Daily Archives

August 26, 2020

ଲକଡାଉନ୍ ବେଳେ ବଢିଛି ଡିଜିଟାଲ୍ ଠକେଇ । ରାଜଧାନୀରୁ ଉପାନ୍ତ ଚାରିଆଡେ ମାତିଛନ୍ତି ସାଇବର ଠକ । କେବିସି ନାଁରେ…

କନକ ବ୍ୟୁରୋ : କରୋନା କାଳରେ ବଢ଼ି ଚାଲିଛି ଅନଲାଇନ୍ ଠକେଇ । ଲକଡାଉନ୍ ଆଦି କରୋନା କଟକଣା ଯୋଗୁଁ ଅନଲାଇନ୍ କାରବାର ବଢ଼ି ଚାଲିଛି । ଆଉ ଏହାର ଫାଇଦା ଦେବାକୁ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ୍ । କେବଳ ବଡ଼ ବଡ଼ ସହର ନୁହେଁ ଉପାନ୍ତ ଓଡ଼ିଶାରେ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରି ସାଧାରଣ ଲୋକଙ୍କ…

ଓଡିଶାରେ ବର୍ଷା: ବୁଡାଉଛି, ଭସାଉଛି… ଲଗାଣ ବର୍ଷାରେ ବେହାଲ ଓଡିଶା । ପାଣି ସୁଅରେ ଭାସିଗଲା ମିନି ଟ୍ରକ,…

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ପାଣିର ସ୍ରୋତରେ କାର ଭାସିଯାଇଛି ତ ଆଉ କେଉଁଠି ଟ୍ରକ ଭାସି ଯାଇଛି । ଖାଲି ସେତିକି ନୁହେଁ କୋଠାଘର ଭୁଶୁଡି ଛାରଖାର ହୋଇଯାଇଛି । ଆରଡି ଆଖଣ୍ଡଳମଣି ମନ୍ଦିରରେ ପାଣି ପଶିଯାଇଛି । ରାସ୍ତା ଭାଙ୍ଗିବା…

ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ । କୋଭିଡ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।…

କନକ ବ୍ୟୁରୋ : ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି  ନେଇଛନ୍ତି ରାଜ୍ୟ ସରକାର । ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ପରିଚାଳନାର ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।…

ରିଜର୍ଭ ବ୍ୟାଙ୍କ ଦେଲା ବଡ ତଥ୍ୟ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ହୋଇଛି ୧.୯ ଲକ୍ଷ କୋଟିର ବ୍ୟାଙ୍କ ଠକେଇ ।

କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ବଢୁଛି ବ୍ୟାଙ୍କ ଠକେଇ । ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ସତର୍କତା ସତ୍ତ୍ୱେ ଦେଶରେ ବ୍ୟାଙ୍କ ଠକେଇ ମାମଲାଗୁଡ଼ିକ ବଢି ଚାଲିଛି । ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ…

ଓଡିଶା ପାଇଁ ଖୁସି ଖବର… ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୩୩୪୩…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୩୩୪୩ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭୩୨, ସୁନ୍ଦରଗଡରୁ ୨୬୧, ଭଦ୍ରକ ୨୪୫, ଗଞ୍ଜାମ ୨୩୮, ରାୟଗଡାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫ ଆକ୍ରାନ୍ତ ସୁସ୍ଥ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି । ଏସଆରସି କହିଲେ,…

କନକ ବ୍ୟୁରୋ: ବର୍ଷା ପାଇଁ ସଜାଗ ରହିଛନ୍ତି ସରକାର । ଲଘୁଚାପ ପାଇଁ ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ତେବେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବର୍ଷା ହୋଇଛି । କେନ୍ଦ୍ରାପଡାରେ ଜିଲ୍ଲାରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ହୋଇଛି । ତେବେ ଏଯାଏ…