Daily Archives

August 26, 2020

ଭ୍ୟାନ ଭସାଇନେଲା ବର୍ଷାପାଣି । ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା । ସାରା ରାଜ୍ୟରୁ ଆସିଲା ବର୍ଷାର ଭୟଙ୍କର ଚିତ୍ର ।

କନକ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା । ସାରା ରାଜ୍ୟରୁ ଆସୁଛି ବର୍ଷାର ଭୟଙ୍କର ଚିତ୍ର । କେଉଁ ଚାଷ ଜମି ବୁଡିଛି ତ କେଉଁଠି ରାସ୍ତା ବୁଡି ପାଣି ଚାଲୁଛି । ତ ଆଉ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ କରିଛି ବନ୍ୟା ଜଳ । ଲଘୁଚାପ ପାଇଁ ତୁହାକୁ ତୁହା ବର୍ଷାରେ ବେହାଲ ହୋଇଛି ପୂରା ଓଡିଶା ।…

ସୁଇମିଂ ପୁଲରେ ବୁଡି ଯାଉଥିଲେ ବନ୍ଧୁ, ସାହସିକତା ଦେଖାଇଲେ ୩ ବର୍ଷର ଆର୍ଥର । ଅଳ୍ପକେ ବର୍ତ୍ତିଗଲା ସାଙ୍ଗର ଜୀବନ ।…

କନକ ବ୍ୟୁରୋ :  ବ୍ରାଜିଲର ଜଣେ ତିନି ବର୍ଷର ବାଳକ ନିଜ ବନ୍ଧୁଙ୍କୁ ସୁଇମିଂ ପୁଲରେ ବୁଡ଼ିଯିବାରୁ ରକ୍ଷା କରିବା ପରେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ୟୁଜର୍ସ ଭିଡିଓଟିକୁ ବହୁଳ ମାତ୍ରାରେ ସେୟାର୍‌ କରିବା ସହ କୁନି ବାଳକର ବୀରତ୍ୱକୁ…

ଉଦିୟମାନ ଉଦୟ, ମୁହଁରେ ମହାଭାରତ… ଟିଭିରେ ହିନ୍ଦୀ ମହାଭାରତ ଦେଖି ଓଡିଆରେ ଅନୁବାଦ କଲେ ୧୨ ବର୍ଷ କୁନି ପୁଅ ।…

କନକ ବ୍ୟୁରୋ: ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ । କରୋନା କାଳରେ ଓଡିଆର ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଯାଜପୁର ବଡଚଣା ବ୍ଲକ ଖରମଙ୍ଗୀ ଗାଁର କୁନି ପୁଅ ଉଦୟ । ଖେଳିବା ବୁଲିବା ବୟସରେ ଗୁଗୁଲରୁ ହିନ୍ଦୀ ମହାଭାରତ ପଢି ନିଜସ୍ୱ ଢଙ୍ଗରେ ଅନୁବାଦ କରିଛନ୍ତି ୧୨ ବର୍ଷ ବୟସର ଉଦୟ ।…

ନିଟ୍ ଓ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଲେ…

କନକ ବ୍ୟୁରୋ : ନିଟ୍ ଓ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ତାରିଖ ସ୍ଥଗିତ କରିବାକୁ ପୂରା ଦେଶରୁ ଦାବି ହେଉଛି । କରୋନା କାଳରେ ନିଟ୍ ଓ ଜେଇଇ ପରୀକ୍ଷା ନିଷ୍ପତିକୁ ବିରୋଧ କରି କଂଗ୍ରେସ ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ୩ ଅଣ-କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଚର୍ଚ୍ଚାରେ ‘ରିସାଇକେଲ ମ୍ୟାନ୍ ଅଫ୍ ଇଣ୍ଡିଆ’ ବିନିଶ ଦେଶାଇ । ବ୍ୟବହାର ହୋଇଥିବା ଫେସ୍ ମାସ୍କ ଓ ପିପିଇ କିଟରେ ତିଆରି…

କନକ ବ୍ୟୁରୋ : ମହାମାରୀ କରୋନା ପରିସ୍ଥିତିରେ ନ‌ଷ୍ଟ ତଳେ ଯାଉଥିବା ଡାକ୍ତରୀ ବର୍ଜ୍ୟବସ୍ତୁର ପୁନର୍ବ୍ୟବହାର କରି ଚର୍ଚ୍ଚାରେ ‘ରିସାଇକେଲ୍‌ ମ୍ୟାନ୍ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ବିନିଶ ଦେଶାଇ। ସେ ପିପିଇ କିଟ୍‌ ଏବଂ ଫେସ ମାସ୍କରୁ ଇକୋ-ଫ୍ରେଣ୍ଡଲି ଇଟା ତିଆରି କରି ଏବେ ବେଶ ପ୍ରଂଶସା…

ଆଉ ଭୋକିଲା ରହିବନି ବୁଢୀମାଆ । ସ୍କୁଲରେ ଆତ୍ମସୁରକ୍ଷାର ଶିକ୍ଷା ଦେଇ ପେଟ ପୋଷିବ, ଭଲରେ ଚଳିବ । ଭୋକ ପାଇଁ ୮୫ ବର୍ଷର…

କନକ ବ୍ୟୁରୋ: ଆଉ ଭୋକିଲା ରହିବନି ବୁଢୀମାଆ । ପେଟ ଚାଖଣ୍ଡେ ପାଇଁ ରାସ୍ତାକଡେ କଳାକୌଶଳ ଦେଖାଇବନି କି ଭୋକ ପାଇଁ କାହାକୁ ହାତ ପାତିବନି । କାରଣ ୮୫ ବର୍ଷର ଏ ବୁଢୀମାଆକୁ ସାହା ହୋଇଛନ୍ତି ଦୁଃଖୀରଙ୍କୀଙ୍କ ଭଗବାନ ସୋନୁ ସୁଦ୍ । ପାକଳ ହାତରେ ବାଡିକୁ ପଙ୍ଖା ପରି ପାଏଁ ପାଏଁ ବୁଲାଉଥିବା ଦେଖି…