Daily Archives

September 5, 2020

ବାହାରିଲା ଯୁକ୍ତ ୨ କଳା ରେଜଲ୍ଟ । କଳାରେ ପାସ ହାର ୬୭.୫୬ ପ୍ରତିଶତ । ଏଥର ବି ପୁଅଙ୍କୁ ପଛରେ ପକାଇଲେ ଝିଅ ।

କନକ ବ୍ୟୁରୋ: ବାହାରିଲା ପ୍ଲସ ଟୁ ରେଜଲ୍ଟ । କଳା ରେଜଲ୍ଟ ପ୍ରକାଶ ନେଇ ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ଘୋଷଣା…

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା ପ୍ରିୟଦର୍ଶୀନି । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ…

କନକ ବ୍ୟୁରୋ : ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି  । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । କହିଛନ୍ତି,…

ଲକଡାଉନ ବେଳେ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ମହିଳା ଥାନାରେ ଅଭିଯୋଗ ପରେ ଭୂବନେଶ୍ୱର ଡିସିପିଙ୍କ ସୂଚନା :…

କନକ ବ୍ୟୁରୋ : ଲକଡାଉନ ବେଳେ ରାଜଧାନୀରେ ଲଜ୍ଜା । ଭୁବନେଶ୍ୱର ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜଣେ ନାବାଳିକାଙ୍କୁ ମାର୍ଚ୍ଚ,ଏପ୍ରିଲ ମଧ୍ୟରେ ବାରମ୍ବାର ଗଣଦୁଷ୍କର୍ମ କରାଯାଇଛି । ଏହି ଜଘନ୍ୟ କାଣ୍ଡରେ ଏକ ବୈଦୁତିକ ଗଣମାଧ୍ୟମର ୨ କର୍ମଚାରୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂପୃକ୍ତି…

ପୂର୍ବ ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଗକୁ ବଢୁଛି ଭାରତୀୟ ସେନା । ବ୍ଲାକ ଟପ୍ ନିକଟରେ କୁଟନୈତିକ ଦୃଷ୍ଟିରୁ…

କନକ ବ୍ୟୁରୋ : ନଜର ପକାଇବା ବର୍ତମାନ ସମୟର ଏକ ବଡ ଖବର ଉପରେ । ଭାରତୀୟ ସେନାକୁ ଆଉଏକ ସଫଳତା । ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଆଗକୁ ବଢୁଛନ୍ତି ଭାରତୀୟ ଯବାନ । ଚୀନ ସେନାକୁ ମାତ ଦେଇ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏକାଧିକ ପୋଷ୍ଟକୁ ଗୋଟିଏ ପରେ ଗୋଟିଏ କବଜା…

ଆଉ ରହିବନି ଝିଅ ବାହାଘରର ଟେନସନ୍ : ଏଲଆଇସିର ଏହି ଶାନଦାର୍ ପଲିସିରେ ସାମିଲ୍ ହୁଅନ୍ତୁ , ବିନା ଚିନ୍ତାରେ ଆଡ଼ମ୍ବର ସହ…

କନକ ବ୍ୟୁରୋ : ଝିଅ ବାହାଘର ପାଇଁ ଚିନ୍ତା କରୁଛନ୍ତି କି ? ବାହାଘରରେ କୌଣସି ଅସୁବିଧା ଅଛିକି ? ଯଦି ହଁ ତେବେ ଜମା ବି ଚିନ୍ତା କରନ୍ତୁ ନାହିଁ । କାରଣ ଭାରତର ବୃହତ୍ତମ ବୀମା କମ୍ପାନୀ ଏଲଆଇସି ବାହାଘରରୁ ନେଇ ଏକ ବଡ ଯୋଜନା କରିଛି , ଯାହାକି ଆପଣଙ୍କ ଝିଅ ବାହାଘରରେ ଏକ ବଡ ସାହାଯ୍ୟ କରିବ…

ଭାରତ-ଚୀନ୍ ସୀମା ବିବାଦ ଭିତରେ କିଭଳି ରହିଛି ଭୌଗୋଳିକ ସ୍ଥିତି ?ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା…

କନକ ବ୍ୟୁରୋ : ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ପରିସ୍ଥିତି ଗମ୍ଭୀର ରହିଛି । କାରଣ ପୂର୍ବ ଲଦାଖର ଏଲଏସି ଅଂଚଳରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ଉଭୟ ଦେଶର ସେନା । ଉଭୟ ପକ୍ଷ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ସହିତ ଭାରୀ ଯୁଦ୍ଧାସ୍ତ୍ର ନିୟୋଜିତ କରିଛନ୍ତି ।…