Daily Archives

August 4, 2020

ମୃତ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ମଚାରୀ: ଚନ୍ଦ୍ରଶେଖରପୁର ଥାନାରେ ପହଁଚିଲା…

କନକ ବ୍ୟୁରୋ: ମୃତ ବ୍ୟକ୍ତିଙ୍କୁ ମେଡିସିନ ଦେବା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ତୃପକ୍ଷ । ଏମିତି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । କରୋନା ଆକ୍ରାନ୍ତଙ୍କୁ ଜବରଦସ୍ତ ଘରୋଇ ଡାକ୍ତରଖାନାରେ ରଖିଲେ, ଏବଂ ମୃତ୍ୟୁ ପରେ ବି ରୋଗୀଙ୍କୁ ଔଷଧ ଦେବା ପାଇଁ ସଂପର୍କୀୟଙ୍କୁ…

ଆଜି ପୁଣି ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୮୮୯, ସ୍ଥାନୀୟ ଅଞ୍ଚଳରୁ ୪୯୫; ରାଜ୍ୟରେ ମୋଟ୍…

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି କରୋନାର କାୟା । ଗତ ୨୪ ଘଂଟାରେ ୧୩ ଶହ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧୬ରେ…

ଗଞ୍ଜାମ ଜଗନ୍ନାଥପ୍ରସାଦରେ କରୋନାର କରୁଣ କାହାଣୀ : ୯ ଘଂଟା ଧରି ଅଟୋ ଭିତରେ ପଡିରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ,…

କନକ ବ୍ୟୁରୋ : ମହାମରୀ ଠାରୁ ଅଧିକ ଯନ୍ତ୍ରଣା ଦାୟକ ମରିଯାଉଥିବା ମାନବିକତା । ଅବସରପ୍ରାପ୍ତ ଶିକ୍ଷକଙ୍କ ଶବକୁ ମିଳିଲା ନାହିଁ ସଂପର୍କୀୟ ଓ ଜ୍ଞାତି କୁଟିମ୍ବଙ୍କ କାନ୍ଧ । ଜୀବନ କାଳରେ ହଜାର ହଜାର ମଣିଷ ଗଢିଥିବା ମଣିଷର ମୃତଦେହକୁ ଅଟୋରୁ କାଢିବା ପାଇଁ ଆଗେଇ ଆସିଲେ ନାହିଁ ପଡୋଶୀ କି…

କରୋନା ନେଲା ଆଉ ୯ଟି ଜୀବନ: ଗଞ୍ଜାମରୁ ୬, ଖୋର୍ଦ୍ଧା, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ମୃତ; ରାଜ୍ୟରେ ମୋଟ ମୃତ୍ୟୁ…

କନକ ବ୍ୟୁରୋ: ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନା ମହାମାରୀ ନେଇଛି ଆଉ ୯ ଜଣଙ୍କ ଜୀବନ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏହାକୁ ମିଶାଇ ରାଜ୍ୟର ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ…

ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି…

କନକ ବ୍ୟୁରୋ : ପାଣି ବଦଳରେ ଯୁବକଙ୍କୁ ପରିସ୍ରା ପିଆଇବା ଘଟଣାରେ ତଦନ୍ତ ନିର୍ଦେଶ । ଭଦ୍ରକ ତିହିଡିରେ ଘଟିଥିବା ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଲେ ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ । ତିହିଡି ତହସିଲଦାର ଓ ଆଇଆଇ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ଅଭିଯୋଗ…

ଦେଶରେ ୨୪ ଘଂଟାରେ ଗଲା ଆଉ ୮୦୩ ଜଣଙ୍କ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି; ସୁସ୍ଥ ହେଲେଣି ୧୨…

କନକ ବ୍ୟୁରୋ : ଦେଶରେ ୨୪ ଘଂଟାରେ  ଯାଇଛି ଆଉ ୮୦୩ ଜଣଙ୍କ ଜୀବନ  । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୫୨ ହଜାର ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮ ଲକ୍ଷ ୫୫ ହଜାର…