Daily Archives

August 1, 2020

ଭୂତାଣୁ ଭୟ ଭିତରେ ବଦଳିଯାଇଛି ଭୋକର ସଂଜ୍ଞା । କିଏ ପଟେ ପାଇଁ ବୃତି ସହ ସାଲିସ କରୁଛି ତ କିଏ ତାଲାବନ୍ଦ ଭିତରୁ ଖୋଜୁଛି…

କନକ ବ୍ୟୁରୋ: କରୋନା କଟକଣା ଭିତରେ ବଦଳିଯାଇଛି ଭୋକର ସଂଜ୍ଞା । କିଏ ପଟେ ପାଇଁ ନିଜ ବୃତି ସହ ସାଲିସ କରିବାକୁ ବାଧ୍ୟ ହେଉଛି, ତ ଆଉ କିଏ ତାଲା ବନ୍ଦ ଭିତରେ ଜୀବନ ଜୀବିକା ଲାଗି ଅହରହ ସଂଗ୍ରାମ କରୁଛି । ତଥାପି ଆମ ଆଖ ପାଖରେ ଏମିତି ଅନେକ ଅସହାୟ ରହିଛନ୍ତି, ଯିଏ ସକାଳ ହେବା ମାତ୍ରେ ଖାଇବା…

କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ…

କନକ ବ୍ୟୁରୋ : କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ ରୋଗୀ ବୋହିବ ରୋବର୍ଟ, ଅସୁବିଧା ହେଲେ ଭିଡିଓ କଲ କରି ଡାକ୍ତରଙ୍କୁ ଜଣାଇବ ଭଲମନ୍ଦ । କରୋନା କାଳରେ କମାଲ୍ କରିଦେଲେ ଓଡିଆ ପୁଅ । ରୋବର୍ଟ ଏକ, କାମ…

ରାଜ୍ୟସଭା ସାଂସଦ ଅମର ସିଂଙ୍କ ଦେହାନ୍ତ । ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ ସମାଜବାଦୀ…

କନକ ବ୍ୟୁରୋ : ଶନିବାର ଅପରାହ୍ଣରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ। ନିକଟରେ ‘ମୁମ୍ବାଇ ମିରର୍‌’ରେ ପ୍ରକାଶିତ…

ନାଁ ରଖିଲା ରାଜମିସ୍ତ୍ରୀ ପୁଅ । ମେଧାବୀ ଛାତ୍ର ସମ୍ବିତଙ୍କ ସ୍ୱପ୍ନକୁ ରୋକିପାରିଲାନି ଆର୍ଥିକ ଅନଟନ । ମାଟ୍ରିକ…

କନକ ବ୍ୟୁରୋ: ଘରେ ନାହିଁ ନଥିବା ଆର୍ଥିକ ଅନାଟନ, ହେଲେ ମେଧାବୀ ଛାତ୍ର ସମ୍ବିତଙ୍କ ଅଧ୍ୟବସାୟ ତାଙ୍କୁ ରୋକିପାରିନି । ଚାନ୍ଦବାଲି ବ୍ଲକରେ ମାଟ୍ରିକ ଟପ୍ପର ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସମ୍ବିତ । ବାପା ରାଜମିସ୍ତ୍ରୀ, ରୋଗୀଣା ମାଆ । ପରିବାରର ଗୁଜରାଣ ମେଂଟାଇବା କଷ୍ଟକର ହେଉଥିବା…

ଅଯୋଧ୍ୟାକୁ ମିଳିବ ଭବ୍ୟ ରାମମନ୍ଦିର: ସଜେଇ ହେଉଛି ରାମ ଜନ୍ମଭୂମି; ପ୍ରସ୍ତୁତ ହୋଇଛି ୨୦୮ ଅତିଥିଙ୍କ ତାଲିକା

କନକ ବ୍ୟୁରୋ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ପ୍ରସ୍ତୁତି ଚାଲିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟା ନଗରୀକୁ ସାଜସଜା କରାଯାଉଛି । ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁୁତ୍ୱ ଦିଆଯାଉଛି । ଧାର୍ମିକ ନଗରୀକୁ ନୂଆ ବୋହୁ ପରି ସଜା…

ଓଡିଶାରେ ଚିହ୍ନଟ ହୋଇଛି କରୋନାର ୫ ପ୍ରକାର ଭୂତାଣୁ: ଜିନମ୍ ସର୍ଭେ ଜଣାପଡିଲା ବଡ ତଥ୍ୟ; ଓଡିଶାରେ ରହିଛି ଉହାନ ଭାଇରସ୍

କନକ ବ୍ୟୁରୋ: ଓଡିଶାରେ କରୋନାର ୫ ପ୍ରକାର ଭୁତାଣୁ ଚିହ୍ନଟ ହୋଇଛି । ରାଜ୍ୟରେ କରୋନାର ୧୯-ଏ, ୧୯ –ବି ଭୁତାଣୁ ସହ ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି । ଆରଏମଆରସି ଏବଂ ଆଇଏଲଏସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି । ଓଡିଶାରେ ଜିନମ ସର୍ଭେରୁ…