Daily Archives

August 4, 2020

ଜଣେ ବାସନ ମାଜିଲେ ପେଟ ପୂରିବ, ଆଉ ଜଣେ ବାସନ ବିକିଲେ ପରିବାର ଚଳିବ । ଫୋନିର କ୍ଷତ ଲିଭିନଥିବା ପୂର୍ବରୁ ମାଡ଼ି ଆସିଲା…

କନକ ବ୍ୟୁରୋ: କାହାଣୀ ଏକ କିନ୍ତୁ ଯନ୍ତ୍ରଣା ଅନେକ । ଭୂତାଣୁ ନୁହେଁ ଏଠି ଭୋକର ଭୟ ଜୀବନ ଜିଇଁବାର ଭରସା ଭାଙ୍ଗିଛି । ମହାମାରୀ କରୋନା କଟକଣା ମଧ୍ୟବିତ୍ତକୁ କେତେ କଲବଲ କରିପାରେ ତାହା ଜଗା ଦୂଆରୁ ଆସିଥିବା ଏହି ଦୁଇ ଯନ୍ତ୍ରଣାଦୟକ କାହାଣୀ ହିଁ ବୟାନ କରିବ । ବିଧାତା ଦେଇଥିବା ଫୋନି…

ବିଦ୍ୟୁତ ସଂଯୋଗ ଦାବିରେ ଅଭିନବ ପ୍ରତିବାଦ: ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ ଭଦ୍ରକ ଗ୍ରାମାଂଚଳ ଥାନା…

କନକ ବ୍ୟୁରୋ: ରାସ୍ତା ଉପରେ ଅଭିନବ ପ୍ରତିବାଦ । ବିଦ୍ୟୁତ ସେବାରୁ ବଂଚିତ ଆଦିବାସୀମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚରମ୍ପା ଓ ଏରେଇଁ ଗାଁରେ ରହୁଥିବା ଆଦିବାସୀ ଶ୍ରମିକମାନେ ଦୀର୍ଘଦିନ ଧରି ବିଦ୍ୟୁତ…

ସୁଶାନ୍ତ ସିଂହ ମୃତ୍ୟୁ ମାମଲା ହେବ ସିବିଆଇ ଯାଂଚ : ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର; ସିବିଆଇ ଯାଂଚ…

କନକ ବ୍ୟୁରୋ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରୀଶ । ଏଥିପାଇଁ ସୁପାରୀଶ କରିଛନ୍ତି ବିହାର ସରକାର । ଏହି ମାମଲାର ସିବିଆଇ ଯାଂଚ ପାଇଁ କେନ୍ଦ୍ରକୁ ସୁପାରୀଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।…

ଚୀନ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ ଜାରି : ଚାଇନିଜ୍ ଆପ୍ ବାଇଡୁ ଓ ୱେବୁକୁ ବ୍ୟାନ କଲା ଭାରତ; ସୁରକ୍ଷା ଦୃଷ୍ଟି…

କନକ ବ୍ୟୁରୋ : ଚୀନ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ ଜାରି । ଚାଇନିଜ୍ ଆପ୍ ବାଇଡୁ ଓ ୱେବୁକୁ ବ୍ୟାନ କରିଛି ଭାରତ । ୱେବୋ କମ୍ପାନୀ ୨୦୧୯ରେ ଆରମ୍ଭ ହେବା ପରେ ୫ଶହ ମିଲିୟନ ୟୁଜର ଅଛନ୍ତି । ସୁରକ୍ଷା ଦୃଷ୍ଟି କୋଣରୁ ପୂର୍ବରୁ ଶତାଧିକ ଆପକୁ ବ୍ୟାନ କରିଛନ୍ତି ମୋଦି ସରକାର । ଏହି…

ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ : ପ୍ରଦୀପ ସିଂହ ଆଇଏଏସ ଟପ୍ପର, ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ; ଦଶମ…

କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ । ପ୍ରଦୀପ ସିଂହ ୨୦୧୯ର ଆଇଏଏସ୍ ଟପର ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ୍ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି । ଓଡିଶାର ଅଭିଷେକ୍ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ…

ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ: ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସୂଚନା:…

କନକ ବ୍ୟୁରୋ: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି, କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ଦେଖା ବିଳମ୍ବିତ ହୋଇଛି । ସେଥପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ…