୋପନୀୟ ବାର୍ତ୍ତାର ତଥ୍ୟ: ବର୍ଷା ଲେଖିଥିଲେ, ଯଦି ପରିବାର ବଢ଼ାଇବାକୁ…

କନକ ବ୍ୟୁରୋ: ବର୍ଷା-ଅନୁଭବ ବିବାଦ ବଢୁଥିବା ବେଳେ ଆଜି ଅନୁଭବ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ଟୁଇଟ୍ କରି ଅନୁଭବ ପ୍ରଶ୍ନ କରିଛନ୍ତି, କେମିତି ବର୍ଷାଙ୍କୁ ଘରୋଇ ହିଂସା କରାଯାଉଛି । ଏହି ଭିଡିଓରେ ଶାଶୁ ଶ୍ୱଶୁରଙ୍କ ସହିତ ବର୍ଷା, ଗଣେଶ ପୂଜାରେ ବସିଛନ୍ତି । ସେପଟେ ବର୍ତମାନ…