Daily Archives

July 12, 2020

ସଂକ୍ରମଣ ବଢୁଛି ଚିନ୍ତା ବି ବଢୁଛି: ରାଜଧାନୀରେ କୋଭିଡ୍ ହସପିଟାଲରେ ସବୁ ଆଇସିୟ ଭର୍ତ୍ତି; ଶଯ୍ୟା ବଢାଇବାକୁ…

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ କୋଭିଡ ହଟପିଟାଲରେ ପ୍ରାୟ ୧୫୦ କରୋନା ରୋଗୀ ଆଇସିୟରୁ ଭର୍ତ୍ତି ହୋଇଛନ୍ତି । ତେଣୁ ତାଙ୍କୁ କୌଣସି କରୋନା ରୋଗୀ ଗୁରୁତର ହୋଇପଡିଲେ ତାଙ୍କ ପାଇଁ ଆଇସିୟୁ ଶଯ୍ୟା ମିଳିବା କଷ୍ଟ ହୋଇପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ମିଳିଥିବା ତଥ୍ୟ ଅନୁସାରେ,…

କରୋନା ରୋଗୀ ଚିହ୍ନଟ ପରେ ୩ ଦିନ ପାଇଁ ରାଉରକେଲା ଆରଜିଏଚ ଓପିଡି ବନ୍ଦ : ସଙ୍ଗରୋଧରେ ଗଲେ ଡାକ୍ତର ଓ କର୍ମଚାରୀ ,…

ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଦୁଇଜଣ ଡାକ୍ତର ଓ ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୩ (ସୋମବାର)ରୁ ୧୫ ତାରିଖ (ବୁଧବାର) ପର୍ୟ୍ୟନ୍ତ ଆର୍‌ଜିଏଚ୍‌ର ବର୍ହି ବିଭାଗକୁ ବନ୍ଦ ରଖାଯାଇଛି। ଆଜି ହସ୍ପିଟାଲ ପକ୍ଷରୁ…

ବଚ୍ଚନ ପରିବାରରେ କରୋନା ପ୍ରବେଶ : ଅମିତାଭଙ୍କ ପରିବାର ଓ ଷ୍ଟାଫଙ୍କ ବି ହେଲା ନମୁନା ପରୀକ୍ଷା ; ଜୟା ଓ…

କରୋନା ଆକ୍ରାନ୍ତ ବଲିଉଡ୍ ବିଗ୍ ବି ଅମିତାଭ ବଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତାଙ୍କୁ ଏବେ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଏନେଇ ସୂଚନା ଜାରି କରିଛି ନାନାବତୀ ହସ୍ପିଟାଲ । ଡାକ୍ତରଖାନାର ଏପରି ସୂଚନା ପରେ ବିଗ୍ ବିଙ୍କ ଫ୍ୟାନଙ୍କ ପାଇଁ ଟିକେ ଆଶ୍ୱସ୍ତିର ଖବର…

ଫେସ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି । ପ୍ରଥମଥର ଲାଗି ମାସ୍କ ପିନ୍ଧିଲେ ଟ୍ରମ୍ପ

କନକ ବ୍ୟୁରୋ : ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର ବିସ୍ତାର କିଂବା…

ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହାଲୁକା କରୋନା ଲକ୍ଷଣ ଥିବା ସୂଚନା ଦେଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ:…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍ ବିଗ୍ ବି ଅମିତାଭ ବଚନଙ୍କ ଅବସ୍ଥା ଡାକ୍ତରଖାନାରେ ସ୍ଥିର ରହିଛି । ଏନେଇ ସ୍ପଷ୍ଟ କରିଛନ୍ତି ନାନାବତୀ ହସ୍ପିଟାଲ କର୍ତୃପକ୍ଷ । ଗତକାଲି ଅମିତାଭଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସେ ଟୁଇଟ୍ କରି ଜଣାଇଥିଲେ । ଟେଷ୍ଟ ରିପୋର୍ଟ କରୋନା…

ଲକ୍ଷଣ ନଥିଲେ ଘରେ ରହିବେ କରୋନା ସଂକ୍ରମିତ: ସଙ୍ଗରୋଧ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଆକ୍ରାନ୍ତଙ୍କ ଘର ଯାଞ୍ଚ…

କନକ ବ୍ୟୁରୋ: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍‌ସି ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ନନେବାକୁ ଯୋଜନା କରିଛି। ଯେଉଁ କରୋନା ଆକ୍ରାନ୍ତଙ୍କର ଲକ୍ଷଣ ନଥିବ ସେମା‌ନେ ଯେପରି ଘରେ ସଙ୍ଗରୋଧ ରହି ଚିକିତ୍ସିତ ହୋଇପାରିବେ ସେଥିପାଇଁ ବିଏମ୍‌ସି ଯୋଜନା କରିଛି।…