Daily Archives

August 16, 2020

ଶୂନରୁ ଶ୍ରେଷ୍ଠ ଧୋନି : ରାଞ୍ଚିର ଛୋଟ ସହରରୁ ଛକା, ଚୌକାର ଛତ୍ରପତି ହେବାର ଯାତ୍ରା । ଶୂନରୁ କ୍ୟାରିୟର ଆରମ୍ଭ…

କନକ ବ୍ୟୁରୋ: ଅବ ରାଜା କା ବେଟା ରାଜା ନେହିଁ ବନେଗା, ଅବ୍ ରାଜା ୱହି ବନେଗା ଜୋ ହକଦାର ହୋଗା... ସିନେମା ସୁପର ୩୦ର ଏହି ଡାଇଲଗ ଧୋନୀଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ କହିଲେ ଅତ୍ୟୁକ୍ତି ହେବନି । କାରଣ ଶୂନର କ୍ୟାରିୟର ଆରମ୍ଭ କରିଥିବା ଧୋନୀ ଯେ ବିଶ୍ୱର ବେଷ୍ଟ ମ୍ୟାଚ୍ ଫିନିସର ବନିବେ…

କରୋନା ନେଇଗଲା କ୍ରିକେଟରଙ୍କ ଜୀବନ । ୭୩ ବର୍ଷ ବୟସରେ ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନଙ୍କ ଦେହାନ୍ତ,…

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେବା ପରେ ଆଖିବୁଜିଲେ ଉତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଚେତନ ଚୌହାନ । ଅସୁସ୍ଥ ହେବା ପରେ ଚେତନଙ୍କୁ ଦିଲ୍ଲି ମେଦାନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା । କରୋନା ସହ ଚେତନ…

କଟକରେ ନିୟନ୍ତ୍ରଣରେ ଅଛି କରୋନା । ଜିଲ୍ଲାପାଳଙ୍କ ସୂଚନା, ବର୍ତ୍ତମାନ ପଜିଟିଭଙ୍କଠୁ ଅଧିକ ରହିଛି ସୁସ୍ଥ ହାର ।

କନକ ବ୍ୟୁରୋ: କଟକରେ ନିୟନ୍ତ୍ରଣରେ ଅଛି କରୋନା । ରାଜ୍ୟ ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ କରୋନାକୁ ସଫଳତାର ସହିତ ମୁକାବିଲା କରୁଛି । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର…

ଭୁବନେଶ୍ୱର ପାଇଁ ଭଲ ଖବର । ସଂକ୍ରମିତଠୁ ସୁସ୍ଥ ଅଧିକ । ଏକାଥରେ ସୁସ୍ଥ ହେଲେ ୧୮୪, ସେପଟେ ୧୭୦ ପଜିଟିଭ୍ ଚିହ୍ନଟ,…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୭୦ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଲଗାଣ ବର୍ଷା ଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି । ୨ଜଣଙ୍କ ମୃତ୍ୟୁ, ମାଲକାନଗିରିରେ ସର୍ବାଧିକ ୧୦୦…

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨.୭ ମିଲିମିଟର ବର୍ଷା ହୋଇଛି । ଏସଆରସି ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ମାଲକାନଗିରିରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଦରେ ୯୭ ମିଲିମିଟର, ବରଗଡରେ ୯୫ ମିଲିମିଟର, ସମ୍ବଲପୁରରେ ୮୫ମିଲିମିଟର,…

ଅଭାବ ପାଇଁ ଅସମ୍ଭବ ଥିଲା ଆଇଏଏସ ସ୍ୱପ୍ନ । ବହି ନଥିବାରୁ ପ୍ରସ୍ତୁତି ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଲେ ଛାତ୍ର ।…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୋନୁ ସୁଦ । ଅଭାବୀ ଛାତ୍ରର ଆଇଏଏସ ସ୍ୱପ୍ନ ପୂରଣ କରିବାକୁ ଆଗେଇ ଆସିଲେ ସୋନୁ । ବିଭିନ୍ନ ସମୟରେ ଲୋକଙ୍କ ସମସ୍ୟାର ସମାଧାନ କରି ହୃଦୟ ଜିଣୁଥିବା ସୋନୁ ଏବେ ଆଉ ଏକ ମନଜିଣା କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୟୁପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ…