Daily Archives

August 8, 2020

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୯୦ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୩୮, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୯୦ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୩୮ଟି କୋଭିଡ୍ ମାମଲା ରହିଥିବାବେଳେ ୫୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ଖୋର୍ଦ୍ଧା ପାଇଁ ଖୁସି ଖବର । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ ନାହିଁ କୌଣସି କରୋନା କେସ୍, ଭୂତାଣୁକୁ ନେଇ ଭୟ…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ନେଇ ପୂରା ସୂଚନା ଦେଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ କୌଣସି ସଂକ୍ରମଣ ଦେଖାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ୍ ୧୩୫୮ଟି ଗାଁରୁ ମାତ୍ର ୨୭୬ ଗାଁ ସଂକ୍ରମିତ ହୋଇଛି । ତେଣୁ ଭୟଭୀତ…

ବୟସ ଛୋଟ ବୁଦ୍ଧି ପ୍ରଖର: ଶହଶହ ଜଣାଅଜଣା ପ୍ରଶ୍ନର ଉତର ରଖୁଛନ୍ତି ବାଲିଅନ୍ତାରେ କୁନି ଝିଅ ସାଇନା; ରାଜ୍ୟରୁ ଦେଶ,…

କନକ ବ୍ୟୁରୋ: କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ସାଇନା ଦାସ । ମାତ୍ର ୪ବର୍ଷ ବୟସରେ ଠିକ୍ ସେ କଥା କହିପାରୁନଥିବା ଏହି ଝିଅ ଦେଉଛି ଶହଶହ ପ୍ରଶ୍ନର ଉତର । ଯେକୌଣସି ବିଷୟରେ ପାଟିରୁ କଥା ନସରୁଣୁ ଦେଇ ଦେଉଛି ଉତର । କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ସାଇନା ଦାସ ।…

ପରିବା ବିକିଲେ ପୂରିବ ପେଟ: ଦୁର୍ଘଟଣାର ଶିକାର ହୋଇ ବାପା ରୋଗ ଶର୍ଯ୍ୟାରେ ପଡିବା ପରେ ଭାଙ୍ଗିଗଲା ହସଖୁସି ସଂସାର;…

କନକ ବ୍ୟୁରୋ: ପରିବା ବିକିଲେ ପୂରିବ ପେଟ । ଏଥିପାଇଁ ତ ପାଠପଢା ଛାଡି ଗାଁ ଗାଁ ବୁଲି ପରିବା ବିକ୍ରି କରୁଛନ୍ତି ୨ ନାବାଳକ ଭାଇ । ବାପା ଦୁର୍ଘଟଣାର ଶିକାର ହୋଇ ରୋଗ ଶର୍ଯ୍ୟାରେ ପଡିଯିବା ପରେ ପୁଅଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା । ପାଠ ଛାଡି ଘରେ ରୋଷେଇବାସ କରି ରୋଗୀଣା ବାପା ଓ ବୁଢା…

ଗଂଜାମର ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଅସନ୍ତୋଷ ପରେ ସ୍ପଷ୍ଟିକରଣ ରଖିଲେ ଜିଲ୍ଲାପାଳ: କହିଲେ, ପର୍ଯ୍ୟାପ୍ତ…

କନକ ବ୍ୟୁରୋ: ଗଂଜାମର କରୋନା ଅବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଅସନ୍ତୋଷ ପରେ ସ୍ପଷ୍ଟିକରଣ ରଖିଛନ୍ତି ଜିଲ୍ଲାପାଳ । ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଜିଲ୍ଲାରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ…

କାଲି ସୁଦ୍ଧା ସତର୍କ ରୁହ ୧୦ ଜିଲ୍ଲା ! ବର୍ଷା ଓ ବଜ୍ରପାତ ବିପଦ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ପଢ଼ନ୍ତୁ କେଉଁ…

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ତେବେ…