Daily Archives

August 6, 2020

ରାଜଧାନୀରେ କାୟା ମେଲାଉଛି କରୋନା । ଆଜି ଭୁବନେଶ୍ୱରେ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ୱାସ୍ଥ୍ୟ ବିଭାଗର ୧୦…

କନକ ବ୍ୟୁରୋ : ରାଜଧାନୀରେ କାୟା ମେଲାଉଛି କରୋନା । ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର…

ହୋସ୍ ଉଡାଇଦେଲା ନୂଆ ହେଲମେଟ୍ ନିୟମ ! ଏଣିକି ଶସ୍ତା ପିନ୍ଧିଲେ ଗଣିବେ ଜୋରିମାନା, ହଲମାର୍କ ହେଲମେଟ୍ ନପିନ୍ଧିଲେ…

କନକ ବ୍ୟୁରୋ : ଆଉ ଚଳିବନି ଚାଲୁ ହେଲମେଟ୍ । ଶସ୍ତା ପିନ୍ଧିଲେ ଗଣିବେ ଜୋରିମାନା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ, ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ରାସ୍ତାରେ ଯିବା ବେଳେ ଫାଇନକୁ ଫାଙ୍କିବା ପାଇଁ ବାଇକ ଚାଳକ ମୁଣ୍ଡରେ…

ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ୍ । ସୁନ୍ଦର ଚେହେରା, ବିଚକ୍ଷଣ ବୁଦ୍ଧି ଥିବା ଝିଅ ବନିଲେ…

କନକ ବ୍ୟୁରୋ : ମିସ୍ ଇଣ୍ଡିଆ ଫାଇନାଲଲିଷ୍ଟଙ୍କ ମୁଣ୍ଡରେ ଆଇଏଏସର ତାଜ । ଐଶ୍ୱର୍ଯ୍ୟା ଶେରୋନ୍ । ୯୩ Rank ସହ ୟୁପିଏସସି ପରୀକ୍ଷାରେ ପାଇଛନ୍ତି ବଡ ସଫଳତା । ୨୦୧୬ ମିସ୍ ଇଣ୍ଡିଆ କଂଟେଷ୍ଟରେ ଫାଇନାଲଲିଷ୍ଟ ରହିଥିଲେ ଐଶ୍ୱର୍ଯ୍ୟା । ଆଉ ଏବେ କଠିନ ପରିଶ୍ରମ ବଳରେ ପ୍ରଶାସିକା ହେବାର ସୌଭାଗ୍ୟ…

ତେଲ ନଦୀରେ ଦୁର୍ଘଟଣା । ପାଣିରେ ବୁଡି ୩ ଶିଶୁ ମୃତ

କନକ ବ୍ୟୁରୋ : ନବରଙ୍ଗପୁର ତୋହରାର ତେଲ ନଦୀରେ ଗୁରୁବାର ବୁଡ଼ି ଯାଇ ତିନିଜଣ ଶିଶୁଙ୍କୁ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ବୟସ ୩ରୁ ୬ବର୍ଷ ମଧ୍ୟରେ ହେବ, ଏଥିରେ ଦୁଇଜଣ ଝିଅ ଓ ଜଣେ ପୁଅ ରହିଥିବା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆଜି ତିନିଜଣ ଶିଶୁ ତୋହରାର ତେଲ ନଦୀକୁ ଗାଧେଇବାକୁ ଯାଇଥିଲେ।…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ, କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପ୍ରମାଣପତ୍ର ଦାଖଲ…

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦୀର୍ଘ ୪ମାସରୁ ଅଧିକ ଦିନ ହେବ ସମସ୍ତ ଧାର୍ମିକ ପୀଠକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏହି କ୍ରମରେ ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେଉଛନ୍ତି । ତେବେ କରୋନା ସଙ୍କଟ ସମୟରେ ଦୀର୍ଘଦିନ ହେବ ଦର୍ଶନ ବନ୍ଦ ରହିବା ପରେ…

ଅହମ୍ମଦାବାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପରେ ରାଜ୍ୟ ସରକାର ସଜାଗ୍ : ସମସ୍ତ କୋଭିଡ ହସ୍ପିଟାଲରେ ହେବ ଅଗ୍ନି…

କନକ ବ୍ୟୁରୋ : ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲର ହେବ ଅଗ୍ନି ନିରାପତାର ଯାଂଚ । କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ଅହମ୍ମଦାବାଦ ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ…