Daily Archives

August 4, 2020

ମୃତ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ଦାବି କଲା ଘରୋଇ ହସ୍ପିଟାଲ୍ । ଭୁବନେଶ୍ୱରରୁ ଆସିଲା ଚିକିତ୍ସା ନାଁରେ ଶୋଷଣର…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଶୋଷଣର ସାଂଘାତିକ୍ ଅଭିଯୋଗ । ମୃତ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ଦାବି କଲେ ହସ୍ପିଟାଲ କର୍ମଚାରୀ । ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ବଢ଼ାଇ ଦେଇଛନ୍ତି ପ୍ରାୟ ୮୦ ହଜାର ଟଙ୍କାର ବକେୟା ବିଲ୍ । ଏନେଇ ମୃତବ୍ୟକ୍ତିଙ୍କ ପୁଅ,…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୧୪୯ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୯୮, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୪୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୫୧ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୯୮ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍…

ସୁଶାନ୍ତଙ୍କ ସୁଇସାଇଡ୍ ମିଷ୍ଟ୍ରିର ଖୋଲିବ କି ଖିଅ? ସିବିଆଇ ଯାଞ୍ଚ ପାଇଁ ସୁପାରିଶ, ଟ୍ୱିଟ କଲେ ବିହାର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ସୁପାରିଶ  । ଏଥିପାଇଁ ସୁପାରୀଶ କରିଛନ୍ତି ବିହାର ସରକାର । ଏନେଇ ଟ୍ୱିଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ମାମଲାର ସିବିଆଇ ଯାଂଚ ପାଇଁ କେନ୍ଦ୍ରକୁ…

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା । ଆସନ୍ତା ଦିନେ ଦୁଇଦିନ ଧରି କେତେକ ସ୍ଥାନରେ ପ୍ରବଳରୁ…

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି…

ସଲାମ୍ ସୋନୁ ଭାଇ । ରାକ୍ଷୀ ପୂର୍ଣ୍ଣିମାରେ ସୋନୁଙ୍କ ମହାନତା । ସୋସିଆଲ ମିଡିଆରେ ମହିଳାଙ୍କ ଗୁହାରି ଶୁଣିଲେ ସୋନୁ ।…

କନକ ବ୍ୟୁରୋ : ସୋନୁ, ଅସହାୟଙ୍କ ଅନ୍ନଦାତା, ଶ୍ରମିକଙ୍କ ସାକ୍ଷାତ ଭଗବାନ ଆଉ ଦୁଃଖୀ ଦରିଦ୍ରଙ୍କ ଦେବଦୂତ । ମହାମାରୀ ସମୟରେ ମଣିଷପଣିଆର ମନ୍ଦିର ପାଲଟିଥିବା ସୋନୁ ସୁଦଙ୍କର ଏମିତି ଅନେକ ରୂପ ଦେଖିଆସୁଛି ଦେଶ । ଯିଏ ଯେଉଁଠିବି ସୋନୁଙ୍କୁ ନିଜ ସଂଘର୍ଷ ଜଣାଉଛି, ଦେବଦୂତ ସାଜି ଦୁଃଖ…

ଭିମସାରର ୯ ଡାକ୍ତର କରୋନା ଆକ୍ରାନ୍ତ । ମେଡିସିନି ବିଭାଗର ଓପିଡି ଗୋଟିଏ ଦିନ ପାଇଁ ବନ୍ଦ ନିଷ୍ପତ୍ତି, ଭିମସାର…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଭିମସାରର ୯ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମେଡିସିନି ବିଭାଗର ଓପିଡି ଗୋଟିଏ ଦିନ ପାଇଁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଲଳିତ…