Daily Archives

July 12, 2020

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୩୯୦ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

କନକ ବ୍ୟୁରୋ: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଥିବାବେଳେ କଟକର ୭୧ ଜଣ, ମୟୁରଭଞ୍ଜର ୩୮ ଜଣ, ସୁନ୍ଦରଗଡ଼ର ୩୮ ଜଣ, ଯାଜପୁରର ୨୫ ଜଣ, ନବରଙ୍ଗପୁରର ୨୪ ଜଣ, ସମ୍ବଲପୁରର ୨୨ ଜଣ,…

ସର୍ତ୍ତ ରହିଲା, ସଟଡାଉନ ହଟିଲା । ସିଲଭର ସିଟିରୁ ଉଠିଲା କରୋନା କଟକଣା । ଜାଣନ୍ତୁ ସର୍ତ୍ତ ସହ କଟକରେ କଣ ରହିବ ଖୋଲା ?

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲୁଥିବାବେଳେ କେମିତି କରୋନା ମୁକ୍ତ ରହିବ ବିଭିନ୍ନ ହସ୍ପିଟାଲ । ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ବିଶେଷ କରି କଟକରେ ଥିବା ପ୍ରମୁଖ ହସ୍ପିଟାଲ ଗୁଡିକୁ କିପରି ଏହି ସଂକ୍ରମଣଠାରୁ ଦୂରେଇ ରଖାଯାଇପାରିବ ତା…

କଟକରେ କେମିତି ବ୍ୟାପିଲା କରୋନା ? ସିଲଭଲ ସିଟିରେ ସଂକ୍ରମଣ ସ୍ଥିତି ନେଇ ସବିଶେଷ ତଥ୍ୟ ଦେଲେ ସିଏମସି କମିଶନର

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ତେବେ ସିଲଭରସିଟି କଟକରେ କରୋନା ସ୍ଥିତି ନେଇ ଆଜି ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି । ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଓ ସିଏମସି କମିଶନର ଅନନ୍ୟା ଦାସ ମିଳିତ ଭାବେ…

ଭୂତାଣୁ ମାଡୁଛି, ଭୋକ ବି ବଢୁଛି… ଦୋକାନ ଅଛି ହେଲେ ନାହାନ୍ତି ଗ୍ରାହକ । କରୋନା ପାଇଁ ରୋଜଗାର କମୁଥିବାରୁ…

କନକ ବ୍ୟୁରୋ: ମହାମାରୀ ମାଡରେ ମଣିଷ ଘାଇଲା । କରୋନା ପାଟିରେ ରୋଜଗାର ପଶିଲା । ରୋଜଗାର କମୁଛି, ଚିନ୍ତା ବଢୁଛି । ଗୋଟିଏ ପଟେ କରୋନା ବଢିଚାଲିଥିବା ବେଳେ ବଞ୍ଚିବାର ରାହା ମଧ୍ୟ ମଉଳି ଯାଉଛି । କେମିତି ପେଟ ପୂରିବ ? କେମିତି ପରିବାର ଚଳିବ? ଆଉ ଜଳିଟ ପରିସ୍ଥିତିରେ କେମିତି ଜୀବନ…

ଅଟୋରେ ବୁହା ହେଲା ଆକ୍ରାନ୍ତଙ୍କ ଶବ । ବିନା କୌଣସି ସୁରକ୍ଷାରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କଲେ ମେଡିକାଲ…

କନକ ବ୍ୟୁରୋ: କରୋନାରେ ଜୀବନ ଗଲା ପରେ ଶବକୁ ମିଳିଲାନି ସମ୍ମାନ । ଅଟୋ ରିକ୍ସାରେ ବୁହା ହେଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଶରୀର । ଏଭଳି ଏକ ଅଭାବନୀୟ ଘଟଣା ତେଲେଙ୍ଗାନାରୁ ସାମ୍ନକୁ ଆସିଛି । ସୂଚନା ଅନୁସାରେ, ତେଲେଙ୍ଗାନା ନିଜାମୁଦ୍ଧିନର ଏକ ଘରୋଇ…

୨୪ ଘଣ୍ଟା ଭିତରେ ସତର୍କ ରୁହ ୧୪ ଜିଲ୍ଲା ! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।…

କନକ ବ୍ୟୁରୋ: ୧୪ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର,…