Daily Archives

July 10, 2020

ଆଦିତ୍ୟଙ୍କ ଆତ୍ମହତ୍ୟାର ପୂର୍ବଦିନରେ ଘଟିଥିଲା କଣ? କନକ ନ୍ୟୁଜରେ ପୁରା କାହାଣୀ କହିଲେ ବିଦ୍ୟାଶ୍ରୀ, ସହଯୋଗୀ ପପୁଙ୍କୁ…

କନକ ବ୍ୟୁରୋ : ଆଦିତ୍ୟଙ୍କ ଆତ୍ମହତ୍ୟାର ଠିକ୍ ପୂର୍ବଦିନ କଣ ଘଟିଥିଲା । ଆଦିତ୍ୟ ଖୁବ୍ ମାନସିକ ଚାପରେ ଥିଲେ । ଏପରିକି ସକାଳେ ଖାଇବାକୁ ମନା କରି ଦେଇଥିଲେ । ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଆଉ ସେ ମେସେଜକୁ ପଢିଥିଲେ ତାଙ୍କ ପତ୍ନୀ । ଆତ୍ମହତ୍ୟା ପୂର୍ବ ଦିନର କଥା । ମୋବାଇଲର…

ଓଡିଶାରେ ପୁଣି ସଂକ୍ରମଣର ନୂଆ ରେକର୍ଡ । ବିଶେଷଜ୍ଞ କହିଲେ, ବାୟୁ ବାହିତ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଥାଇପାରେ…

କନକ ବ୍ୟୁରୋ: ଆଜି ରାଜ୍ୟରେ ସଂକ୍ରମଣର ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୭୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା ବୟାନ କରୁଛି ଯେ ଓଡିଶାରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି । ରାଜ୍ୟର ୨୩ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୫୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୦୮…

ଆଦିତ୍ୟ ଦାଶ ଆତ୍ମହତ୍ୟାର ପୂର୍ବଦିନରେ ଘଟିଥିଲା କଣ? କନକ ନ୍ୟୁଜରେ ଗୁମର ଖୋଲିଲେ ବିଦ୍ୟାଶ୍ରୀ । ସହଯୋଗୀ ପପୁଙ୍କୁ…

କନକ ବ୍ୟୁରୋ: ଓଡିଶାରେ କରୋନା ସଂକ୍ରମଣ ଆଜି ରେକର୍ଡ କରିଛି । ୭୫୫ ଜଣ ପଜିଟିଭ ଆସିଛନ୍ତି । ସେପଟେ ରେକର୍ଡ ସଂଖ୍ୟାରେ ୫୬୫ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ଏ ସଂପର୍କୀତ ରିପୋର୍ଟ ଉପରେ ନଜର ପକାଇବା, ହେଲେ ତା ପୂର୍ବରୁ ନଜର ପକାନ୍ତୁ, ସେହି ଆଦିତ୍ୟ ଦାସ ଆତ୍ମହତ୍ୟା ରହସ୍ୟମୟ କାହାଣୀର…

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୫୬୫ ସୁସ୍ଥ, ମୋଟ୍…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୫୬୫ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୮୫, ରାୟଗଡ଼ାରୁ ୮୫, ବଲାଙ୍ଗୀରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡ଼ରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୁଳରୁ ୨୩,…

ପ୍ରଥମେ ବିବାଦ, ପରେ ବନ୍ଧୁତା ଚାହୁଁଛି ଚାଲୁ ଚାଇନା । ଏବେ ଶାନ୍ତି ଚାହିୁଁଛି ସୀମାରେ ସଂଘର୍ଷ କରୁଥିବା ଡ୍ରାଗନ…

କନକ ବ୍ୟୁରୋ: ପ୍ରଥମେ ବିବାଦ, ପରେ ବନ୍ଧୁତା ଚାହୁଁଚି ଚାଲୁ ଚାଇନା । ସମୀରେ ସଂଘର୍ଷ କରୁଥିବା ଡ୍ରାଗନ ସେନା ଏବେ ଶାନ୍ତି ଚାହିୁଁଛି । ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ୱେଡଙ୍ଗ୍‌ କହିଛନ୍ତି ଯେ ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ…

ଭାରତ ପାଇଁ ଭଲ ଖବର । ଦେଶରେ ବଢୁଛି ସୁସ୍ଥ ହାର । କରୋନାରୁ ସୁସ୍ଥ ହେଉଛନ୍ତି ୬୩ ପ୍ରତିଶତ, ମୃତ୍ୟୁ ହାର ରହିଛି…

କନକ ବ୍ୟୁରୋ: ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ପଜିଟିଭ୍ ସଂଖ୍ୟା ବଢୁଛି କିନ୍ତୁ ଏହାଠୁ ଅଧିକ ମାତ୍ରାରେ ସୁସ୍ଥ ହାର ବଢୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ବର୍ତ୍ତମାନ ଦେଶରେ ସୁସ୍ଥ ହାର ପାଖାପାଖି ୬୩…