Daily Archives

July 18, 2020

ପାଣି ନାହିଁ ଚାଷୀଙ୍କୁ ଘାରିଛି ଚାଷ ଚିନ୍ତା । ବର୍ଷା ଅଭାବରୁ ଶୁଖି ଗଲାଣି ଧାନ ତଳି, ଫାଟି ଆଁ କରିଛି ଜମି, ମୌସୁମୀର…

କନକ ବ୍ୟୁରୋ: ପାଣି ବିନା ଫାଟି ଆଁ କରିଛି ଚାଷ ଜମି । ଧାନ ଚାଷ ପାଇଁ ବୁଣା ହୋଇଥିବା ତଳି ଜଳି ଗଲାଣି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳା ଗାଁର ଚାଷୀଙ୍କ ଦୁଃଖ କହିଲେ ନସରେ । ପାଣି ଅଭାବରୁ ବୁଡ଼ିବାକୁ ବସିଛି ଫସଲ । ଜମିକୁ ଲାଗି ଅଛି ରେଙ୍ଗାଳୀ କେନାଲ ହେଲେ ପାଣି ଆସୁନାହିଁ ।…

୨୨ ଦିନ ପାଇଁ ସଟଡାଉନ ହେବ ପାରାଦୀପ ଆଇଓସିଏଲ : କମ୍ପାନୀର ମରାମତି କାରଣରୁ ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ସଟଡାଉନ ହେବା…

କନକ ବ୍ୟୁରୋ : ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏଁ ପାରାଦୀପ ଆଇଓସିଏଲ୍ ସଟଡାଉନ୍ ହେବ । ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ । ୨୦୧୮ ମାର୍ଚ ମାସରୁ କାରଖାନାର ମରାମତି କାମ ହୋଇନି । ଏହାକୁ ସଟଡାଉନ୍ କରାଯାଇ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ଼ କୁଇନଙ୍କ କଡ଼ା ଚେତାବନୀ : କଙ୍ଗନା କହିଲେ,ରହସ୍ୟ ଉପରୁ ପରଦା ନଉଠିଲେ…

କନକ ବୁରୋ : ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପ୍ରସଙ୍ଗରେ ବଲିଉଡ କୁଇନଙ୍କ ବଡ ବୟାନ । କଙ୍ଗଣା କହିଲେ ବଲିଉଡରେ ପରିବାର ବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ବିଫଳ ହେଲେ ଫେରାଇ ଦେବି ପଦ୍ମଶ୍ରୀ ସମ୍ମାନ । ବଲିଉଡ କୁଇନଙ୍କ ଏପରି ଚେତାବନୀ ପୁଣି ସୃଷ୍ଟି କରିଛି ନୂଆ ଚର୍ଚା । ସୁଶାନ୍ତ…

ପ୍ରତିବାଦ ପରେ କୋହଳ ହେଲା ନିୟମ: ରାସନ ସାମଗ୍ରୀ ନେବା ବେଳେ ଦରକାର ନାହିଁ ଫିଙ୍ଗର ପ୍ରିଂଟ ଓ ଆଇରିସ ସ୍କାନର; ଟ୍ୱିଟ୍…

କନକ ବ୍ୟୁରୋ: ପ୍ରତିବାଦ ପରେ କୋହଳ ହେଲା ନିୟମ । ରାସନ ସାମଗ୍ରୀ ନେବା ବେଳେ ଆଉ ଦରକାର ନାହିଁ ଫିଙ୍ଗର ପ୍ରିଂଟ ଓ ଆଇରିସ ସ୍କାନର । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃ୍ଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।…

ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର: ହଟସ୍ପଟ ଜିଲ୍ଲାରୁ ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା…

କନକ ବ୍ୟୁରୋ: ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର । ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରିବା ବେଆଇନ ଓ ନୀତି ବିରୋଧୀ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟ ଶାସନ ସଚିବ । Patients needing…

ଗଂଜାମ ଗୋଳନ୍ତରା କୋଭିଡ କେୟାର ସେଂଟର ଅବ୍ୟବସ୍ଥା ନେଇ ଭିଡିଓ ଭାଇରାଲ ପରେ ହସ୍ତକ୍ଷେପ କଲା ଜିଲ୍ଲା ପ୍ରଶାସନ: ଘଟଣା…

କନକ ବ୍ୟୁରୋ: ଗଞ୍ଜାମ କୋଭିଡ଼ କେୟାର ସେଂଟରର ଅବ୍ୟବସ୍ଥା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାରେ ଜିଲ୍ଲା ପ୍ରଶାସନ କଲା ହସ୍ତକ୍ଷେପ । ଗୋଳନ୍ଥରା ପାଲୁର ହିଲ୍ ଠାରେ ଥିବା କୋଭିଡ଼ ସେଂଟରକୁ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ପହଂଚି ସ୍ଥିତର ତଦାରଖ କରିଛନ୍ତି । ପ୍ରତ୍ୟେକ…