Daily Archives

August 8, 2020

ଅନ୍ତିମ ମୁୁହୂର୍ତ୍ତ ଯାଏଁ ସୁରକ୍ଷିତ ଅବତରଣ ପାଇଁ ଉଦ୍ୟମ କରିଥିଲେ ପାଇଲଟ୍: ହେଲେ, ମେଘୁଆ ପାଗ ଭିତରେ ଅବତରଣରେ ବାଧକ…

କନକ ବ୍ୟୁରୋ: ଶୁକ୍ରବାର ସଂଧ୍ୟାରେ କେରଳର କାରିପୁର ବିମାନ ବନ୍ଦରରେ କ୍ରାସ ଲାଣ୍ଡି କରିଥିଲା ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ । କିନ୍ତୁ ଏହାର ପଛର କାରଣ ଖୋଜା ଚାଲିଛି ଥିବା ବେଳେ ଶେଷ ମୁହୂର୍ତର କାହାଣୀ ବଖାଣିଛନ୍ତି ଉଦ୍ଧାର ପାଇଥିବା ଯାତ୍ରୀ । ଗନ୍ତବ୍ୟସ୍ଥଳ ଆସିଯାଇଥିବାରୁ…

ଗଂଜାମର କରୋନା ମୁକାବିଲା ନେଇ ଗୋଲାପୀ ଚିତ୍ର ଆଙ୍କିଲେ ଜିଲ୍ଲାପାଳ: କହିଲେ ଜିଲ୍ଲାରେ ସୁସ୍ଥ ହୋଇଛନ୍ତି ୭୮% ରୋଗୀ;…

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ । ଦୁଇ ଦିନ ତଳେ ସ୍ଥିତି ସମୀକ୍ଷା କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ତେବେ ଆଜି କରୋନା…

ଦେଶରେ ଧର୍ମାନୁଷ୍ଠାନ ଖୋଲା, ଓଡ଼ିଶାରେ ବନ୍ଦ: ମନ୍ଦିର ଖୋଲିବାକୁ ଦାବି ଉଠାଇଲେ ବିଜୟ ମହାପାତ୍ର; ମନ୍ଦିର ଖୋଲିଲେ…

କନକ ବ୍ୟୁରୋ: ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଛି, ହେଲେ ଓଡ଼ିଶାରେ ବନ୍ଦ ରହିଛି ଧର୍ମାନୁଷ୍ଠାନ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ଲାଇନରେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଆଲୋଚନା ହେଉଥିବା ବେଳେ ଆବଶ୍ୟକ କଟକଣା ଭିତରେ ମନ୍ଦିର ଖୋଲିବାକୁ ଯୁକ୍ତି ବାଢ଼ିଛନ୍ତି ବିରେଜପିର…

କରୋନା ଯାଉନି, ସନ୍ଦେହ ସରୁନି… ସଂକ୍ରମଣ ଭଳି ସମାଜରେ ମାଡି ଚାଲିଛି ସନ୍ଦେହ । ନିରବ ପ୍ରାର୍ଥନା କଲେ କି ବନ୍ଦେ…

କନକ ବ୍ୟୁରୋ: ଯେତେବେଳେ କରୋନା ଯୁଦ୍ଧ ଲଢିବାକୁ କୁରୁକ୍ଷେତ୍ରକୁ ଯୋଦ୍ଧା ଓହ୍ଲାଇ ଆସିଥିଲେ ଆଉ ରାତିଦିନ ଏକ କରି ମହାମାରୀର ମୁକାବିଲା କରୁଥିଲେ । ଠିକ୍ ସେତିକି ବେଳେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ବାସ୍ ତାପରେ ସାହସୀ…

ମାନବପ୍ରେମୀଙ୍କ ମୃତ୍ୟୁକୁ ପୂରିଲା ମାସେ, ତଥାପି ହଟୁନି ମୃତ୍ୟୁ ମିଷ୍ଟ୍ରିରୁ ପରଦା । କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ…

କନକ ବ୍ୟୁରୋ: ହଟୁନି ପରଦା, ବଢୁଛି ସସପେନ୍ସ । ଦିନକୁ ଦିନ ରହସ୍ୟମୟ ହେଉଛି ମାନବପ୍ରେମୀଙ୍କ ମୃତ୍ୟୁ ମାମଲା । ହତ୍ୟା ନା ଆତ୍ମହତ୍ୟା ? ଆଦିତ୍ୟଙ୍କ ମୃତ୍ୟ କେମିତି ହେଲା ? ଏଇ ପ୍ରଶ୍ନ ଉପରୁ ପରଦା ହଟାଇବା ମୁସକିଲ ହୋଇପଡିଥିବା ବେଳେ ଆଦିତ୍ୟଙ୍କ ନ୍ୟାୟ ପାଇଁ ଜୋର ଧରୁଛି ଅଭିଯାନ । ସାରା…

ବରଗଡ଼ ସାଂସଦଙ୍କୁ କରୋନା: କୋଭିଡ-୧୯ ଭୁତାଣୁରେ ସଂକ୍ରମଣ ହେଲେ ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ…

କନକ ବ୍ୟୁରୋ: ବରଗଡ ସାଂସଦଙ୍କ କରୋନା । ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସେ ଟୁଇଟ କରି ଜଣାଇଛନ୍ତି । ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି । ଆଜି ମୋର ରିପୋର୍ଟ ପଜିଟିଭ୍…